Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
Exclusive Interview; କାହିଁକି ପ୍ରଭାତଙ୍କୁ ବହିଷ୍କାର କଲା ବିଜେଡି ? ସାଙ୍ଘାତିକ ବୟାନରେ କହିଲେ ଦିଲ୍ଲୀରେ ଆକାଉଣ୍ଟ ଖୋଲିବା...
6 weeks ago
ସାକ୍ଷାତକାର- ନାରାୟଣ ସାହୁ କଟକ: ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କୁ ଗତକାଲି ଦଳରୁ ବହିଷ୍କାର କରିଥିଲା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭାତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣାକୁ ବିରୋଧ କରିଥିଲେ ପ୍ରଭାତ । ଏପରିକି ନବୀନଙ୍କ ସହିତ ନବୀନ ନିବାସରେ ପ୍ରଭାତଙ୍କ ଯୁକ୍ତିତର୍କ ଘଟିଥିବା ଚର୍ଚ୍ଚା ଜୋର ଧରିଥିଲା । ଆଉ ଏହାର କିଛି ସମୟ ପରେ ପ୍ରଭାତଙ୍କ ବିରୋଧରେ ଆକ୍ସନ ନିଆଯାଇଥିଲା । ଯାହା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା । ତେବେ ଏହା ଭିତରେ ଚର୍ଚ୍ଚାର ପରିଧିକୁ ଆସିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସେ ପ୍ରଭାତଙ୍କୁ ଟାର୍ଗେଟ୍ କରି ବିଷ ଓଗାଳିଥିଲେ । ଆଉ ଆଜି ଏହାର ଜବାବ ରଖିଛନ୍ତି ପ୍ରଭାତ । ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ପ୍ରମାଣ ଦେଖାଇ ତାଙ୍କର ପୋଲ ଖୋଲିଛନ୍ତି ପ୍ରଭାତ । ତେବେ ଆଜି 'ଇଟିଭି ଭାରତ' ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଭାତ କହିଛନ୍ତି, "ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଚରିତ୍ର ସମସ୍ତେ ଜାଣନ୍ତି । ମଦୁଆ, ଗୁଣ୍ଡା, ଚରିତ୍ରହୀନ ପ୍ରକାରର ବ୍ୟକ୍ତି ହେଲେ ଦେବାଶିଷ ସାମନ୍ତରାୟ । ସେ ସ୍ଵାଧୀନ ଭାବେ କର୍ପୋରେଟର ହୋଇ ନିର୍ବାଚନ ଲଢନ୍ତୁ। ବିଜେଡିକୁ ଠିକା ସଂସ୍ଥା ଭାବେ ବ୍ୟବହାର କରି କାର୍ଯ୍ୟ କରୁଛନ୍ତି । AT ଚିଟଫଣ୍ଡ ଠକେଇରେ ଦେବାଶିଷଙ୍କ ସଂପୃକ୍ତି ରହିଥିଲା । କଟକ ସହରରେ ସଫେଇ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ଦେବାଶିଷ । ସେ ନିଜେ କହୁଥିଲେ ନବୀନ କିଛି ନିଷ୍ପତ୍ତି ନିଅନ୍ତି ନାହିଁ । ମୋର ରାଜନୀତିକ କ୍ୟାରିଅର ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ଯେତେ ଚକ୍ରାନ୍ତ କଲେ ବି ମତେ ଜେଲ ପଠେଇ ପାରିଲେ ନାହିଁ । ପ୍ରଭାତ ବିଶ୍ବାଳଙ୍କ ଘରେ ସିବିଆଇ ରେଡ୍ କଲା, କିଛି ପାଇଲା ନାହିଁ । ନୀତିକୁ ବନ୍ଧା ପକେଇ କେବେ କିଛି କାମ କରିନାହିଁ । ମଦୁଆଙ୍କ ଶେଷ ସୀମା ହେଲେ ଦେବାଶିଷ ସାମନ୍ତରାୟ । ବ୍ୟାପାର କରିବା ପାଇଁ ବିଜେଡି ସହ ଅଛନ୍ତି ଦେବାଶିଷ । ଲୋକଙ୍କ ସହ କେବେ ଦିନଟିଏ ବି ଆସି ନାହାଁନ୍ତି । ପ୍ରତାପ ଜେନା, ଚନ୍ଦ୍ର ସାରଥୀ ବେହେରା, ଦେବାଶିଷ ସାମନ୍ତରାୟ, ରଞ୍ଜନ ବିଶ୍ଵାଳ, ପ୍ରଦୀପ ପଟ୍ଟନାୟକ ଭଳି ବ୍ୟକ୍ତିଙ୍କ ବିରୋଧରେ ଚୌଦ୍ଵାର ଜେଲରୁ ଚିଠି ଆସିଥିଲା । ଏହି ବ୍ୟକ୍ତିଙ୍କ ପାଇଁ ମୁଁ ଆଜି ନାଲି ପୋଷାକ ପିନ୍ଧିଛି । ମୁଁ ଲୋକଙ୍କ ସେବା କରି ଆସୁଛି ।" ପ୍ରଭାତ ପୁଣି କହିଛନ୍ତି, ବିଜେଡିର ଦିଲ୍ଲୀରେ କଣ ପାଇଁ ଆକାଉଣ୍ଟ ଖୋଲାଗଲା । କିଏ ଖୋଲିଲା ସମସ୍ତେ ଜାଣିଛନ୍ତି । ମୁଁ ଯିଏ ଦଳ ପାଇଁ କାମ କରିଛନ୍ତି ସେମାନଙ୍କୁ ରାଜ୍ୟସଭା ପଠାଇବାକୁ ସ୍ୱର ଉଠାଇଥିଲି । ଏହା ବି ଦେଖନ୍ତୁ-Interview; ଧାନକିଣା ସମସ୍ୟା ଏବଂ ଚାଷୀ ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା - ODISHA ASSEMBLY BUDGET SESSION 2026ଇଟିଭି ଭାରତ, କଟକ
Category
🗞
News
Transcript
Display full video transcript
00:00
foreign
00:12
foreign
00:13
foreign
00:16
foreign
00:17
Thank you very much.
01:16
Thank you very much.
01:40
Thank you very much.
02:16
Thank you very much.
02:43
Thank you very much.
03:16
Thank you very much.
04:19
Thank you very much.
Show less
Comments
Add your comment
Recommended
5:00
|
Up next
ସଂସଦରେ ନକ୍ସଲବାଦ ଚର୍ଚ୍ଚା: ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ସମସ୍ୟା କରାଯାଉ, ଦାବି ଉଠାଇଲେ କୋରାପୁଟ ସାଂସଦ
ETVBHARAT
2 weeks ago
5:40
Watch: ପ୍ରଭୁ ହନୁମାନଙ୍କ ବେଶରେ ୧୭ ବର୍ଷ, ଆଗକୁ ୪ ଧାମ ବୁଲିବା ଲକ୍ଷ୍ୟ
ETVBHARAT
2 weeks ago
1:46
ବାଲେଶ୍ଵରରେ ଧୁମଧାମରେ ପାଳନ ହେଲା ରାମ ନବମୀ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ସହର
ETVBHARAT
2 weeks ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
3 weeks ago
2:30
ଧୂମଧାମରେ ପାଳନ ହେଲା ଦୋଳ ପୂର୍ଣ୍ଣିମା: ରଙ୍ଗ ବୋଳି, ନାଚ ଗୀତରେ ମସଗୁଲ୍ ବଲାଙ୍ଗୀରବାସୀ
ETVBHARAT
6 weeks ago
3:39
"ऐसा लग रहा है आज फिर से मेरी मां चली गईं हैं", आशा भोसले के निधन से फिल्म जगत में शोक की लहर
ETVBHARAT
3 hours ago
4:18
हरिद्वार में हरकी पैड़ी पर 'एक्स मुस्लिम पदयात्रा' पहुंचने पर गरमाया विवाद, गंगा सभा हुई आग बबूला
ETVBHARAT
3 hours ago
1:22
मनीष मल्होत्रा, सुनंदा शर्मा और यास्तिका भाटिया पहुंचे महाकाल के दरबार, दर्शन कर लिया आशीर्वाद
ETVBHARAT
3 hours ago
2:47
अमेरिका और ईरान के बीच बातचीत बेनतीजा खत्म, दोनों पक्षों ने एक-दूसरे को ठहराया जिम्मेदार
ETVBHARAT
4 hours ago
0:38
मगरमच्छों पर सुतली बम फेंकने वाले युवक पर होगी FIR, वारयल वीडियो पर वन विभाग ने शुरू की कार्रवाई
ETVBHARAT
4 hours ago
2:22
Watch: ଶାନ୍ତି ଶୃଙ୍ଖଳାରେ ମାତୃଭାଷା ପରୀକ୍ଷା ଶେଷ, ସହଜ ପ୍ରଶ୍ନ ଦେଖି ଖୁସି ପରୀକ୍ଷାର୍ଥୀ
ETVBHARAT
7 weeks ago
2:30
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ; ଟିମ୍ ଇଣ୍ଡିଆ ବିଜୟ ପାଇଁ ଜାଗର ବ୍ରତ ସହ ଦୀପ ଜାଳିଲେ ଫ୍ୟାନ୍ସ
ETVBHARAT
2 months ago
2:41
Mahashivratri 2026: ୬୦ ଟନ ବାଲିରେ ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି
ETVBHARAT
2 months ago
3:44
ପୂର୍ବାଞ୍ଚଳ ଯୁବ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଫକୀର ମୋହନ ବିଶ୍ୱବିଦ୍ୟାଳୟ
ETVBHARAT
2 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
3 months ago
3:44
କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ
ETVBHARAT
3 months ago
2:49
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
ETVBHARAT
3 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
3 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
3 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
4 months ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
5 months ago
4:45
ଓଡିଶା ଟେବୁଲ ଟେନିସ ଆସୋସିଏସନ ବ୍ରାଣ୍ଡ ଆମ୍ବାସାଡର ଶରଥ କମଲଙ୍କ ସହ ସାକ୍ଷାତକାର
ETVBHARAT
6 months ago
3:58
ଭାରତୀୟ ଜାତୀୟ ଟେବୁଲ ଟେନିସ କୋଚଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ETVBHARAT
6 months ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
6 months ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
6 months ago
Comments