Skip to playerSkip to main content
  • 2 minutes ago
Kartika Brata 2025 ପୁରୀ: ପବିତ୍ର କାର୍ତ୍ତିକ ମାସକୁ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ହବିଶ୍ୟାଳି ମା’ ମାନେ ପାଳନ କରୁଛନ୍ତି କାର୍ତ୍ତିକ ବ୍ରତ । ସକାଳୁ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଚଉରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ପରେ ମହାପ୍ରସାଦ ସେବନ ସହ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ କରୁଛନ୍ତି । ରାଧା କୃଷ୍ଣ ବେଶ୍, ଶବରୀ ଠାରୁ କୋଳି ସେବନ ବିଭିନ୍ନ ପୌରାଣିକ କାହାଣୀକୁ ନୃତ୍ୟରେ ପ୍ରଦର୍ଶନ କରି ହବିଶ୍ୟାଳି ମା’ ମାନେ କାର୍ତ୍ତିକ ବ୍ରତର ଆନନ୍ଦ ନେଉଛନ୍ତି । ବିଶ୍ବ ପାଇଁ ମଙ୍ଗଳ କାମନା କରୁଛନ୍ତି:ନିଜ ପରିବାର ସହିତ ସାରା ବିଶ୍ଵର ମଙ୍ଗଳ କାମନା କରୁଛନ୍ତି ହବିଶ୍ୟାଳି । ହବିଶ୍ୟାଳିଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ହବିଶ୍ୟାଳି ଶିବିର । ମୋଟ ୪ଟି ହବିଶ୍ୟାଳି ଶିବିରରେ ୨୫୦୦ ହବିଷ୍ୟାଳି ମା’ ମାନଙ୍କୁ ରଖାଯାଇଛି । ସେଠାରେ ରହିବା, କାର୍ତ୍ତିକ ବ୍ରତ ପାଳନ ପାଇଁ ସମସ୍ତ ବ୍ୟବସ୍ଥା, ମହା ପ୍ରସାଦ ସେବନ, ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନର ବ୍ୟବସ୍ଥା ସରକାର କରିଛନ୍ତି । ସୁରକ୍ଷା ପାଇଁ ପୋଲିସ ମୁତୟନ, ସ୍ବଚ୍ଛାସେବୀ ନିୟୋଜିତ:ଶ୍ରଦ୍ଧାଳୁଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ସହିତ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପୋଲିସ ମୁତୟନ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମେତ ହବିଶ୍ୟାଳିଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇଁ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରତ୍ୟେକ ଦିନ ହବିଶ୍ୟାଳି ଶିବିର ପରିଦର୍ଶନ କରି ସମସ୍ତ ସୁବିଧା ସୁଯୋଗ ଠିକ ଅଛି କି ନାହିଁ ତାହା ତଦାରଖ କରୁଛନ୍ତି । ତେବେ ହବିଶ୍ୟାଳି ଶିବିର ଏବେ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି । ରାଇ ଦାମୋଦର ବ୍ରତ କରି ବେଶ ଖୁସି ଅଛନ୍ତି ଶ୍ରଦ୍ଧାଳୁ ।
 ଏହା ମଧ୍ୟ ପଢନ୍ତୁ:ରାଇଦାମୋଦର ବ୍ରତ କଣ ? ପୁରୀରେ ହବିଷ୍ୟାଳିଙ୍କ ପାଇଁ କିପରି ହୋଇଛି ବ୍ୟବସ୍ଥାଆଜିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ଶୃଙ୍ଖଳିତ ଦର୍ଶନ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନଇଟିଭି ଭାରତ, ପୁରୀ 

Category

🗞
News
Transcript
00:00clouds
00:13foreign
00:24i
00:29foreign
00:43foreign
00:59You have to do things.
01:03Do you have any questions?
01:05No, no.
01:07Okay.
01:08Who are the parents?
01:11Why are they?
01:13I have to ask them to ask them to ask them to ask them to ask them to ask them to ask them.
01:20You are the one who is a student.
01:22Why are they experts?
01:25I am a student.
01:26What kind of body did you give me a gift for a baby?
01:29I will give you a gift for watching her.
01:31I sell a car for a wife.
01:34We will give you a gift for a mom,
01:36we will give you a gift to the bride,
01:39when she's coming with the bride,
01:41we will be successful.
01:41She will give you a gift for us.
01:43I will do that.
01:45Last year, she will give me the gift for a baby,
01:48a grandmother,
01:50and her wife will follow us.
01:52She will give us the gift of Iaqa ali.
01:55foreign
02:09foreign
02:25Thank you so much for joining us.
Be the first to comment
Add your comment

Recommended