Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
Follow
2 days ago
ନିମାପଡ଼ା(ପୁରୀ) : ଶେଷ ହେଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ପାଞ୍ଚ ଦିନ ଧରି ଚାଲିଥିବା ୩୬ ତମ କୋଣାର୍କ ମହୋତ୍ସବ ଏବଂ ୧୫ ତମ ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ସମାପ୍ତ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ଡ. ହରିବାକୁ କମ୍ଭମପତି ଯୋଗ ଦେଇଥିଲେ । ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରଙ୍କ ଦ୍ବାରା ପ୍ରଦର୍ଶିତ ଶାସ୍ତ୍ରୀୟ ନୃତ୍ୟ ଦେଖି ଅଭିଭୂତ ହୋଇଥିଲେ ରାଜ୍ୟପାଳ । ଅ ନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଉତ୍କଳ ଡ୍ୟାନ୍ସ ଓ ରିସର୍ଚ୍ଚ ଏକାଡେମୀର ଓଡ଼ିଶୀ ନୃତ୍ୟଶିଳ୍ପୀ ଆରତୀ କର ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ । ଓଡ଼ିଶୀର ପ୍ରଥମ ପ୍ରସ୍ତୁତି ଥିଲା 'ତ୍ରିପଥଗା' । ପରେ ସମ୍ପୃକ୍ତା ସିହ୍ନା ଓ ତାଙ୍କ ସାଥୀ କଳାକାରଙ୍କ ଦ୍ବାରା ପରିବେଷିତ ହୋଇଥିଲା କଥକ ନୃତ୍ୟ । ଯାହାକୁ ଦେଖି ବିଭୋର ହୋଇଥିଲେ ଉପସ୍ଥିତ ଦର୍ଶକ ।ସେହିପରି ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଅନ୍ତିମ ଦିନରେ ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟବସ୍ତୁ ଥିଲା 'ଆତ୍ମନିର୍ଭର ଭାରତ' ଏବଂ ମହିଳାମାନଙ୍କ ପାଇଁ ଥିଲା 'ବିକଶିତ ଭାରତ' । ଏହି ଦୁଇଟି ବିଷୟବସ୍ତୁକୁ ନେଇ ଅତି ଚମତ୍କାର ବାଳୁକା ଚିତ୍ରକଳା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ ।ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ବୃନ୍ଦ ପରିଚାଳନା କରିଥିଲେ । ପାଞ୍ଚ ଦିନବ୍ୟାପୀ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ନାଜିୟା ଆକ୍ରମ ଏବଂ ପରିଚାଳନାରେ ସହଯୋଗ କରିଥିଲେ ଡ ସଙ୍ଗୀତା ଗୋସାଇଁ ।ଏହା ମଧ୍ୟ ପଢନ୍ତୁ...ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ - KONARK FESTIVAL 2025 ଏହା ମଧ୍ୟ ପଢନ୍ତୁ...କୋଣାର୍କ ମହୋତ୍ସବ: ଶାସ୍ତ୍ରୀୟ ନୃତ୍ୟ ସହ ବାଳୁକା କଳାର ମଜା ନେଉଛନ୍ତି ପର୍ଯ୍ୟଟକ
ଇଟିଭି ଭାରତ, ନିମାପଡ଼ା
Category
🗞
News
Transcript
Display full video transcript
00:00
The
00:04
The
00:08
The
00:14
The
00:20
The
00:22
The
00:24
The
00:26
The
00:28
The
00:30
The
00:34
The
00:36
The
00:38
The
00:40
The
00:42
The
00:44
The
00:46
The
00:48
The
00:50
The
00:52
The
00:53
The
00:54
The
00:56
Conark Festival is a
00:58
well organized this year and it has given the opportunity for people to witness different
01:08
forms of dance whether it is vodasi or khatak or bharatanatyam and other forms of the dance
01:18
along with the konark dance festival the sand art festival is also is being organized
01:25
and the art of sand art sand also is being displayed along with this dance festival
01:35
this year's dance festival attracted large number of people
01:40
i think konark festival needs to be publicized outside worissa because the dates are also fixed
01:50
from december 1st to december 5th if the dates are being announced in advance and if it is publicized
01:58
outside bodissa i think this festival can attract more number of people even from other states that
02:07
is how we can promote the tourism during this konark dance festival thank you
02:20
so
02:30
foreign
02:44
foreign
03:00
I am very blessed to have this experience in the past few months.
03:10
Even those who have seen this person,
03:15
they feel like we have a standoff for all the teachers.
03:19
They have the same thing.
03:23
They will actually be very busy.
03:25
foreign
03:39
foreign
03:55
foreign
Be the first to comment
Add your comment
Recommended
1:27
|
Up next
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
6 weeks ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
4 months ago
3:37
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
2 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
4 days ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
5 weeks ago
3:28
ଆଜିଠୁ ମା' ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା
ETVBHARAT
3 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
2 months ago
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
4 months ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
5 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
2 months ago
3:29
ପ୍ରଥମେ କାହିଁକି ନୂଆଁ ଖାଆନ୍ତି ପଥର୍ଲାବାସୀ ? କଣ କୁହେ କିମ୍ବଦନ୍ତୀ
ETVBHARAT
4 months ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
5 weeks ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
11 months ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
2 months ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
6 months ago
1:54
ଶୁଣ୍ଠରେ ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ
ETVBHARAT
11 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
5 weeks ago
1:41
ଫ୍ଲାଏଓଭରରୁ ରେଲୱେ ଟ୍ରାକକୁ ଖସିଲା କାର, ଘଣ୍ଟାଏ ଯାଏଁ ଟ୍ରେନ ଚଳାଚଳ ବନ୍ଦ
ETVBHARAT
3 months ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
11 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
5 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
2 weeks ago
1:51
आवारा मवेशियों से निजात पाने का टिप्स, स्वास्थ्य मंत्री ने बताया अनोखा तरीका
ETVBHARAT
10 minutes ago
1:25
जहरीला धुआं या कुछ और? महीदपुर गर्ल्स हॉस्टल में 15 छात्राएं अचानक बीमार, सभी को गले में जलन
ETVBHARAT
13 minutes ago
6:12
काशी तमिल संगमम 4.0; तमिलनाडु के मनामदुरै घटम का बनारस में जलवा, एक ही परिवार ने 200 साल से संजो रखी है परंपरा
ETVBHARAT
15 minutes ago
7:36
అరుదైన గౌరవం - ఈ డాక్టర్ హార్స్ రైడర్ కూడా
ETVBHARAT
31 minutes ago
Be the first to comment