Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
7 months ago
କଟକ: ଆଜି ବାରବାଟୀରେ ମୁହାଁ ମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ । 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ଦୁଇ ଟିମ୍ ମଧ୍ୟରେ ହେବ ଜୋରଦାର ଲଢେଇ । ଏଥିପାଇଁ ବାରବାଟୀ ପ୍ରସ୍ତୁତ। ସେପଟେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଚରମ ସୀମାରେ ପହଞ୍ଚିଛି। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଫ୍ୟାନ୍ ମାନେ ନାନାଦି କୌଶଳ ଆପଣାଇଛନ୍ତି। ଟିମ୍ ଇଣ୍ଡିଆର ଜର୍ସି ପରିଧାନ କରିବାଠାରୁ ଆରମ୍ଭ କରି ଫେସ୍ ପେଣ୍ଟ କରି ପିଲାଠୁ ବୟସ୍କ ସମସ୍ତେ ମ୍ୟାଚ୍ ର ମଜା ନେବା ପାଇଁ ପ୍ରସ୍ତୁତ। ବାରବାଟୀ ମ୍ୟାଚ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଦାଉନ। ଆଉ ମାତ୍ର କେଇ ଘଣ୍ଟା ପରେ ବାରବାଟୀରେ ମୁହାଁ ମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ମ୍ୟାଚ୍ ପାଇଁ ଷ୍ଟାଡିୟମର ପ୍ରସ୍ତୁତି ସମ୍ପୂର୍ଣ ଶେଷ ହୋଇଥିବା ବେଳେ ଅପରାହ୍ନ 4ଟାରେ ଗ୍ୟାଲେରୀକୁ ପ୍ରବେଶ କରିବେ ଦର୍ଶକ। ମାତ୍ର ଏବେଠାରୁ ଷ୍ଟାଡିୟମ ଆଗରେ ଦର୍ଶକଙ୍କ ଭିଡ଼ ଜମିଲାଣି। ବିଭିନ୍ମ ଖେଳାଳିଙ୍କ ଟି-ସାର୍ଟ ପିନ୍ଧି ଲାଇନ୍ ରେ ରହିଲେଣି ଦର୍ଶକ। ଗିଲ, ଅଭିଷେକ ଶର୍ମା, ବିରାଟ କୋହଲି, ରୋହିତ ଶର୍ମା ଆଦି ଖେଳାଳିଙ୍କ ଟି-ସାର୍ଟ ପିନ୍ଧି ଚିଅରଅପ୍ କରିବାକୁ ପ୍ରସ୍ତୁତ ହେଲେଣି ଦର୍ଶକ।
କିଏ ମୁହଁରେ ଭାରତ ମାନଚିତ୍ର କରୁଛି ତ ଆଉ କିଏ ହାତରେ ତ୍ରିରଙ୍ଗା ଧରି ଟିମ୍ କୁ ସପୋର୍ଟ କରିବାକୁ ଗ୍ୟାଲେରୀ ନିକଟରେ ପହଞ୍ଚି ଗଲେଣି। ଭାରତ ଏଥର ଭଲ ସ୍କୋର କରିବ। ଯଦି ପ୍ରଥମେ ବ୍ୟାଟିଂ କରିବ ତେବେ 200ରୁ ଅଧିକ ସ୍କୋର କରିବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ସୂର୍ଯ୍ୟ କୁମାର ଯାଦବ ବାରବାଟୀରେ କମାଲ କରିବେ ଆଦି କେତେ କଣ ଭାବି ଆସିଛନ୍ତି ଦର୍ଶକ। ଏହାରି ଭିତରେ ଜଣେ ଦିବ୍ୟାଙ୍ଗ ଫ୍ୟାନ୍ ଙ୍କ ଉପରେ ଆମର ନଜର ପଡିଥିଲା। ଗୋଟିଏ ଗୋଡ଼ ନାହିଁ. ଅର୍ଥାତ ଗତ 2003 ମସିହାରେ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ନଷ୍ଟ ହୋଇଯାଇଛି । ମାତ୍ର ଆଶା ବାଡ଼ି ଧରି ଟିମ୍ ଇଣ୍ଡିଆକୁ ଚିଅରଅପ୍ କରିବାକୁ ଆସିଛନ୍ତି ସେ। ଗୋଟିଏ ହାତରେ ଆଶା ବାଡ଼ି ଏବଂ ଅନ୍ୟ ଗୋଟିଏ ହାତରେ ନିଜ ଝିଅକୁ ଧରି ଖେଳ ଦେଖିବାଜୁ ଆସିଛନ୍ତି। ଅବଶ୍ୟ ଏହା ତାଙ୍କ ପାଇଁ ପ୍ରଥମ ଥର ନୁହେଁ। ଖେଳ ପାଇଁ ଏତେ ନିଶା ଯେ, ସେ ଟିକେଟ କିଣି ଆଜି ଖେଳ ଦେଖିବକୁ ଆସିଛନ୍ତି।
ସେହିପରି ମ୍ୟାଚ୍ ପାଇଁ ଅନେକ ବୁଲା ବ୍ୟବସାୟୀ ମଧ୍ୟ ବେଶ ଉପକୃତ ହେଉଛନ୍ତି। କିଏ ବିଭିନ୍ନ ଖେଳାଳିଙ୍କ ନାଁ ସହ ଡ୍ରେସ ଆଣିଛି ତ ଆଉ କିଏ ବୁଲି ବୁଲି ରଙ୍ଗ କରାଉଛି। ଆଉ କିଏ ତ୍ରିରଙ୍ଗା ବିକ୍ରି କରୁଛି। ତେବେ ଭାରତକୁ ସାମର୍ଥନ ପାଇଁ ସେମାନେ ବି ବେଶ ଉତ୍ସାହିତ ।ଇଟିଭି ଭାରତ, କଟକ
Category
🗞
News
Transcript
Display full video transcript
00:00
.
00:06
.
00:12
.
00:15
.
00:16
.
00:18
.
00:19
.
00:23
.
00:28
.
00:29
I am very excited about the team in India.
00:59
Thank you very much.
01:29
Thank you very much.
01:59
Thank you very much.
Show less
Comments
Add your comment
Recommended
1:34
|
Up next
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
5 weeks ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
2 months ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
3 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
3 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
4 months ago
3:02
जबलपुर में ताश के पत्तों की तरह गिरी 5 मंजिला इमारत, अंदर कोई नहीं था मौजूद, हादसा टला
ETVBHARAT
2 hours ago
1:23
ચરસ સાથે પકડાયેલા આરોપીને 20 વર્ષની કેદ અને 2 લાખનો દંડ, પાલનપુર કોર્ટનો ઐતિહાસિક ચુકાદો
ETVBHARAT
2 hours ago
6:34
लखनऊ संस्कृत विश्वविद्यालय में 'सकारात्मक' तंत्र साधना; समाज में फैली भ्रांतियां दूर करना उद्देश्य
ETVBHARAT
2 hours ago
0:31
ट्र्रेलर ने परिवार को कुचला : हादसे में 4 मौतों पर गहराई से होगी जांच, जयपुर जिला प्रशासन ने बनाई 7 सदस्यीय समिति
ETVBHARAT
2 hours ago
1:25
गुरुग्राम में मूसलाधार बारिश से 'तालाब' बनी सड़कें, NH-48 पर नरसिंहपुर के पास मुख्य सड़क धंसी, ट्रैफिक डायवर्ट
ETVBHARAT
2 hours ago
3:48
ନିଆଳିରେ 130 ବର୍ଷ ପୁରାତନ ଦୋପଟି ମେଲଣ ଆରମ୍ଭ, ହରିହର ଭେଟ ସହିତ ଏକାଠି ହେଲେ ୬୪ ବିମାନ
ETVBHARAT
4 months ago
2:30
ଧୂମଧାମରେ ପାଳନ ହେଲା ଦୋଳ ପୂର୍ଣ୍ଣିମା: ରଙ୍ଗ ବୋଳି, ନାଚ ଗୀତରେ ମସଗୁଲ୍ ବଲାଙ୍ଗୀରବାସୀ
ETVBHARAT
4 months ago
2:30
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ; ଟିମ୍ ଇଣ୍ଡିଆ ବିଜୟ ପାଇଁ ଜାଗର ବ୍ରତ ସହ ଦୀପ ଜାଳିଲେ ଫ୍ୟାନ୍ସ
ETVBHARAT
5 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
5 months ago
6:34
ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା; ଦ୍ୱିତୀୟ ସନ୍ଧ୍ୟାରେ ଖଚାଖଚ ଭିଡ଼, ଦୁଲୁକିଲା ଶିଳ୍ପାରମମ୍
ETVBHARAT
5 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
6 months ago
2:49
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
ETVBHARAT
6 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
6 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
6 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
7 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
9 months ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
9 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
9 months ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
10 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
10 months ago
Comments