Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
Follow
7 weeks ago
ସମ୍ବଲପୁର: ଆଜିଠାରୁ ସମ୍ବଲପୁରରେ ଆରମ୍ଭ ହୋଇଛି 30ତମ ଜାତୀୟ ରୋଡ଼ ସାଇକେଲିଂ ଚମ୍ପିଆନସିପ୍ । ଏହା ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ହେଉଥିବା ବେଳେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ପାଇଁ ପ୍ରଥମ ଅର୍ଜୁନ ଆୱାର୍ଡ ବିଜେତା ସାଇକେଲିଷ୍ଟ ମିନତୀ ମହାପାତ୍ର l 1980 ମସିହାରେ ସେ ଓଡ଼ିଶା ପାଇଁ ଅର୍ଜୁନ ଆୱାର୍ଡ ଜିତିଥିଲେ l ଏହି ଅବସରରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ପ୍ରତିନିଧି । ଅର୍ଜୁନ ଆୱାର୍ଡ଼ି ବିଜେତା ସାଇକେଲିଷ୍ଟ୍ ମିନତୀ ମହାପାତ୍ର କହିଛନ୍ତି, "ଓଡ଼ିଶାରେ ବହୁତ ସାଇକେଲିଂ ପ୍ରତିଭା ଅଛନ୍ତି, କାରଣ ଓଡ଼ିଶାକୁ ସାଇକେଲିଂ ଗେମରେ ହିଁ ପ୍ରଥମ ଅର୍ଜୁନ ପୁରସ୍କାର ମିଳିଥିଲା । ଆମ ରାଜ୍ୟର 50 ବର୍ଷ ପୂର୍ବରୁ ବି ପ୍ରତିଭା ଥିଲେ, ଏବେ ବି ଅଛନ୍ତି ଓ ଆଗକୁ ମଧ୍ୟ ବାହାରିବେ । ବର୍ତ୍ତମାନ ଆମ ରାଜ୍ୟର କେବଳ ରାଉରକେଲା, ଭୁବନେଶ୍ୱର ଓ ଭଦ୍ରକ ଭଳି ସ୍ଥାନରେ ସାଇକେଲଷ୍ଟ ଅଛନ୍ତି l ମୁଁ ଭାବୁଛି କେନ୍ଦୁଝର, ଫୁଲବାଣୀ ଓ କୋରାପୁଟରେ ମଧ୍ୟ ଭଲ ପ୍ରତିଭା ଅଛନ୍ତି । ସେମାନେ ସୁଯୋଗର ଅପେକ୍ଷାରେ ଅଛନ୍ତି । ପୂର୍ବରୁ ମହିଳାମାନେ କ୍ରୀଡ଼ା କ୍ଷେତ୍ରକୁ ଆସିବା ବହୁତ କଷ୍ଟକର ଥିଲା l ବର୍ତ୍ତମାନ ଏଥିରେ କିଛି ପରିବର୍ତ୍ତନ ଆସିଛି । ଲୋକଙ୍କ ମାନସିକତାରେ ଆହୁରି ପରିବର୍ତ୍ତନର ଆବଶ୍ୟକତା ରହିଛି l କାରଣ ଏବେ ବି ଲୋକ ଭାବୁଛନ୍ତି ଯେ ଖେଳିଲେ ପାଠ ହୁଏ ନାହିଁ l ଖେଳକୁ ନେଇ ଏବେ କ୍ୟାରିୟର କରି ହେବ ଓ ଏଥିରେ ମଧ୍ୟ ଅର୍ଥ ଉପାର୍ଜନ କରିହେବ ଏହାକୁ ଲୋକେ ଉଣା ଅଧିକେ ବୁଝିଲେଣି । ସରକାର ମଧ୍ୟ ଖେଳ ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି l"ସେ ଆହୁରି ମଧ୍ୟ କହିଛନ୍ତି, "ଆମ ସମୟରେ ଝିଅମାନଙ୍କ ପାଇଁ ଏମିତି ସୁଯୋଗ ନଥିଲା l ମୁଁ ଖେଳକୁ ଭଲ ପାଉଥିଲି ବୋଲି ସାଇକେଲିଷ୍ଟ ହୋଇଥିଲି । ଯାହାକୁ ଯେଉଁ ଖେଳ ଭଲ ଲାଗୁଛି ସେଥିରେ ସେ ମନୋନିବେଶ କରନ୍ତୁ l ଆଉ ଅଭିଭାବକମାନେ ମଧ୍ୟ ଜାଣିବା ଦରକାର ଯେ, ବର୍ତ୍ତମାନ ପାଠ ପଢ଼ା ସହ ଖେଳର ମଧ୍ୟ ସମାନ ମହତ୍ୱ ରହିଛି । ବର୍ତ୍ତମାନ ଖେଳ ମୁଖ୍ୟସ୍ରୋତରେ ସାମିଲ ହୋଇ ସାରିଛି । ତେଣୁ ନିଜ ପିଲାଙ୍କୁ ଖେଳିବାକୁ ମତାପିତା ପ୍ରୋତ୍ସାହନ ଦିଅନ୍ତୁ ।"ଏହା ମଧ୍ୟ ପଢନ୍ତୁ...ରାଜସ୍ଥାନରେ ଓଡ଼ିଆ ଝିଅ ପ୍ରତ୍ୟାଶାଙ୍କ କମାଲ: ଖେଲୋ ଇଣ୍ଡିଆ ୟୁନିଭର୍ସିଟି-2025 ରେ ହାତେଇଲେ ପାଞ୍ଚ ମେଡାଲଏହା ମଧ୍ୟ ପଢନ୍ତୁ...IPL 2026 ମିନି ଅକ୍ସନ: ସର୍ଟଲିଷ୍ଟରେ 1355 ଖେଳାଳି, ମ୍ଯାକ୍ସଓ୍ବେଲ ଆଉଟ-କାମେରନ ଗ୍ରୀନଙ୍କ ଉପରେ ନଜର
ଇଟିଭି ଭାରତ,ସମ୍ବଲପୁର
Category
🗞
News
Transcript
Display full video transcript
00:00
This is the birth of Samalpur.
00:05
This is the birth of Samalpur.
00:09
This is the birth of Samalpur.
00:12
It is the birth of Samalpur.
00:14
This birth of Samalpur is born in summer.
00:19
So the birth of Samalpur persevered today.
00:22
So in Taiwan, both in the name of Samalpur are born in Samalpur,
00:27
You can find it on the farm here in front of us.
00:32
Because it's like a different direction,
00:35
and we are preparing to do it with our first task.
00:37
We have done the training program here in the mountains.
00:42
We have done the training program.
00:45
What kind of potential do we see this next year?
00:49
The potential for the potential for the udis is that we have to say
00:53
It was called the original title of the Arjun Puraskar and that was about cycling.
01:00
It was a great place for the 50 years.
01:04
It was a great place for people.
01:07
It was a place for people, for the children, for the children, and for the children.
01:11
There were a lot of cyclists around the world in this pocket.
01:14
It was a place that I had to stand up with or for the people, I had to stand up with them.
01:19
It was a place to go with it.
01:21
We had to be very successful and we all had to be successful.
01:29
We had to be successful and successful in cycling.
01:34
We couldn't get into it.
01:43
But only once people distant people haven't had an issue,
01:47
in fact it hasn't been changed,
01:52
but there aren't many things such as.
01:54
So, that is the land of the city.
01:58
The land of the city, as we park in the park,
02:02
also have many people who have been harassing in the country,
02:04
each other has been remembered for the vaccination.
02:05
There's also no advertisement and other categories.
02:08
There's also no hope to get this equipment to be for cricket.
02:12
and chase, even cycling, we did a lot of money.
02:19
There were incentives for all the games,
02:22
and we had a lot of incentives for all the games.
02:25
In the last two years, we participated in our fellow India.
02:31
We also had a lot of cycling,
02:35
and the government also had a lot of interest.
02:38
We didn't have a lot of money.
02:40
We didn't have a lot of money.
02:42
We didn't have any money,
02:43
we didn't have any money...
02:44
We're not much more than any money.
02:48
Do you have any money?
02:50
Were you not even enough money?
02:53
A lot of money,
02:54
and maybe not you don't have any money.
02:56
I had the same money as a rally.
03:00
We did not have any money,
03:02
but we didn't have any money.
03:04
We played a lot ofdominants.
03:06
I was a famous problem.
03:08
What is our message?
03:38
If there is potential, who knows if he or she can get an Arjunad winner and I will be very very happy.
03:46
Thank you very much.
03:49
Arjun Award Award, Srimathi Minnathi Mahapatra.
03:55
It is important to have a career in sports.
04:01
Samal Purru, Vatsaha Jusman, ETP Bharat.
Be the first to comment
Add your comment
Recommended
3:37
|
Up next
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
6 weeks ago
4:45
ଓଡିଶା ଟେବୁଲ ଟେନିସ ଆସୋସିଏସନ ବ୍ରାଣ୍ଡ ଆମ୍ବାସାଡର ଶରଥ କମଲଙ୍କ ସହ ସାକ୍ଷାତକାର
ETVBHARAT
3 months ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
4 months ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
3 months ago
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1 year ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
4 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
4 months ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1 year ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
3 months ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1 year ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1 year ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
7 weeks ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
3 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1 year ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
8 months ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
5 weeks ago
4:03
ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ
ETVBHARAT
7 months ago
3:58
ଭାରତୀୟ ଜାତୀୟ ଟେବୁଲ ଟେନିସ କୋଚଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ETVBHARAT
3 months ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା
ETVBHARAT
4 months ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1 year ago
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
8 months ago
1:00
चित्तौड़ में प्रॉपर्टी विवाद में चली गोली, घायल युवक ने पिता एवं भाई पर लगाया आरोप
ETVBHARAT
15 minutes ago
3:09
नूंह में 5 वाहनों की भीषण टक्कर, दो लोगों की जिंदा जलकर मौत
ETVBHARAT
15 minutes ago
Be the first to comment