Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
ଅଙ୍ଗନବାଡି ଲେଡିଜ୍ ୱାର୍କସ ଆସୋସିଏସନ୍ ତରଫରୁ ବିକ୍ଷୋଭ, ଦାବି ପୂରଣ ନହେଲେ କଲମ ଛାଡ଼ ଆନ୍ଦୋଳନ ଚେତାବନୀ
1 week ago
ଗଜପତି: ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଙ୍ଗନବାଡି ଲେଡିଜ୍ ୱାର୍କସ ଆସୋସିଏସନ୍ ତରଫରୁ ଜିଲ୍ଲାସ୍ଥିତ ପାରଳାଖେମୁଣ୍ଡିରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ 10 ଦଫା ଦାବି ପୂରଣ ନହେଲେ କଲମ ଛାଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।
ସମ୍ବନ୍ଧିତ ଶିଶୁ ବିକାଶ ସେବା (ICDS) ପ୍ରକଳ୍ପକୁ ସ୍ଥାୟୀ କରାଯାଇ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ଅଙ୍ଗନବାଡି କର୍ମୀ ମାନଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକା ମାନଙ୍କୁ ମାସିକ 15 ହଜାର ଟଙ୍କା ପ୍ରଦାନ, ୫୫ ବର୍ଷ ବା ତଦୁର୍ଦ୍ଧ୍ୱ ବୟସରଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ଆଳରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ କାର୍ଯ୍ୟରୁ ଛଟେଇ କରିବା ନିଷ୍ପତ୍ତିକୁ ପ୍ରତ୍ୟାହର କରିବା ଦାବି ରହିଛି ।ଅଙ୍ଗନବାଡି ଆସୋସିଏସନର ଗଜପତି ଜିଲ୍ଲାର ଜିଲ୍ଲା ସମ୍ପାଦିକା ପୁଷ୍ପଞ୍ଜଳୀ ପଣ୍ଡା ପରିଚାଳନା କରିଥୁବା ବେଳେ କାର୍ଯ୍ୟକାରୀ ସଭାନେତ୍ରୀ କୁମାରୀ କୁନି ଜାନି, ସଂଯୁକ୍ତ ପଲେଇ, ଜହ୍ନାରାଣୀ ପାଣିଗ୍ରାହୀ, ସଶିରେଖା ନାୟକ ଓ ଭାରତୀୟ ମଜଦୁର ସଂଘର ସଭାପତି ସୁଜିତ ପ୍ରଧାନ ଏବଂ ସମ୍ପାଦିକା ଅଞ୍ଜଳୀ ନାୟକ ପ୍ରମ୍ମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।ଏହା ବି ଦେଖନ୍ତୁ- ଗଜପତିରେ ବନ ବିଭାଗକୁ ବଡ଼ ସଫଳତା: ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ, ୬ ଗିରଫ୍ଇଟିଭି ଭାରତ, ଗଜପତି
Category
🗞
News
Transcript
Display full video transcript
00:09
બરામાંલ મીડોહોંઓદ શ્રમ
00:14
foreign
00:43
foreign
01:15
foreign
01:16
foreign
01:17
foreign
01:20
foreign
01:21
foreign
01:52
foreign
Show less
Recommended
1:52
|
Up next
ସ୍ୟାଣ୍ଡ ଆନିମେସନ୍ରେ ମା' ବିରଜାଙ୍କ ପ୍ରତିମୂର୍ତ୍ତି ଓ ରଥ
ETVBHARAT
19 hours ago
4:27
ମୋଦିଙ୍କ ଜନ୍ମଦିନରେ ବେଦପାଠରେ କମ୍ପିଲା ମନ୍ଦିର ପରିସର; ୪୦ ହଜାର ଟ୍ରାଇବାଲ ପିଲା କାଟିଲେ କେକ୍, ସମୂହ ଦୀପ ପ୍ରଜ୍ୱଳନ
ETVBHARAT
5 weeks ago
0:51
Watch: ତାମିଲନାଡୁରେ ବିଦେଶୀ ବିହଙ୍ଗ, ସାଇବେରିଆନ ପକ୍ଷୀଙ୍କ କିଚିରି ମିଚିରି କରୁଛି ଆନମନା
ETVBHARAT
6 weeks ago
1:31
ମହୀଶୂର ଦଶରା ହାତୀଙ୍କ ପାଇଁ ସ୍ବତନ୍ତ୍ର ଫାଇବରଯୁକ୍ତ ଖାଦ୍ୟ
ETVBHARAT
6 weeks ago
2:28
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
6 weeks ago
3:10
रामपुर में ओवैसी बोले-अब्दुल दरी नहीं बिछाएगा... आजम खान के लिए दुआ की, सपा-भाजपा और कांग्रेस पर जमकर बरसे
ETVBHARAT
9 minutes ago
3:47
వైభవంగా దేవీ శరన్నవరాత్రి ఉత్సవాలు - ఎనిమిదో రోజు దుర్గామాతగా దర్శనమిచ్చిన అమ్మవారు
ETVBHARAT
26 minutes ago
2:57
ਹੁਣ PGI ਚੰਡੀਗੜ੍ਹ ਲਈ ਮੁਫ਼ਤ ਬੱਸ ਸੇਵਾ ਸ਼ੁਰੂ, ਜਾਣੋਂ ਕਿੰਨੇ ਦਿਨ ਅਤੇ ਕਿੱਥੋ ਚੱਲੇਗੀ?
ETVBHARAT
35 minutes ago
0:39
ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା: ଅଭିନେତା ସୁରକ୍ଷିତ, ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଆହତ
ETVBHARAT
55 minutes ago
0:54
Tiger Shroff Attack: First Photos Show Injured Actor With Bandaged Arm, Dressings On Shoulder And Chest
ETVBHARAT
55 minutes ago
1:29
ବାଲୁକା ଆନିମେସନରେ ସ୍ବାଧୀନତା ଦିବସ ଶୁଭେଚ୍ଛା ଦେଲେ ମାନସ ସାହୁ
ETVBHARAT
2 months ago
3:42
ଅଗଷ୍ଟ 12ରେ ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ
ETVBHARAT
2 months ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
3 months ago
2:58
Watch: ଚଷମା ଦୋକାନରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ
ETVBHARAT
6 months ago
1:16
ଅଟଳ ଟନେଲରେ ଜାରି ରହିଛି ପ୍ରବଳ ତୁଷାରପାତ, ଯାତାୟାତ ବାଧାପ୍ରାପ୍ତ
ETVBHARAT
7 months ago
2:30
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ; ଟିମ୍ ଇଣ୍ଡିଆ ବିଜୟ ପାଇଁ ଜାଗର ବ୍ରତ ସହ ଦୀପ ଜାଳିଲେ ଫ୍ୟାନ୍ସ
ETVBHARAT
8 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
9 months ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
10 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
11 months ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
2 years ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
2 years ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
1 year ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2 years ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago