Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
Follow
4 weeks ago
ନୂଆପଡା: ନୂଆପଡା ଉପ ନିର୍ବାଚନ ରାଜନୀତି ପାଣିପାଗ ଦିନକୁ ଦିନ ରୋଚକ ମୋଡ଼ରେ ପହଞ୍ଚୁଛି । ତିନି ପ୍ରମୁଖ ଦଳ ବିଜେପି ବିଜେଡି କଂଗ୍ରେସ ବଡ଼ ବଡ଼ ଦାମୀ ଗାଡି, ବ୍ୟାନର ପୋଷ୍ଟର ଧରି ଭୋଟ ପ୍ରଚାର କରୁଥିବା କରୁଛନ୍ତି, ଦଳ ବଳ ଧରି ଗାଁ ଗାଁରେ ନିର୍ବାଚନ କ୍ୟାମ୍ପେନିଂ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏୟାରି ଭିତରେ ରାଜନୀତିର ଯଜ୍ଞ କୁଣ୍ଡ କୁହାଯାଉଥିବା ନୂଆପଡା ଉପ-ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଲୋଚନ ସିଂ ମାଝୀଙ୍କ ଭୋଟ ପ୍ରଚାର ନିଆରା । ଲୋଚନସିଂ ମାଝୀ ନୂଆପଡା ସଦର ବ୍ଲକ ସ୍ଥିତ ଆମାନାରା ଗାଁର ଆଦିବାସୀ କୃଷକ ନେତା ଅଟନ୍ତି । ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚନ ରଣ ଭୂମିରେ ଅବତରଣ କରିବା ପାଞ୍ଚ ଥର ହେଲାଣି । ତଥାପି ହାର ମାନିନାହାନ୍ତି । ଚଳିତ ନୂଆପଡା ଉପ ନିର୍ବାଚନ ରଣଭୂମିରେ ପୁଣି ସ୍ବାଧୀନ ପ୍ରାର୍ଥୀ ଭାବରେ ଲୋଚନସିଂ ମାଝୀ ଓହ୍ଲାଇଛନ୍ତି । ତାଙ୍କ ଠାରେ ନା ଅଛି ଦାମୀ ଗାଡି ନା ଅଛି ଟଙ୍କା କେବଳ ଏକ ପୁରୁଣା ମୋଟର ସାଇକଲରେ ଛୋଟ ମାଇକ ବାନ୍ଧି ନିଜ ପାଇଁ ନିଜେ ଭୋଟ ପ୍ରଚାର କରୁଛନ୍ତି । ମୋଟର ସାଇକଲ ହ୍ୟାଣ୍ଡେଲରେ ବାନ୍ଧି ଛନ୍ତି ପାଖାଳ ଭାତ, ଆଉ ପିଆଜ ଲୁଣ ଯେଉଁଠି ଭୋକ ଲାଗିଲେ ସେଇଠି ବସି ନିଜ ଖାଦ୍ୟ ଖାଇ ନିଜେ ଭୋଟ ପ୍ରଚାର କରୁଛନ୍ତି । ନିର୍ବାଚନ ଜିତିବା ପୁରା ଦମ୍ଭ ରଖିଛନ୍ତି ଲୋଚନ ସିଂ ମାଝୀ । ବ୍ୟାଟ୍ସମ୍ୟାନ୍ ଚିହ୍ନରେ ଭୋଟ ଦେବାପାଇଁ ଭୋଟରଙ୍କୁ ହାତ ଯୋଡି ନିବେଦନ କରୁଥିବା ଦେଖାଦେଇଛି । ଏହି ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରସଙ୍ଗ ରହିଛି ଲୋକଙ୍କ ବିକାଶ କରିବା ଜ଼ିଲ୍ଲାରେ ଉନ୍ନତ ମାନର ସ୍ୱାସ୍ଥ୍ୟ କେନ୍ଦ୍ର କରିବା, ଶିକ୍ଷାର ବିକାଶ କରିବା । ଏହାସହିତ କେବଳ କାଗଜ କଲମରେ ମିଥ୍ୟା କାମ ହେଉଥିବା ଅଭିଯୋଗ କରିଛନ୍ତି ପ୍ରାର୍ଥୀ ଲୋଚନ ସିଂ ମାଝୀ । ଆଦିବାସୀ ସ୍ୱାଧୀନ ପ୍ରାର୍ଥୀ ଲୋଚନ ସିଂ ମାଝୀଙ୍କ ସହିତ 'ଇଟିଭି ଭାରତ' ନୂଆପଡା ପ୍ରତିନିଧି ଅଧିକ ଆଲୋଚନା କରିଛନ୍ତି । ଏହା ବି ଦେଖନ୍ତୁ- ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଜୋରଦାର ପ୍ରଚାର, କହିଲେ ଲୋକଙ୍କ ସେବା କରିବି - NUAPADA BY ELECTION 2025
Category
🗞
News
Transcript
Display full video transcript
00:00
નોઆપડા ઉપણીબાચન તાતી સારગરમ ભીતરે
00:27
નોપણીબાતી સાધિન પ્રારતી લોચન સિંગે કતાહાવા છે વોટકેંપેણીગ કિંતી
00:44
નોચન ભાગો આપણીટી ભારતી સાગતી કંરંચી બીજ્યેડેડી કંગ્રેસ તીની પ્રમુકાદળાં સાધરા બળા �
01:14
કંરીં બળીજ્યેડ કાગ્તરેં કાગોતી કાગોતરેડ દેખેડ કંરંતી કાગોતીડ દેખેડ નેતી કાગોતી દે
01:44
I'm sorry, I'm sorry, I'm sorry.
02:44
foreign
03:14
foreign
03:38
foreign
03:44
foreign
04:14
હાય રાજનીતી કરિવાક તાહાનુાંંહય સેડાકે નેટ્રિગ બીનીતીતાહરહી દાહાકે પરીતી
04:23
I'm a part of the room.
04:24
I'm a part of the room.
04:24
I'm a part of the room.
Be the first to comment
Add your comment
Recommended
1:03
|
Up next
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
3 months ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
2 months ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
2 months ago
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
11 months ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
11 months ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
11 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
11 months ago
4:45
ଓଡିଶା ଟେବୁଲ ଟେନିସ ଆସୋସିଏସନ ବ୍ରାଣ୍ଡ ଆମ୍ବାସାଡର ଶରଥ କମଲଙ୍କ ସହ ସାକ୍ଷାତକାର
ETVBHARAT
2 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
2 months ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
2 months ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
11 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
6 weeks ago
3:58
ଭାରତୀୟ ଜାତୀୟ ଟେବୁଲ ଟେନିସ କୋଚଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ETVBHARAT
2 months ago
1:10
ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ETVBHARAT
6 weeks ago
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
6 months ago
4:03
ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ
ETVBHARAT
6 months ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
11 months ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
10 months ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
11 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
11 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
5 months ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
6 months ago
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6 months ago
4:00
ଆରମ୍ଭ ହେଲାଣି ପିକନିକ୍ ଋତୁ, ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ପାଇଁ ଆହ୍ବାନ
ETVBHARAT
2 hours ago
0:34
उधार माल दिलाने के बहाने बिहार से व्यापारी को बुलाया अलवर, तीन लाख लूटे, दो आरोपी गिरफ्तार
ETVBHARAT
2 hours ago
Be the first to comment