Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
Watch: ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି, ପୂଜା ପାଉଛନ୍ତି ରଥକାଠ, ଅକ୍ଷୟ ତୃତୀୟାର ଶୁଭେଚ୍ଛା ଦେଲେ ସୁଦର୍ଶନ
4 months ago
ପୁରୀ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜି ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଶୁଭାରମ୍ଭ ହେବ । ଏହି ପବିତ୍ର ଦିବସ ନେଇ ସାରା ଓଡ଼ିଶାରେ ଉତ୍ସାହ ଓ ଆନନ୍ଦର ମାହୋଲ । ଏହି ଅବସରରେ ପଵିତ୍ର ଅକ୍ଷୟ ତୃତୀୟା ଓ ରଥ ନିର୍ମାଣର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନିଳାଦ୍ରୀ ବିଚ୍ରେ ଏକ ସୁନ୍ଦର୍ ବାଲୁକା ଚିତ୍ରକଳା ତିଆରି କରିଛନ୍ତି ସୁଦର୍ଶନ । ବାଲିରେ ନିଖୁଣ ଚିତ୍ରକଳା:ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି ତିଆରି ହେଇଥିବା ବେଳେ ତିନୋଟି ରଥକାଠକୁ ପୂଜାର୍ଚ୍ଚନା କରାଯାଉଥିବାର ପ୍ରତିକୃତିକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ଶୁଭେଚ୍ଛା ଜଣାଇଲେ ସୁଦର୍ଶନ: ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ‘ଆଜିର ପଵିତ୍ର ଦିବସରେ ମହାପ୍ରଭୁଙ୍କ ରଥ ନିର୍ମାଣ ଶୁଭାରମ୍ଭ ହୋଇଥାଏ । ଆଜି ହେଉଛି ଏକ ପବିତ୍ର ଦିବସ । ଏହି ଅବସରରେ ମୁଁ ମୋର ବାଲୁକା ଚିତ୍ରକଳା ମାଧ୍ୟମରେ ଏହି ପବିତ୍ର ଦିବସର ଶୁଭେଚ୍ଛା ଦେଇଛି । ମହାପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ ।’
ଏହା ମଧ୍ୟ ପଢନ୍ତୁ:ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କରିବେ ଚାଷୀ, ଦାରୁବ୍ରହ୍ମଙ୍କ ରଥ ନିର୍ମାଣ ସହ ଚନ୍ଦନ ଯାତ୍ରା ଆରମ୍ଭରାତି ପାହିଲେ ଅକ୍ଷୟ ତୃତୀୟା; ସୁନା ବଜାରରେ ଖଚାଖଚ ଭିଡ, ଜାଣନ୍ତୁ, ସୁନା ଦୋକାନୀଙ୍କ ଅଫର୍...
Category
🗞
News
Transcript
Display full video transcript
00:00
Thank you for listening.
Show less
Comments
Log in to post a comment
Recommended
3:37
|
Up next
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
2 weeks ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
4 weeks ago
1:11
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ଦୁଇ ଡ୍ରାଇଭର
ETVBHARAT
2 months ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
3 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
4 months ago
1:27
रीवा के चोरहटा बाईपास में लग गई हजारों वाहनों की लाइन, 12 घंटे से बिना खाए पिए फंसे लोग
ETVBHARAT
19 minutes ago
4:15
ਬਠਿੰਡਾ ਅਤੇ ਜਲੰਧਰ ਸਣੇ ਪੰਜਾਬ ਭਰ 'ਚ ਨਜ਼ਰ ਆਇਆ ਬੰਦ ਦੀ ਕਾਲ ਦਾ ਅਸਰ
ETVBHARAT
26 minutes ago
4:16
ಮಾಜಿ ಸಚಿವ ಬಿ.ಸಿ.ನಾಗೇಶ್ ಅಂತ್ಯಸಂಸ್ಕಾರ: ಬಿ.ವೈ.ವಿಜಯೇಂದ್ರ, ವಿ.ಸೋಮಣ್ಣರಿಂದ ಅಂತಿಮ ನಮನ
ETVBHARAT
27 minutes ago
1:32
"ధనలక్ష్మి" రూపంలో అమ్మవారి అలంకరణ - దర్శించుకునేందుకు పోటెత్తిన భక్తులు
ETVBHARAT
28 minutes ago
0:41
പൊന്നോണത്തിന് സഹപാഠിക്കൊരു സ്നേഹഭവനം; പങ്കുവയ്ക്കലിൻ്റെ പുതിയ മാതൃക തീർത്ത് വിദ്യാലയം
ETVBHARAT
46 minutes ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
4 months ago
1:15
Watch: ଘର ଭିତରେ ଫଁ ପଁ ଗର୍ଜନ କରୁଥିଲା 14 ଫୁଟିଆ ଅହିରାଜ, ଉଦ୍ଧାର କଲା ବନବିଭାଗ
ETVBHARAT
4 months ago
5:00
ସଂସଦରେ ନକ୍ସଲବାଦ ଚର୍ଚ୍ଚା: ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ସମସ୍ୟା କରାଯାଉ, ଦାବି ଉଠାଇଲେ କୋରାପୁଟ ସାଂସଦ
ETVBHARAT
5 months ago
7:04
Watch: ରାମ ନାମରେ ପ୍ରକମ୍ପିତ ରାମ ମନ୍ଦିର, ଭକ୍ତି ରସରେ ଭିଜୁଛନ୍ତି ଭକ୍ତ
ETVBHARAT
5 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
5 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
5 months ago
2:39
'ଦିଲ୍ଲୀପ ରାୟଙ୍କ ଫୋନ ଆସିଥିଲା, ହେଲେ...'
ETVBHARAT
5 months ago
2:39
ସୁନା କିଣି ସାରା ରାଜ୍ୟରେ ୫୧ ଜଣ ହେଲେ ଲକ୍ଷପତି
ETVBHARAT
6 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
7 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
9 months ago
1:15
ଜାଲରେ ଫସିଥିବା ହରିଣକୁ ମୁକ୍ତ କଲେ କୋମଳମତି ପିଲା, ଛୁଟୁଛି ପ୍ରଶଂସା
ETVBHARAT
10 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
11 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
2 years ago
Comments