Skip to playerSkip to main content
  • 2 hours ago
ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି 28 ତମ ଏସୀୟ ଟେବୁଲ ଟେନିସ ଟିମ ଚମ୍ପିଆନସିପ୍ । ତେବେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଅନ୍ତର୍ଜାତୀୟ ଟେନିସ୍ ମହାକୁମ୍ଭ ଅବ୍ୟବହିତ ପୂର୍ବରୁ 'ETV Bharat' କ୍ୟାମେରା ତୋଳିଧରି ଥିଲା ଓଡିଶା ଟେବୁଲ ଟେନିସ ଆସୋସିଏସନର ବ୍ରାଣ୍ଡ ଆମ୍ବାସାଡର ସୁନାମଧନ୍ୟ କ୍ରୀଡ଼ାବିତ ପଦ୍ମ ବିଜେତା, ଏକାଧିକ କ୍ରୀଡା ପୁରସ୍କାର ବିଜେତା ତଥା ଭାରତୀୟ ଟେନିସ ତାରକା ଶରଥ କମଲଙ୍କୁ । ଏକ୍ସକ୍ଲୁସିଭ ସାକ୍ଷାତକାରରେ ଶରଥ କହିଛନ୍ତି, "20 ବର୍ଷ ଭିତରେ ଆମେ ଢେର ଆଗେଇଛେ, ଦିନେ ଏକ ନମ୍ବର ହେବା । ଭାରତୀୟ ଟେନିସ ଆଗକୁ ସଠିକ ମାର୍ଗରେ ଗତି କରି ବିଶ୍ୱରେ ପରିଚୟ ତିଆରିବ ।"
ପ୍ରଶ୍ନ- ଓଡ଼ିଶାରେ ପ୍ରଥମ କରି ଏସୀୟ ଟେବୁଲ ଟେନିସ ଟିମ ଚମ୍ପିଆନସିପ ଆୟୋଜନ କରାଯାଉଛି, ଆପଣ ଓଡ଼ିଶାର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି । କଣ କହିବେ ?

ଉତ୍ତର-ନିଶ୍ଚିତ ଭାବେ ଏହା ଖୁସି ଏବଂ ଗର୍ବର ବିଷୟ ଯେ ଓଡିଶା ପୁଣି ଏକ ଅନ୍ତର୍ଜାତୀୟ ଟେନିସ ମହାକୁମ୍ଭ ଆୟୋଜନ କରୁଛି । ଓଡିଶା ପକ୍ଷରୁ ମୋତେ ଟେନିସର ବ୍ରାଣ୍ଡ ଆମ୍ବାସଡ଼ର କରାଯାଇଛି । ଯାହା ମୋ ପାଇଁ ଏକ ବରଦାନ ସଦୃଶ ।

ପ୍ରଶ୍ନ-ଦେଶରେ ଟେବୁଲ ଟେନିସର ସାର୍ବଜନୀନ ବିକାଶ ଆଶାତୀତ ଭାବେ ହେଉନାହିଁ, କାରଣ କଣ ରହିଛି ?

ଉତ୍ତର- ଭାରତରେ ଟେବୁଲ ଟେନିସ ଖେଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନଥିଲା । ଗତ 10 ବର୍ଷ ହେବ କେନ୍ଦ୍ର ସରକାର ପାଣ୍ଠିର ବ୍ୟବସ୍ଥା କଲେ ଫଳରେ ଟେନିସ ଖେଳର ପ୍ରଚାର ପ୍ରସାର ହେଲା । ଏବେ ବହୁ ଅଧିକ କ୍ରୀଡାବିତ ଟେବୁଲ ଟେନିସ ପ୍ରତି ମନ ବଳାଉଛନ୍ତି ।

ପ୍ରଶ୍ନ-ଭାରତ ସବୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ହେଲେ ଟେବୁଲ ଟେନିସ ଖେଳରେ କାହିଁକି ସଫଳତା ଲାଭ କରିପାରୁ ନାହିଁ ?
 ଉତ୍ତର-ପୂର୍ବରୁ ଭାରତ 33 ନଂ ସ୍ଥାନରେ ଥିଲା ଏବେ 4 ନମ୍ବର ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି । ଅନେକ ପ୍ରତିଭାବାନ ଖେଳାଳି ଟେବୁଲ ଟେନିସ ଖେଳ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଅଗକୁ ଏହା ବୃଦ୍ଧି ପାଇବ ।

ପ୍ରଶ୍ନ-ଅଲିମ୍ପିକରେ ଭାରତର ପ୍ରଦର୍ଶନ କାହିଁକି ନୈରାଶ୍ୟଜନକ?
ଉତ୍ତର-ଅଲିମ୍ପିକରେ ଟେବୁଲ ଟେନିସ ଖେଳର ଭଲ ପ୍ରଦର୍ଶନ ନହେବାର କାରଣ ହେଲା ଖେଳ ପଛରେ ପଡିଯାଉଛି । ଖେଳାଳିଙ୍କ ଦକ୍ଷତା ସ୍ତରରେ ବୃଦ୍ଧି ହେବାର ଆବଶ୍ୟକତା ରହିଛି ।

ପ୍ରଶ୍ନ -ଆଗାମୀ 2026 ରେ ଲଣ୍ଡନରେ ୱାର୍ଲଡ଼ ଚମ୍ପିଆନସିପ ଆୟୋଜିତ ହେବାକୁ ଯାଉଛି । କଣ ଆଶା ରହିବ ?
ଉତ୍ତର-ଭାରତର ଯୁବ ଖେଳାଳି ବହୁତ ପରିଶ୍ରମ କରୁଛନ୍ତି । ଆଗାମୀ ଦିନରେ ସଫଳତା ପାଇବେ ।ଇଟିଭି ଭାରତ, ଭୁବନେଶ୍ୱର 

Category

🗞
News
Transcript
00:00રાજ્ય રાજધાની ભુબનેશ્રે એબે એસીએન ટેબલ ટેનિસ્ર મહાકુંભો હીછી
00:06એસીએર તમામ 22 ટેશા એઠી ડેરા પકાઈ છંતી આઉં નુવુતી સાઉંટિવે
00:12તેબે તા પૂર્બુરો ઓડીસા સરકાર કરો ઓડીસા ટેબેલ ટેનિસ આસોસ્યેશાણ ચંપ્યાન્સિત જો ટ્રી �
00:42મસાડેબેનીસા કારીસા તાડેબેણ્તામસેતાએન્સ્તામ મે તીતેચેવેણ આકરીણ્તદેણ તીસાયેતતાાય
01:12The situation is right on track and we are playing well.
01:17We hope that last time we won two bronze medals in one team and one team in one team.
01:22This time we will change the silver or gold in the bronze.
01:25When India has 6 ranks in the 6 ranks,
01:31India is a leading player. When will it happen?
01:42It will happen.
01:44When I started it, we were 33 years old.
01:47In the 20th year, we will change.
01:52Why won't it happen in the Olympics?
01:58It will happen.
02:01We are playing well and doing well.
02:04We will try to play more players in the sport.
02:08First, it is a lack of infrastructure.
02:12Now, it is not a lack of infrastructure in our country.
02:16When there is a infrastructure,
02:18the players are still there.
02:21This is a project for you for 12 to 20 years.
02:26Now, we will start playing well in Tokyo and Tokyo.
02:32After a little time, we will also play well in the Olympics.
02:35We will also play well in London.
02:37There is a world championship in London.
02:39We will also play well in the world championships.
02:42What are the major areas that we are lacking behind?
02:57What are the major areas that we are lacking behind?
03:06We need to get up.
03:08In sports, we are investing in the last 10 years.
03:12Mostly.
03:13In the government, I think there is a lot more time, effort, focus area.
03:21Because before that, sports is not a focus area.
03:24Before that, we were still struggling in our economy.
03:28A lot.
03:29So, we had to focus on basic needs.
03:33So, in recent times, we were able to focus on sports.
03:36Now, we have to focus on national sports policies.
03:43At the same time, we have played in India games.
03:45In the state, there are also equivalent games.
03:49In the state, there are national games.
03:53So, we will have to focus on different changes.
03:56And the game will also be a better industry.
03:59Anyway, best wishes for the SEAN Championship.
04:04So, we have seen that, as we said,
04:06the brand ambassador of the SEAN Table Tennis Championship,
04:11the SEAN Table Tennis Championship,
04:13in the 28th century,
04:16look at the temperatures in the 3rd season.
04:18So, we have to focus on the presently
04:19major changes in the state-depth and influence in the nationalists.
04:21This is the first year of the SITU Bravo Tennis.
04:22So, in the state,
04:24we will have to focus on all the Seans.
04:25That is, and this is the best of all the nationalists and nationalists.
04:27The first day of the country will be in the state of the nationalists.
04:28And the first day of the PUSH,
04:30the second day of the United States and the East and Kyivs,
04:33the same day of the nationalists,
04:35it has to focus on all the nationalists.
04:36We have to focus on the nationalists.
04:38So, looking at the nationalists,
04:41Putin,
04:42and heavily on todoists.
Be the first to comment
Add your comment

Recommended