Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
Follow
3 months ago
ଭୁବନେଶ୍ବର: ଧରାବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ମା'ଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇଛି ରାଜଧାନୀ ଭୁବନେଶ୍ୱର । ଆଜି ମହାମାୟୀଙ୍କ ମହା ସପ୍ତମୀ ହୋଇଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଗତକାଲି ଷଷ୍ଠୀ ଠାରୁ ମା'ଙ୍କ ପୂଜା ଆରମ୍ଭ ହୋଇଛି । ମା'ଙ୍କ ପୂଜା ସହ ତୋରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଚକେଇସିଆଣୀ ପୂଜା ମଣ୍ଡପରେ ଶୋଭାପାଉଛି ୬୫ ଫୁଟର ରୁପାର ତୋରଣ । ପୂଜା ମଣ୍ଡପ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ବା ସିଲଭର ଜୁବଲି ପାଳନ କରୁଥିବା ବେଳେ ୬୫ ଫୁଟ ଉଚ୍ଚତା ଓ ୫୫ ଫୁଟ ଚଉଡ଼ାର ରୂପା ବା ଧବଳ ରଙ୍ଗରେ ସଜେଇ ହୋଇଛି ତୋରଣ । ପ୍ଲାଷ୍ଟିକ ମୁକ୍ତ ପୂଜାକୁ ନେଇ ପ୍ରକୃତିକୁ ସୁହାଇଲା ପରି ସାମଗ୍ରୀ ଯେମିତି, ଧଳା କପଡା ଓ ସୋଲ ବ୍ୟବହାର ସହ ରୂପା ରଙ୍ଗ କରାଯାଇ ରୌପ୍ୟ ଜୟନ୍ତୀ ପାଳୁଛି ଚକେଇସିଆଣୀ ପୂଜା ମଣ୍ଡପ । ରୌପ୍ୟ ଜୟନ୍ତୀରରେ ରୂପାର ତୋରଣରେ ପୂଜା ପାଇବେ ମା' ଦୁର୍ଗା । ସବୁ ବର୍ଷ ନିଆରା ଥିମକୁ ନେଇ ବେଶ ଜଣାଶୁଣା ଥିବା ଏହି ମଣ୍ଡପ ଏଥର ରାଜସ୍ଥାନ ପ୍ୟାଲେସ କରି ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ କରିଛି । ତେଣୁ ଏଥର ପ୍ରୟାସ ସମସ୍ତଙ୍କୁ ଭଲ ଲାଗିବ ଓ ଶ୍ରଦ୍ଧାଳୁଙ୍କ ମନ ଜିଣିବ ବୋଲି ମଣ୍ଡପର ସଦସ୍ୟ କହିଛନ୍ତି । ସେପଟେ ନିଆରା ଓ ଆକର୍ଷଣୀୟ ତୋରଣ ନେଇ ଚର୍ଚ୍ଚାରେ ରହୁଥିବା ଚକେଇସିଆଣୀ ପୂଜା କମିଟି ଏଥର ୩୦ ଲକ୍ଷ ବ୍ୟୟ ଅଟକଳରେ ପୂଜା ମଣ୍ଡପ ସାଜସଜ୍ଜା କରିଛି । ଏହା ମଧ୍ୟ ପଢ଼ନ୍ତୁ...ମା' ଦୁର୍ଗାଙ୍କ ବେଲବରଣୀ, ପ୍ରଥମେ ବେଲ ବୃକ୍ଷ ମୂଳେ ପୂଜା କରାଯାଏ କାହଁକି ?ହାୱାମହଲ ତୋରଣରେ ଝଲସୁଛି କଳାହାଣ୍ଡି, ଉତ୍ସବମୁଖର ସହରଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:00
This is Mahamaniqa Mahersastri.
00:04
Sastri is a very good church.
00:17
If I had a church, I would like to have a house with 25 years.
00:23
The church was called a church.
00:28
We have been doing this for a long time.
00:32
The people who have been doing this for a long time,
00:37
are doing this for a long time.
00:43
We have been doing this for a long time.
00:48
What are the reasons?
00:50
We do not do that. We do not do this. We do that to get silver and silver.
00:57
We do that and we do that.
01:01
We do the same.
01:02
We have a white white frame.
01:05
On the synthetic side, we spray the color.
01:12
We spray the color to paint the color.
01:18
If you look online, you can see a little bit more about high-level prices.
01:25
How much is your cost?
01:28
We have a lot of our cost.
01:31
We have to make every single person,
01:34
that is the first time.
01:34
They develop so much energy and then get better.
01:38
I used to be a service in my friends,
01:41
and I do not know this work once again.
01:43
And in my friends, I do not know this work.
01:46
It is a very good idea.
01:48
There was also a lot of plastic.
01:53
We also had a lot of plastic, but we also had a lot of plastic.
02:04
We had a lot of plastic.
02:08
We had a lot of green environment.
02:12
We had to have a lot of equipment.
02:15
traditions even through every land.
02:20
It became the love of everyone
02:23
who had,...
02:25
We all hope that was the year and years,
02:26
...
02:28
We hope to Jeet делает the same nature inこちら
02:31
with
02:34
People to immerse their sincerity.
02:36
It will only finish the вторary
02:39
and also adventures of the Kember daer.
02:42
We will tell you The truth.
02:42
Thank you very much.
03:12
Thank you very much.
Be the first to comment
Add your comment
Recommended
2:53
|
Up next
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1 year ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1 year ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
3 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1 year ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
2 months ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1 year ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
3 months ago
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1 year ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
7 months ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
3 months ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
11 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
3 weeks ago
1:15
ଜାଲରେ ଫସିଥିବା ହରିଣକୁ ମୁକ୍ତ କଲେ କୋମଳମତି ପିଲା, ଛୁଟୁଛି ପ୍ରଶଂସା
ETVBHARAT
2 months ago
3:58
ଭାରତୀୟ ଜାତୀୟ ଟେବୁଲ ଟେନିସ କୋଚଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ETVBHARAT
3 months ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା
ETVBHARAT
4 months ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1 year ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
2 months ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
3 weeks ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
4 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
4 weeks ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
4 weeks ago
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
7 months ago
5:00
test 5
ETVBHARAT
3 hours ago
0:22
Test article 3
ETVBHARAT
4 hours ago
0:57
देव दीपावली पर जगमग संगम तट, दिखा भव्य नजारा - PRAYAGRAJ DEV DIWALI
ETVBHARAT
1 week ago
Be the first to comment