Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ
ETVBHARAT
Follow
5 months ago
Students Makes Chariots For Ratha Yatra ଖୋର୍ଦ୍ଧା: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ରଥରେ ବିରାଜି ମାଉସୀ ମା’ ଘରକୁ ଯିବେ ବିଶ୍ବନିଅନ୍ତା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ । କେବଳ ପୁରୀ ବଡ଼ଦାଣ୍ଡ ଚଳଚଞ୍ଚଳ ନୁହେଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଗଡ଼ ସାହି ବି ଖୁବ ଚଳଚଞ୍ଚଳ । କାରଣ ଏଠି ପିଲାମାନେ ଲାଗିପଡିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣରେ । ଅବିକଳ ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ବଜ ପରି କୁନି ରଥ ନିର୍ମାଣ କରୁଛନ୍ତି । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ରଥ ନିର୍ମାଣ କରୁଛନ୍ତି କୁନି କାରିଗର:
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଗଡ଼ ସାହି । ଏଠାରେ 15ରୁ 16 ବର୍ଷର ପିଲାମାନେ ନିର୍ମାଣ କରୁଛନ୍ତି କାଳିଆ ସାଆନ୍ତଙ୍କ ପାଇଁ ରଥ । ପୁରୀ ରଥ ପରି ଅବିକଳ ରଥ ଦେଖାଯାଉଥିଲେ ସୁଦ୍ଧା ଏହା ତା ତୁଳନାରେ ବହୁତ ଛୋଟ । ପିଲାମାନେ ନିଜର ଅପୂର୍ଵ କାରିଗରୀ ମାଧ୍ୟମରେ ତିନି ରଥକୁ ପ୍ରସ୍ତୁତ କରିଛନ୍ତି । ସୂକ୍ଷ୍ମ କାରୁକାର୍ଯ୍ୟ ନିର୍ମିତ ରଥ ଦେଖିବାକୁ ଅତି ସୁନ୍ଦର ଏବଂ ଚିତାକର୍ଷକ ହୋଇଛି । କାଠ ବାଉଁଶ ପଟା କାଗଜ ରଙ୍ଗ କପଡା ବ୍ୟବହାର କରି ଏହି ରଥକୁ ପ୍ରସ୍ତୁତ କରାଯାଇଛି । ଖରା ଛୁଟିରେ ନିର୍ମାଣ କଲେ ରଥ:ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପରେ ଏହି ପିଲାମାନେ ଖରା ଛୁଟିରେ ସମୟକୁ ସଦୁପଯୋଗ କରି ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ କୁନି ରଥ ନିର୍ମାଣ କରିବାକୁ ମନ ବାଳାଇଥିଲେ । ଏନେଇ ଅକ୍ଷୟ ତୃତୀୟ ଦିନ ଠାରୁ ଏହି ରଥ ପ୍ରସ୍ତୁତିରେ ଲାଗିପଡିଛନ୍ତି ପିଲାମାନେ । ଏହାକୁ ନେଇ ରଥଯାତ୍ରା ଦିନ ଏହି ରଥକୁ ବୋଲଗଡ ବଡ଼ ଦାଣ୍ଡରେ ଗଡ଼ାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିବାକୁ ଆଶା ରଖିଛନ୍ତି ଏମାନେ । ରଥ ସମ୍ପର୍କରେ...ମହାପ୍ରଭୁ ଜଗନ୍ନାଥ ଏବଂ ବଡ଼ ଭାଇଙ୍କ ରଥର ଉଚ୍ଚତା ପାଞ୍ଚ ଫୁଟ ଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥର ସାଢେ 4 ଫୁଟ ରହିଛି । ସେଭଳି ନାହାକା , ଘୋଡା, ଚକ, ଆଖ, ଅର, ଅଇ ସାରଥୀ ମଧ୍ୟ ରଥରେ ସ୍ଥାନ ପାଇଛନ୍ତି ଏବଂ ଦେଖିବାକୁ ବେଶ ଆକର୍ଷଣୀୟ ମଧ୍ୟ ଲାଗୁଛନ୍ତି । ଏହା ମଧ୍ୟ ପଢନ୍ତୁ:ରଥଯାତ୍ରାରେ କୋଭିଡ ମୁକାବିଲା: ‘ମାସ୍କ ବାଧ୍ୟତାମୂଳକ, କରୋନା ଲକ୍ଷଣ ଥିଲେ ଆସିବା ମନା’ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ, ଦିବା 12ଟା 20ରୁ 1ଟା 45 ଯାଏଁ ଚାଲିବ ସ୍ନାନରଥ ଉପକରଣ ବିକ୍ରି ପାଇଁ ଆସିଲା ନୂଆ ଏସଓପି, ଜାଣନ୍ତୁ କେତେ ରହିଛି ମୂଲ୍ୟ ?ରଥ ପାଇଁ କେତେ ଖର୍ଚ୍ଚ ହୋଇଛି ?ରଥ ନିର୍ମାଣ କରୁଥିବା ପିଲାମାନେ କହିଛନ୍ତି, ‘ଆମେ 8 ଜଣ ମିଶି ରଥ ନିର୍ମାଣ କରିଛୁ । ପାଖାପାଖି 5 ରୁ 6 ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏଥିପାଇଁ ପରିବାରଲୋକେ ସାହାଯ୍ୟ କରିଛନ୍ତି । ପିଲାଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀଙ୍କ ପ୍ରଶଂସା:ଏନେଇ ଅଭିଭାବକ କହିଛନ୍ତି, ‘ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲୋକଙ୍କୁ ଯୋଗାଇ ଦେବାକୁ ସେମାନେ ପିଲାଙ୍କ ଇଚ୍ଛାକୁ ପୂରଣ କରିଛନ୍ତି ।’ ସେପଟେ ପିଲାମାନଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ବେଶ ପ୍ରଶଂସା କରାଯାଇଛି ।ଇଟିଭି ଭାରତ, ଖୋର୍ଦ୍ଧା
Category
🗞
News
Transcript
Display full video transcript
00:00
બિશ્વ ન્યન્તાં કરા વિશ્વ પ્રસિધધા રથાતરા પાઈ મજીરે માતર દીનો પઈટા બાકીય જે પટે રથા ખળ
00:30
બાલી એ રથાકુ નીરમાણ કરીચુંતી સીધા સલા કાલો ચના કરીવા શાતરા આમુતા ચાંતિ કાણ કાહી બાકી
01:00
આમે સ્ભો મીસીકે આમે આથાણ સાંગો માને મીસીકી આમે યુંનીટે જગો આમે સિગો કામતા કામતા સર્ય
01:30
આમે આમે આમે આમે કામો તેતે કામોડે કા આમસીકે તેખીડે આમેં કામે હામસીકા પણે સે્યદે કામ�
02:00
foreign
02:30
Thank you so much for joining us.
03:00
Thank you very much.
03:30
.
03:43
.
03:54
.
03:58
.
03:59
એ રથ્વ પેરો પેરો પેરો પેરો ફેરો એહં કામાણા ખોર્તાય બોલો ડુગોવિન ચંદર્ર્પણા એટી ભારા�
Be the first to comment
Add your comment
Recommended
4:31
|
Up next
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
6 weeks ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
3 weeks ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
5 weeks ago
3:28
ଆଜିଠୁ ମା' ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା
ETVBHARAT
6 weeks ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
10 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
7 weeks ago
4:45
ଓଡିଶା ଟେବୁଲ ଟେନିସ ଆସୋସିଏସନ ବ୍ରାଣ୍ଡ ଆମ୍ବାସାଡର ଶରଥ କମଲଙ୍କ ସହ ସାକ୍ଷାତକାର
ETVBHARAT
3 weeks ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
10 months ago
3:58
ଭାରତୀୟ ଜାତୀୟ ଟେବୁଲ ଟେନିସ କୋଚଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ETVBHARAT
3 weeks ago
3:28
ମା' ବିରଜାଙ୍କ କ୍ଷେତ୍ରରେ ନବରାତ୍ର ପୂଜା, ଆଜିଠୁ ମନ୍ଦିରରେ ନବଦିନାତ୍ମକ ରଥଯାତ୍ରା
ETVBHARAT
6 weeks ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
3 weeks ago
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
10 months ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
2 weeks ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
4 months ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
10 months ago
3:53
ଗଣଦୁଷ୍କର୍ମ ପରେ ବଡ଼ ପଦକ୍ଷେପ, ଗୋପାଳପୁର ବେଳାଭୂମିରୁ ବିଚ୍ ସେକ୍ କ୍ୟାବିନ ହେବ ଉଚ୍ଛେଦ
ETVBHARAT
4 months ago
1:10
ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ETVBHARAT
1 week ago
2:53
ବମିଖାଲରେ ଆକର୍ଷଣୀୟ ସାଜିଛି 'ରାମୋଜୀ ଫିଲ୍ମ ସିଟି'ର ମହାଭାରତ ସେଟ ତୋରଣ
ETVBHARAT
5 weeks ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
10 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
10 months ago
2:51
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
10 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
10 months ago
8:01
ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା
ETVBHARAT
4 weeks ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
10 months ago
Be the first to comment