Skip to playerSkip to main content
  • 6 months ago
ହାଇଦ୍ରାବାଦ: କୋରାପୁଟିଆ ଢେମସା ନୃତ୍ୟରେ ଦୁଲୁକିଲା ହାଇଦ୍ରାବାଦ, ରଙ୍ଗବତୀ ତାଳେ ତାଳେ ନାଚିଲେ ପ୍ରବାସୀ ଓଡ଼ିଆ । ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ (SOWW) ପକ୍ଷରୁ ହାଇଦ୍ରାବାଦର ଶିଳ୍ପାରମମ୍‌ ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳାର ଗତକାଲି (ଶନିବାର) ଦ୍ବିତୀୟରେ ଓଡ଼ିଶାର କଳା ସଂସ୍କୃତି, ଖାଦ୍ୟପେୟ ଓ ହସ୍ତଶିଳ୍ପକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଆଇଏଏସ୍ ଅଧିକାରୀ ବିଭୂ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ  ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଆସିଥିବା କଳାକାରମାନେ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିବା ସହ କଣ୍ଠଶିଳ୍ପୀ ଅମ୍ରିତା ନାୟକଙ୍କ ଗୀତରେ ଝୁମି ଥିଲେ ଦର୍ଶକ । ସେପଟେ ଆଜି (ରବିବାର) ଏହି ମେଳାର ଉଦଯାପନୀ ଦିବସ।  ଏହି ଅବସରରେ ପୂର୍ବତନ ଆଇଏଏସ୍ ଅଧିକାରୀ ବିଭୂ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି,"ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ତରଫରୁ ହାଇଦ୍ରାବାଦରେ ଆରମ୍ଭ ହୋଇଛି ଓଡିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା ।ଏହା ବହୁତ ବର୍ଗର ବିଷୟ । ସେମାନେ ଓଡ଼ିଶାର କଳା ସଂସ୍କୃତି ଏବଂ ଖାଦ୍ୟପେୟକୁ ଆଣି ହାଇଦ୍ରାବାଦରେ ପ୍ରଦର୍ଶିତ କରୁଛନ୍ତି । ମୁଁ ଗତ 4 ବର୍ଷ ହେଲା ଏଠାକୁ ଆସୁଛି । ଚଳିତ ଥର 60ରୁ ଅଧିକ ଷ୍ଟଲ ଆସିଛି  । ଚଳିତ ଥର ଓଡ଼ିଶା ସରକାର ମଧ୍ୟ ସାହାଯ୍ଯର ହାତ ବଢାଇଛନ୍ତି ।ଏହି ମେଳାକୁ ସମସ୍ତେ ଆସନ୍ତୁ ଏବଂ ଓଡ଼ିଶା ବାହାରେ ଆମର ପାରମ୍ପରିକ ଖାଦ୍ୟର ମଜା ନିଆନ୍ତୁ ।"  ଏହା ମଧ୍ୟ ପଢନ୍ତୁ...ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା, ଓଡ଼ିଆ ସଂସ୍କୃତି ପ୍ରଚାର ପ୍ରସାର ଲକ୍ଷ୍ୟରେ SOWW ପରିବାରଏହା ମଧ୍ୟ ପଢନ୍ତୁ... ବିବାହ ହେଉ କି ରିସେପସନ, ଭଡାରେ ମିଳୁଛୁ ଓ୍ବେଡିଂ ଡ୍ରେସ୍‌; ନିବେଦିତାଙ୍କ ଏକ ଓର୍‌ ବାର୍‌ ଷ୍ଟୋରବ୍ୟୁରୋ ରିପୋର୍ଟ, ହାଇଦ୍ରାବାଦ

Category

🗞
News
Transcript
00:00The planer of Holissa, those who don't belong to Holissa, they get a chance to see what Holissa is all about.
00:30The planer of Holissa is the planer of Holissa, and the planer of Holissa is the planer of Holissa.
00:49The planer of Holissa is the planer of Holissom energies, as we targeted it.
01:03We see the station and zero infinitesh for the efforts of Holissa.
01:11Next, we are going to work with Odisha, and we are going to work with the sponsor of Odisha.
01:18We are going to work with our family.
01:24We are going to work with Odisha, and we are going to work with Odisha.
01:39Odisha is going to work with the children, and this is the first child of Odisha, and they have to work with Odisha.
01:51Tankara is a good time to have two children.
01:57A wonderful world of Amsterdam, that we all have to do with the story of Tankara,
02:04Thank you very much.
02:34she is the one for a big fan.
02:36So the audience is a fan of this.
02:38So many audience have come together.
02:40They have lots of food,
02:42the craft, the stalls,
02:44the local people.
02:46Those are fantastic
02:48so they can perform great.
02:51No, no...
02:53We had the meeting by people who were asked
02:55to go in the door and ask their questions.
02:57I was very worried.
02:59But I was very grateful to audience.
03:01I have sung a question
03:03I hope you enjoyed this video.
03:10Today we are very happy to be a guest of V.P.A. Chariya, Neurologist Manasadpathy, Gynecologist Anuradha Panda, Sunil Swain, Siddharth Mahanthi.
03:25Today we are very happy to be a guest of V.P.A. Chariya, Neurologist Manasadpathy, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya.
03:55This is also an honor for us already.
04:00Today I am proud to be here.
04:05This is also a prince dance group.
04:09To make an amazing food and craft of V.P.A. Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya, Chariya.
04:18Thank you very much.
04:48and we have been getting back to Hydra.
04:52We want to make some noise,
04:54and we're standing with asos.
04:56We are doing this,
04:58and the Pyke and Nurtia are doing this.
04:59So, we just want to make some noise.
05:02So, I'm convinced we're really very happy.
05:07We have been very involved,
05:10and we have more importance of Somita culture.
05:13So, you are very famous when we're in Hydrabad,
05:15and you want to be famous.
05:16foreign
05:30foreign
05:46foreign
05:53foreign
05:59foreign
06:05foreign
06:11foreign
06:15foreign
06:21foreign
06:29foreign
Comments

Recommended