Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
Watch: ଚଷମା ଦୋକାନରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ
3 months ago
ସମ୍ବଲପୁର: ସମ୍ବଲପୁର ସହର ବୁଢାରଜା ଫାଟକ ନିକଟରେ ଥିବା ଏକ ଚଷମା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ପ୍ରାୟ ସାଢେ 5ଟା ସମୟରେ ଦୋକାନ ଜଳୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରାୟ 2 ଘଣ୍ଟା ଉଦ୍ୟମ ପରେ ନିଆଁ ଲିଭିଥିଲା । ନିଆଁ ଲିଭା କାର୍ଯ୍ୟରେ ସମ୍ବଲପୁର ଜିଲ୍ଲା ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ ଉପସ୍ଥିତ ଥିଲେ । ତାଙ୍କ କହିବା ଅନୁସାରେ, ରାତିରେ ସମ୍ବଲପୁର ସହରରେ ବର୍ଷା ହେବା ସହ ଜୋରରେ ପବନ ବହିଥିଲା । ଫଳରେ ସାରା ସହରରେ ବିଦ୍ୟୁତ ଚାଲି ଯାଇଥିଲା । ଆଜି ସକାଳୁ ପୁଣି ବିଦ୍ୟୁତ ସଂଯୋଗ କରାଯିବା ସମୟରେ କୌଣସି ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି । ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ କହିଛନ୍ତି, "ଏହି ଘଟଣା ନେଇ ଆମେ ସକାଳ ପ୍ରୟ 6ଟା 15 ମିନିଟରେ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲୁ । ନିଆଁକୁ ଆୟତ୍ତ କରିବାକୁ ଆମକୁ ପ୍ରାୟ 2 ଘଣ୍ଟା ସମୟ ଲାଗିଥିଲା ।"
ତେବେ କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଚଷମା ଦୋକାନ ପାଖରେ ଏକ ବଦ୍ୟୁତ ଟ୍ରାନ୍ସଫରମର ରହିଛି । ପ୍ରଥମେ ସେଠାରେ କୌଣସି କାରଣ ଯୋଗୁଁ ନିଆଁ ଲାଗିବା ପରେ ଚଷମା ଦୋକାନରେ ନିଆଁ ବ୍ୟାପି ଥାଇପାରେ l ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନାହାନ୍ତି ।ଏହା ମଧ୍ୟ ପଢ଼ନ୍ତୁ...ଜାତୀୟ ରାଜପଥରେ ହୁତୁହୁତୁ ଜଳିଗଲା ଟ୍ରକ୍, ଅସମ୍ଭାଳ ଟ୍ରାଫିକ୍ ଜାମରେ ଲୋକେ ହନ୍ତସନ୍ତହାଇକୋର୍ଟ ସମୁଖ ଅଗ୍ନିକାଣ୍ଡ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ, ଜାଣିଶୁଣି ମହିଳା ଲଗାଇଥିଲେ ନିଆଁଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:00
Thank you for listening.
Show less
Comments
Add your comment
Recommended
1:11
|
Up next
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ଦୁଇ ଡ୍ରାଇଭର
ETVBHARAT
6 weeks ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
2 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
3 months ago
2:34
ନିହଣ ମୁନରେ କମ୍ପୁଛି ରଥଖଳା; ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ
ETVBHARAT
3 months ago
2:05
Watch: ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି, ପୂଜା ପାଉଛନ୍ତି ରଥକାଠ, ଅକ୍ଷୟ ତୃତୀୟାର ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
3 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
4 months ago
1:15
Watch: ଘର ଭିତରେ ଫଁ ପଁ ଗର୍ଜନ କରୁଥିଲା 14 ଫୁଟିଆ ଅହିରାଜ, ଉଦ୍ଧାର କଲା ବନବିଭାଗ
ETVBHARAT
4 months ago
5:00
ସଂସଦରେ ନକ୍ସଲବାଦ ଚର୍ଚ୍ଚା: ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ସମସ୍ୟା କରାଯାଉ, ଦାବି ଉଠାଇଲେ କୋରାପୁଟ ସାଂସଦ
ETVBHARAT
4 months ago
7:04
Watch: ରାମ ନାମରେ ପ୍ରକମ୍ପିତ ରାମ ମନ୍ଦିର, ଭକ୍ତି ରସରେ ଭିଜୁଛନ୍ତି ଭକ୍ତ
ETVBHARAT
4 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
4 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
4 months ago
2:22
Watch: ଶାନ୍ତି ଶୃଙ୍ଖଳାରେ ମାତୃଭାଷା ପରୀକ୍ଷା ଶେଷ, ସହଜ ପ୍ରଶ୍ନ ଦେଖି ଖୁସି ପରୀକ୍ଷାର୍ଥୀ
ETVBHARAT
5 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
6 months ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
8 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
8 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
8 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
8 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
9 months ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
11 months ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଛା
ETVBHARAT
11 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
11 months ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
2 years ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2 years ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
Comments