Skip to playerSkip to main content
  • 1 week ago
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କୁ ଉପହାର ଭେଟି ଦେବା ପାଇଁ ଗଞ୍ଜାମ ଜିଲ୍ଲାର ଆସିକା ଭାଟପଡା ଅଞ୍ଚଳର ସୁନିଲ କୁମାର ପ୍ରଧାନ ଓ ବ୍ରହ୍ମପୁର ସହରର ବଡବଜାର ଅଞ୍ଚଳର ଭାନୁଶଙ୍କର ପ୍ରସ୍ତୁତ କରି ଆଣିଥିଲେ ଦୁଇଟି ସୁନ୍ଦର କଳାକୃତି । ସୁନିଲ ଆଠରୁ ଦଶ ଘଣ୍ଟା ପରିଶ୍ରମ କରି ତ୍ରି-ଡି ମିନିଏଚର୍‌ କଳାକୃତି କରି ଆଣିଥିଲେ । ଯାହାକୁ କେବଳ ହାତରେ ପ୍ରସ୍ତୁତ କରିହେବ ବୋଲି ସେ କହିଛନ୍ତି । ମୁଖ୍ୟତଃ ହସ୍ତଶିଳ୍ପକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଏହାକୁ ପ୍ରସ୍ତୁତ କରି ଆଣିଥିଲେ । ଏହି କଳାକୃତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପରିସରକୁ ସ୍ଥାନିତ କରିବାକୁ ଚେଷ୍ଟା କରିଥିବା କହିଛନ୍ତି ସୁନିଲ ।
ସେହିପରି ବ୍ରହ୍ମପୁର ସହରର ବଡବଜାର ଅଞ୍ଚଳର ଭାନୁଶଙ୍କର ନିଜର କଳାକୃତି ମାଧ୍ୟମରେ ଏକ କୁଲା (ବାଉଁଶରେ ପ୍ରସ୍ତୁତ ସାମଗ୍ରୀ)ରେ ରାଷ୍ଟ୍ରପତିଙ୍କ ପ୍ରତିକୃତିକୁ ସ୍ଥାନିତ କରିବା ସହିତ ଅନ୍ୟପାର୍ଶ୍ୱରେ ବ୍ରହ୍ମପୁର ଆରାଧ୍ୟଦେବୀ ମା’ ବୁଢୀ ଠାକୁରାଣୀଙ୍କୁ ସ୍ଥାନିତ କରିଥିଲେ । ଭାନୁ ଶଙ୍କରଙ୍କ କହିବା କଥା, ଏହାକୁ ପ୍ରସ୍ତୁତ କରିବା ପାଇଁ ଦୁଇ ଦିନ ସମୟ ଲାଗିଥିଲା । ପ୍ରଥମେ ଏହାକୁ ମେଟାଲିକ୍‌ କଲର ଦିଆଯିବା ପରେ ପରେ ଏହାକୁ ଅଧିକ ସୁନ୍ଦର କରିବା ପାଇଁ ଫେବରିକ୍ କଲର ଦିଆଯାଇଥିବା କହିଛନ୍ତି ଭାନୁଶଙ୍କର । ଏହି ଦୁଇ ଯୁବ କଳାକାର ବ୍ରହ୍ମପୁର ସହରରେ ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ରେଳଷ୍ଟେସନର ଚତୁର୍ଥ ପ୍ଲାର୍ଟଫର୍ମ ଦେଇ ଯିବା ସମୟରେ ଏହାକୁ ପ୍ରଦାନ କରିବାକୁ ଅପେକ୍ଷା କରିଥିଲେ । ହେଲେ ରାଷ୍ଟ୍ରପତିଙ୍କ କାରକେଡ୍‌ ଅଟକି ନଥିବାରୁ ଏହାକୁ ରାଷ୍ଟ୍ରପତିଙ୍କ ହାତରେ ଦେବାକୁ ସଫଳ ହୋଇପାରିନଥିଲେ ଦୁଇ ଯୁବକ ।
 ଏହା ମଧ୍ୟ ପଢନ୍ତୁ:ରେଶମ ସହରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ: କଳାକାରଙ୍କ ସହ ଫଟୋ ଉଠାଇଲେ, ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଲେଇଟିଭି ଭାରତ, ବ୍ରହ୍ମପୁର 

Category

🗞
News
Transcript
00:01foreign
00:30The people who have heard this, are the people who have heard this.
00:32They are always the most important for the people who have heard this.
00:44They are always the most important for me.
00:47I am very happy to have a great deal.
00:51I am very happy to have a great deal.
00:55How do you think you are doing this?
00:58I am very happy to wait for my team.
01:05How are you doing?
01:08How are you doing?
01:09I am doing it almost like 80% of my team.
01:12I am doing it very well.
01:13I am doing it.
01:15I am doing it.
01:16I am doing it.
01:19I am doing it.
01:25I am doing it.
01:27you the know of me.
01:29A table is living it.
01:32We are working open
01:34but I am doing it.
01:38The according format is key.
01:41All the objects are in the living room.
01:47You are working for clients?
01:48I am working with a client- manure one.
01:51I am working for clients.
01:52I can't support new ones.
02:18Thank you very much.
02:32I am a Christian, and I am a Christian.
02:37I am a Christian, and I am a Christian.
02:42I was rejected and I was rejected by the bramhapur.
02:47I was rejected by the bramhapur and I was rejected by the bramhapur.
03:07I have two days left, I have prepared the color, I have used the fabric color, I have painted the
03:18color, and I have painted the color, and I have used the two days.
03:25foreign
Comments

Recommended