Skip to playerSkip to main content
  • 1 day ago
Matriculation Exam କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ଥିଲା ମାତୃଭାଷା । ସୁରୁଖୁରୁରେ ମାତୃଭାଷା ପରୀକ୍ଷା ଶେଷ ହୋଇଛି । ଏଥିସହ ପରୀକ୍ଷା ଶେଷ ହେବା ପରେ ହସ ହସ ମୁହଁରେ ପରୀକ୍ଷା କେନ୍ଦ୍ରରୁ ବାହାରିଛନ୍ତି ଛାତ୍ରଛାତ୍ରୀ । ପ୍ରଶ୍ନ ସହଜ ଥିଲା ଏବଂ ଭଲ ହୋଇଛି ବୋଲି କହିଛନ୍ତି ପରୀକ୍ଷାର୍ଥୀ । ସେହିପରି ଢେଙ୍କାନାଳରେ ୧୬ହଜାର ୭୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।କେତେ ପରୀକ୍ଷାର୍ଥୀ ଦେଇଛନ୍ତି ପରୀକ୍ଷା ?ଚଳିତ ବର୍ଷ ମୋଟ 5 ଲକ୍ଷ 61 ହଜାର 979 ଜଣ ପରୀକ୍ଷା ଦେଉଛନ୍ତି । ସାରା ଓଡ଼ିଶାରେ ମୋଟ 322 ନୋଡାଲ ସେଣ୍ଟର, 3082 ପରୀକ୍ଷା କେନ୍ଦ୍ର କରାଯାଇଛି । ଖୁସି ଛାତ୍ରଛାତ୍ରୀ: ପରୀକ୍ଷାର୍ଥୀ କହିଛନ୍ତି, ‘ପ୍ରସ୍ତୁତି ଅନୁଯାୟୀ ପ୍ରଶ୍ନ ଆସିଥିଲା । ସହଜ ପ୍ରଶ୍ନ ଆସିଥିଲା ଏବଂ ପରୀକ୍ଷା ଭଲ ହୋଇଛି ।’ସୁରୁଖୁରୁରେ ହୋଇଛି ପରୀକ୍ଷା:ଅନ୍ୟପଟେ ପ୍ରଥମ ଦିନ ପରୀକ୍ଷାକୁ ନେଇ ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ‘ପ୍ରଥମ ଦିନ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି । କୌଣସି ପରୀକ୍ଷା କେନ୍ଦ୍ରରେ କୌଣସି ବିଶୃଙ୍ଖଳା ହୋଇନାହିଁ । ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ ବୋର୍ଡ କାର୍ଯ୍ୟାଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମରୁ ନଜର ରଖାଯାଇଥିଲା । ଏହା ମଧ୍ୟ ପଢନ୍ତୁ:ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: କହିଲେ, ଉପାନ୍ତ ଅଞ୍ଚଳର ପିଲା ପରୀକ୍ଷା କେନ୍ଦ୍ରକୁ ଆସିବା ଉପରେ ଗୁରୁତ୍ୱ ଦିଆଯିବଢେଙ୍କାନାଳରେ କିପରି ଥିଲା ପ୍ରସ୍ତୁତି ?ଢେଙ୍କାନାଳ ଜିଲ୍ଲାରେ ମୋଟ ୨୬୯ଟି ହାଇସ୍କୁଲର ମଧ୍ୟରୁ ୯୫ଟି ସ୍କୁଲରେ ପରୀକ୍ଷା କେନ୍ଦ୍ରରେ ମୋଟ ୧୬ହଜାର ୭୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷାରେ କପି ରୋକିବା ପାଇଁ ସିସିଟିଭି ଓ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ସହିତ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା ପ୍ରସ୍ତୁତି ରହିଛି । ପ୍ରତେକ ବ୍ଲକର ବିଡ଼ିଓ ମାନଙ୍କୁ ନୋଡାଲ ଅଫିସର ଭାବେ ୮ଟି ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ୩ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି । ୫୦ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ ସେଗୁଡିକରେ ସ୍ୱତନ୍ତ୍ର ଭାବେ ସଶସ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି ।
 ଇଟିଭି ଭାରତ, କଟକ ଓ ଢେଙ୍କାନାଳ 

Category

🗞
News
Transcript
00:11આમરો 3122 શંટર્રે જો કર્તતીનું સભુ સંટ્રે નિધાતો શમાવ નવો આર્મહઈ છી
00:17We saw one day in that place and we saw 2,30 meters and I saw 2,30 meters.
00:24We saw a few times where we saw the Chambers and the Visitors and the Visitors.
00:29We saw an hour before that, like chapter 4 and then the Visitors, the concentration was growing in the middle
00:44of our town.
00:50foreign
01:00foreign
01:15I think it's 85 percent.
01:19Is it okay?
01:21Yes, it's okay.
01:23I'm sorry for the 5-20 minutes.
01:25I'm very good.
01:26I'm very good.
01:28I'm very good.
01:30I'm very good.
01:30I'm very good.
01:32I'm very good.
01:42I'm very good.
01:43I'm very good.
01:44I'm very good.
01:45I'm very good.
01:46I'm very good.
01:47I'm very good.
01:49I'm very good.
01:51I'm very good.
01:53You are good.
01:54I'm very good.
02:03You're good.
02:04What the things are?
02:05My best job for you.
02:08My best job was to do and keep life.
02:10foreign
Comments

Recommended