Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ
7 months ago
ଭବାନୀପାଟଣା: ଶହୀଦ ରେଣ୍ଡୋ ମାଝୀ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଖୁବଶୀଘ୍ର କାର୍ଯ୍ୟକାରୀ ହେବ 'ଉତେଇ ରାଉଳ ଜଳସେଚନ ପ୍ରକଳ୍ପ' । ଶେଷ ହେଲା କଳାହାଣ୍ଡି ଉତ୍ସବ "ଘୁମୁରା -୨୦୨୬"। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋଉତ୍ସବର ଗତକାଲି (ରବିବାର) ଉଦଯାପନୀ ସନ୍ଧ୍ୟାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅପରାହ୍ନ ୫ଟାରେ ଭବାନୀପାଟଣାର ରିଜର୍ଭ ପଡ଼ିଆରେ ହେଲିକପ୍ଟର ଯୋଗେ ପହଁଞ୍ଚିବା ପରେ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କ ଦର୍ଶନ କରିଥିଲେ । ସେଠାରୁ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ "ଘୁମୁରା ୨୦୨୬"ର ଉଦଯାପନୀ ଉତ୍ସବରେ ପହଞ୍ଚିଥିଲା । ଶହୀଦ ରେଣ୍ଡୋ ମାଝୀ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କାର ୩୬୧୨ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଜିଲ୍ଲାରେ ଉତେଇ ରାଉଳ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଥିଲେ । ଏଥିରେ ୩,୩୨୫ କୋଟି ଟଙ୍କା ବିନିଯୋଗ ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି ଏବଂ ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ," ୨୮ ତମ କଳାହାଣ୍ଡି ଉତ୍ସବ 'ଘୁମୁରା'ରେ ଯୋଗଦେବା ମୋ ପାଇଁ ଏକ ସୌଭାଗ୍ୟର ଦିନ ଥିଲା । ଅନେକ ଜିଲ୍ଲାସ୍ତରୀୟ ଉତ୍ସବ ଯାଇଛି କିନ୍ତୁ କଳାହାଣ୍ଡିକୁ ଆସି ଦେଖିଲି ଯେ, ଏତେ ରାତି ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହିବା ଓ ଉତ୍ସବରେ ସାମିଲ ହେବା ନିଆରା । କଳାହାଣ୍ଡି ହେଉଛି କଳା ଏବଂ ସଂସ୍କୃତିର ମାଟି । ଏହି ମାଟିରେ ଅନେକ ବରପୁତ୍ର ଜନ୍ମ ଗ୍ରହଣ କରିଛନ୍ତି । ଉତେଇ ରାଉଳ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ୩,୩୨୫ କୋଟି ଟଙ୍କା ବିନିଯୋଗ ହେବ । କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି ଏବଂ ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ ।"ଏହା ମଧ୍ୟ ପଢନ୍ତୁ... କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ - KALAHANDI UTSAV GHUMURA 2026ଏହା ମଧ୍ୟ ପଢନ୍ତୁ... ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାଟିତ ହେଲା ଘୁମୁରା 2026 - GHUMURA 2026ଇଟିଭି ଭାରତ, କଳାହାଣ୍ଡି
Category
🗞
News
Transcript
Display full video transcript
00:00
A
00:11
Bukhut Sundar Bhabe Organized Quartilet setup on Block Level
00:27
Thank you very much.
00:57
Thank you very much.
Show less
Comments
Add your comment
Recommended
3:37
|
Up next
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
5 days ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 weeks ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
6 weeks ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
2 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
3 months ago
0:23
जयपुर में आज निकलेगी भव्य तिरंगा यात्रा, अल्बर्ट हॉल से बड़ी चौपड़ तक ट्रैफिक डायवर्ट, परकोटे में एंट्री बैन, देखें पूरी रूट गाइड
ETVBHARAT
2 hours ago
1:03
तीन दिन की शादी और सौ दिन का ICU में संघर्ष, ग्वालियर की सिसकती सपना ने दुनिया को कहा अलविदा
ETVBHARAT
2 hours ago
1:38
69 ATM कार्ड के साथ ATM फ्रॉड, मुजफ्फरपुर से एक गिरफ्तार, 2 हजार मामलों में संदिग्ध भूमिका
ETVBHARAT
2 hours ago
1:25
ଲିଫ୍ଟ ଦେବାକୁ କହି ମଝି ରାସ୍ତାରେ ଛୁରୀରେ ବେକ କାଟି ଫେରାର ହୋଇଗଲା ଦୁର୍ବୁତ୍ତ, ଗୁରୁତ୍ତର ଭାବେ MKCGରେ ଭର୍ତ୍ତି
ETVBHARAT
10 hours ago
4:42
ਅਕਾਲੀ ਦਲ-ਭਾਜਪਾ ਗੱਠਜੋੜ ਦੀ ਚਰਚਾ 'ਤੇ ਮਨਪ੍ਰੀਤ ਇਆਲੀ ਦਾ ਤੰਜ, ਕਹੀਆਂ ਇਹ ਵੱਡੀਆਂ ਗੱਲਾਂ
ETVBHARAT
10 hours ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
4 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
4 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
5 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
5 months ago
2:41
Mahashivratri 2026: ୬୦ ଟନ ବାଲିରେ ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି
ETVBHARAT
6 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
7 months ago
2:49
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
ETVBHARAT
7 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
7 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
7 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
8 months ago
4:09
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
8 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
8 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
8 months ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
9 months ago
1:10
ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ETVBHARAT
10 months ago
Comments