Skip to player
Skip to main content
Search
Connect
Watch fullscreen
1
Bookmark
Share
More
Add to Playlist
Report
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
Follow
7 weeks ago
କେନ୍ଦୁଝର: ଆଜି ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ପରିଚିତ । ଦ୍ବାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିବର୍ଷ ଏବି ପର୍ବ ପାଳନ ହୋଇଆସୁଛି । ଆଜିର ଦିନରେ ଯଶୋଦା ମା’ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ରହିଛି । ସେହି ପରମ୍ପରାକୁ ପାଳନ କରିବାକୁ ଯାଇ ଆଜିର ଦିନରେ ବିଭିନ୍ନ ମଠ ମନ୍ଦିରରେ ବ୍ୟଞ୍ଜନ ଦ୍ବାଦଶୀ ଉତ୍ସବ ପାଳିତ ହୁଏ । ଏହି ଦିବସକୁ କେନ୍ଦୁଝର ଜିଲ୍ଲାର ଐତିହ୍ୟ ସମ୍ପନ୍ନ ସିଦ୍ଧ ମଠ ଠାରେ ବନଜାଗ ସମିତି ଆୟୋଜନ କରନ୍ତି । ଏଥିରେ 108 ପ୍ରକାରର ବ୍ୟଞ୍ଜନାଦି ଖାଦ୍ୟ ଭୋଗ କରିଥାନ୍ତି । ବିଭିନ୍ନ ପ୍ରକାରର ପିଠା, ମିଠା, ଫଳ ସହ ଅନ୍ନ ଡାଲି ତରକାରୀ, କ୍ଷୀରି ଆଦି ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ତେବେ ଦୀର୍ଘ ପନ୍ଦର ବର୍ଷ ଧରି ନିରନ୍ତର ବ୍ୟଞ୍ଜନ ଦ୍ଵାଦଶୀ ପାଳିତ ହେଉଥିବା ପ୍ରକାଶ କରିଛନ୍ତି ବନଯାଗ ସମିତି ବଶିଷ୍ଠ ସଦସ୍ୟ ମଧୁସୂଦନ ମିଶ୍ର । "ଏହି ବ୍ୟଞ୍ଜନ ଦ୍ଵାଦଶୀ ସହରର ସଂସ୍କୃତି ସହ ଯୋଡ଼ି ହୋଇ ଯାଇଥିବା ବେଳେ ଏହି ପ୍ରସାଦ ପାଇବା ପାଇଁ ସହର ତଥା ଜିଲ୍ଲାର ବହୁ ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ପାଇ ବହୁ ଆନନ୍ଦ ଅନୁଭବ କରୁଥିବା," ପ୍ରକାଶ କରିଛନ୍ତି ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି ସୁରେଶ ପଟ୍ଟନାୟକ । ପ୍ରଭୁଙ୍କ ଠାରେ ଭୋଗ ଲାଗିବା ପରେ ଭକ୍ତ ମାନେ ମହା ଆଡ଼ମ୍ବରରେ ପ୍ରସାଦ ସେବନ କରି ତୃପ୍ତି ଅନୁଭବ କରିଥିଲେ ।ଏହା ବି ପଢନ୍ତୁ- ଶହେରୁ ଊର୍ଦ୍ଧ୍ବ ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥଇଟିଭି ଭାରତ, କେନ୍ଦୁଝର
Category
🗞
News
Transcript
Display full video transcript
00:00
I've been here, to me, in 2015, and I've been here to the start of 2015.
00:06
I've been here to have a very great day.
00:12
We've been here to be here in 2015 and all of this.
00:17
I've been here to have a great day.
00:21
I've been here to have a great day for a long time.
00:29
extra for him because he is a natural hunter.
00:33
He is the only person who is a power to him.
00:36
We have kept him with his father,
00:38
with his mother and his son.
00:40
We have the same spirit,
00:42
a modern hunter,
00:44
a modern hunter,
00:45
a modern hunter,
00:47
a hunter,
00:48
a hunter,
00:49
a hunter,
00:49
a hunter,
00:50
a hunter,
00:52
a hunter,
00:52
a hunter,
00:53
a hunter.
00:54
He is always a beautiful hunter.
00:56
Again,
Be the first to comment
Add your comment
Recommended
3:17
|
Up next
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
4 months ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
4 months ago
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1 year ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1 year ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
3 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
6 weeks ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
4 months ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1 year ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1 year ago
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
8 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
3 months ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
3 months ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
3 months ago
3:58
ଭାରତୀୟ ଜାତୀୟ ଟେବୁଲ ଟେନିସ କୋଚଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ETVBHARAT
3 months ago
1:15
ଜାଲରେ ଫସିଥିବା ହରିଣକୁ ମୁକ୍ତ କଲେ କୋମଳମତି ପିଲା, ଛୁଟୁଛି ପ୍ରଶଂସା
ETVBHARAT
2 months ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା
ETVBHARAT
4 months ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
8 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
7 weeks ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
5 weeks ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1 year ago
4:45
ଓଡିଶା ଟେବୁଲ ଟେନିସ ଆସୋସିଏସନ ବ୍ରାଣ୍ଡ ଆମ୍ବାସାଡର ଶରଥ କମଲଙ୍କ ସହ ସାକ୍ଷାତକାର
ETVBHARAT
3 months ago
4:31
सिरसा में गन कल्चर सॉन्ग पर बोले पंजाबी सिंगर मनकीरत औलख, "सॉन्ग केवल एंटरटेनमेंट, शोले के बाद कोई गब्बर नहीं आया"
ETVBHARAT
16 minutes ago
2:47
దేవునికడప శ్రీలక్ష్మీ వెంకటేశ్వరస్వామి బ్రహ్మోత్సవాలు నేడు అంకురార్పణతో ప్రారంభం
ETVBHARAT
19 minutes ago
Be the first to comment