Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ; ଟିମ୍ ଇଣ୍ଡିଆ ବିଜୟ ପାଇଁ ଜାଗର ବ୍ରତ ସହ ଦୀପ ଜାଳିଲେ ଫ୍ୟାନ୍ସ
9 months ago
କଟକ: ଆଉ କିଛି ସମୟ ପରେ T20 ବିଶ୍ଵକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ଆଜି ଶିବରାତ୍ରିରେ ଏହି ମ୍ୟାଚ ଖେଳା ଯାଉଥିବା ବେଳେ ଭାରତ ବିଜୟୀ ପାଇଁ ଫ୍ୟାନଙ୍କ ପୂଜାର୍ଚ୍ଚନା ସହ ଦୀପ ଦାନ । ବିଶେଷକରି ଶିବ ମନ୍ଦିରରେ ଫ୍ୟାନମାନେ ଦୀପ ଜାଳି ଭାରତ ବିଜୟ ପାଇଁ ପାର୍ଥନା କରିଛନ୍ତି । ଏମିତିକି କିଛି ଫ୍ୟାନ ଭାରତ ପାଇଁ ଆଜି ଉପବାସ କରିଛନ୍ତି । ସନ୍ଧ୍ୟା ସମୟରେ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ମ୍ୟାଚ ସମୟରେ ମନ୍ଦିରରେ ଦୀପ ଜାଳି ପାର୍ଥନା କରିବା ସହ ଭାରତ ବିଜୟ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସମାନେ ।
ଯୁବ ତାରକା ଅଭିଷେକ ଶର୍ମା ଆଜି ରେକର୍ଡ଼ କରିବେ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ସେହିପରି ହାର୍ଦିକ ପାଣ୍ଡ୍ୟା, ଅଧିନାୟକ ସୂର୍ଯ୍ୟ କୁମାର ଯାଦବ, ଇଷାନ କିଷାନ ଆଜି ଭଲ ପ୍ରଦର୍ଶନ କରିବେ ବୋଲି ଫ୍ୟାନ୍ସ ମାନେ ଆଶା ରଖିଛନ୍ତି । ଆଜି ପାକିସ୍ତାନକୁ ଭାରତ ଧୂଳି ଚଟାଇବ ବୋଲି ଆଶଙ୍କା କରିଛନ୍ତି ଭାରତୀୟ ଫ୍ୟାନ୍ସ । ଏନେଇ ଦେବାଶିଷ ଦାସ ନାମକ ଜଣେ ଯୁବକ କହିଛନ୍ତି, "ଭାରତ ପାକିସ୍ତାନ ମ୍ୟାଚ ସବୁବେଳେ ରୋମାଞ୍ଚକର ରହିଥାଏ । ଆଜି ମହା ଶିବରାତ୍ରୀ । ଆମେ ପ୍ରଭୁଙ୍କ ପାଖରେ ଦୀପ ଜାଳିଛୁ । ଭାରତ ନିଶ୍ଚୟ ବିଜୟ ହେବ ।"ସେହିପରି ସୁରେଶ ସାହୁ ନାମକ ଅନ୍ୟତମ ପ୍ରଶଂସକ କହିଛନ୍ତି, "ମୁଁ ପ୍ରଥମ ଥର ପାଇଁ ଆଜି ଜାଗର କରୁଛି ଭାରତର ବିଜୟ ପାଇଁ । ପୂର୍ବରୁ କେବେ ଉପବାସ କରିନଥିଲି । ମାତ୍ର ଆଜି ଶିବରାତ୍ରିରେ ଭାରତ ପାକିସ୍ତାନ ମ୍ୟାଚ ଥିବାରୁ ମୁଁ ଆଜି ଉପବାସ ରଖିଛି । ଏମିତିକି ଆମେ 10ରୁ 15 ଜଣ ଯୁବକ,ମ୍ୟାଚ ଆରମ୍ଭରୁ ଶେଷ ଯାଏ ଦୀପ ଜାଳି ଭାରତ ଜିତିବା ପାଇଁ ପାର୍ଥନା କରିବୁ ।"ଇଟିଭି ଭାରତ, କଟକ
Category
🗞
News
Transcript
Display full video transcript
00:07
Music
00:08
Music
00:09
Music
00:09
Music
00:12
Music
00:20
Music
00:20
Music
00:21
Music
00:21
Music
00:21
Music
01:19
Thank you very much.
01:51
Thank you very much.
02:21
Thank you very much.
Show less
Recommended
1:52
ସ୍ୟାଣ୍ଡ ଆନିମେସନ୍ରେ ମା' ବିରଜାଙ୍କ ପ୍ରତିମୂର୍ତ୍ତି ଓ ରଥ
ETVBHARAT
2:28
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
New
3:37
"ಇದು ನನ್ನ ಮನೆ. ನನ್ನ ಮನೆಗೆ ಯಾವಾಗ ಬೇಕಾದರೂ ಬರುತ್ತೇನೆ": ರಾಮನಗರದಲ್ಲಿ ವಿವಿಧ ಅಭಿವೃದ್ಧಿ ಕಾಮಗಾರಿಗಳಿಗೆ ಸಿಎಂ ಡಿಕೆಶಿ ಚಾಲನೆ
ETVBHARAT
New
1:15
महंगाई भी नहीं घटा पाई देसी घी की मिठाइयों का स्वाद, मिल्कफेड के स्टालों पर उमड़ रहे ग्राहक
ETVBHARAT
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
2:41
Mahashivratri 2026: ୬୦ ଟନ ବାଲିରେ ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି
ETVBHARAT
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2:19
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
New
3:45
సీనియర్లు, జూనియర్ల మధ్య తారాస్థాయికి విభేదాలు - వైద్య కళాశాలల్లో భయపెడుతోన్న ర్యాగింగ్ భూతం
ETVBHARAT
New
2:38
Choti Diwali 2026: 7 या 8 नवंबर को है छोटी दिवाली? दूर कर लें सारा कन्फ्यूजन
ETVBHARAT
New
2:39
यूको बैंक लूटकांड : झारखंड-बिहार के अपराधियों ने दिया है वारदात को अंजाम, 'संथाल' तक पहुंची पुलिस
ETVBHARAT
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
2:49
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
ETVBHARAT
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT