Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
10 months ago
ଭବାନୀପାଟଣା: ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି । ଶୀତର ସ୍ପର୍ଶରେ ପୁଲକ୍କିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡ଼ିର ଘନ ଆସ୍ତରଣ ବଦଳେଇ ଦେଇଛି କଳାହାଣ୍ଡିର ରୂପ ଲାବଣ୍ୟ । ଘାସ ଗାଲିଚା ଓ ଫୁଲରେ ପଡ଼ିଛି କାକର ବୁନ୍ଦା । ବୁନ୍ଦା ବୁନ୍ଦା ମୁକ୍ତା ରୂପକ କାକର ବିନ୍ଦୁରେ ଚମକୁଛି ପ୍ରକୃତିରାଣୀ ।ସକାଳ ହେଉ ବା ସନ୍ଧ୍ୟା ମଞ୍ଜଥରା ଜାଡ ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସେପଟେ ଶୀତୁଆ ସକାଳ ଓ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି ଲୋକେ । ଏହାରି ଭିତରେ ଆଦିବାସୀ ଅଧ୍ୟୁଷିତ ବଣ, ପାହାଡ ଘେରା ଥୁଆମୂଳ ରାମପୁର ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରଥମ ତୁଷାରପାତ । ବିଭିନ୍ନ ସ୍ଥାନରେ ବରଫର ଏକ ପତଳା ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି ।ଏନେଇ ଥୁଆମୂଳ ରାମପୁର ବାସିନ୍ଦା କୈଳାଶ ଛତ୍ରିଆ କହିଛନ୍ତି," ଚଳିତବର୍ଷ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଶୀତ ଅନୁଭବ ହେଉଛି । ବିଶେଷ କରି ଥୁଆମୂଳ ରାମପୁର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହୋଉଥିବା ବେଳେ ଦେଖିବାକୁ ମିଳିଛି ଚଳିତ ବର୍ଷର ପ୍ରଥମ ତୁଷାରପାତ । ଆଜି ୪ରୁ ୫ ଡିଗ୍ରୀ ତାପମାତ୍ରା ରହିଛି । ପ୍ରବଳ ଥଣ୍ଡା ହେଉଛି ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି ।"
ଏହା ମଧ୍ୟ ପଢନ୍ତୁ... ତଳ ମୁହାଁ ପାରଦ; ବଢୁଛି ଶୀତ, ଆହୁରି 2 ଦିନ ଥରିବ ସାରା ରାଜ୍ୟ, 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଏହା ମଧ୍ୟ ପଢନ୍ତୁ... ଆହୁରି 2 ଦିନ ଅସ୍ତବ୍ୟସ୍ତ କରିବ ହାଡ଼ଭଙ୍ଗା ଶୀତ, 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଇଟିଭି ଭାରତ, କଳାହାଣ୍ଡି
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
4:27
|
Up next
ରାସ୍ତା ଉପରେ ଜଳିଗଲା ବୋଲେରୋ
ETVBHARAT
2 weeks ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
4 weeks ago
1:31
ମହୀଶୂର ଦଶରା ହାତୀଙ୍କ ପାଇଁ ସ୍ବତନ୍ତ୍ର ଫାଇବରଯୁକ୍ତ ଖାଦ୍ୟ
ETVBHARAT
5 weeks ago
2:28
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
6 weeks ago
1:53
ମିଳିଲାନି ଡ଼ଙ୍ଗା, ଅସୁସ୍ଥ ଜେଜେ ମାଆକୁ ଟିୟୁବରେ ଭସାଇ ଘରକୁ ଆଣିଲା ନାତି
ETVBHARAT
2 months ago
0:36
लातेहार में सीआईएसएफ और ग्रामीणों के बीच झड़प, पुलिस को करना पड़ा हस्तक्षेप
ETVBHARAT
14 minutes ago
3:31
പാല്പ്പായസവും ഗോതമ്പ് കഞ്ഞിയും കൂട്ട് കറിയുമൊത്ത് ഒരു പ്രസാദ സദ്യ; വേറിട്ട പ്രസാദക്കാഴ്ചകളുമായി കണ്ണൂരിലൊരു ക്ഷേത്രം
ETVBHARAT
14 minutes ago
2:04
ਨਸ਼ਾ ਤਸਕਰਾਂ ਨੇ ਕੀਤਾ ਅਟੈਕ ? ਪਰਵਿੰਦਰ ਝੋਟੇ ਵਰਗਾ ਹਸ਼ਰ ਕਰਨ ਦੀ ਧਮਕੀ ! ਜਾਣੋ ਮਾਮਲਾ
ETVBHARAT
14 minutes ago
6:17
मांगों को लेकर रांची पहुंचे एम्बुलेंसकर्मी, 40 घंटों की हड़ताल शुरू
ETVBHARAT
15 minutes ago
2:24
ಹೊಸಪೇಟೆಯಲ್ಲಿ ಬಿದಿರಿನ ಮಳಿಗೆಗೆ ಬೆಂಕಿ: ಲಕ್ಷಾಂತರ ಮೌಲ್ಯದ ಬಿದಿರು ಅಗ್ನಿಗಾಹುತಿ
ETVBHARAT
17 minutes ago
4:26
ବନ୍ୟା ଘେରରେ ଘର; ଉଜୁଡ଼ା ବାସସ୍ଥାନକୁ ସଜାଡ଼ିବେ କେମିତି, ଚିନ୍ତାରେ ବନ୍ୟା ବିପନ୍ନ
ETVBHARAT
2 months ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
2 months ago
3:42
ଅଗଷ୍ଟ 12ରେ ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ
ETVBHARAT
2 months ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
2 months ago
1:11
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ଦୁଇ ଡ୍ରାଇଭର
ETVBHARAT
4 months ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
5 months ago
1:16
ଅଟଳ ଟନେଲରେ ଜାରି ରହିଛି ପ୍ରବଳ ତୁଷାରପାତ, ଯାତାୟାତ ବାଧାପ୍ରାପ୍ତ
ETVBHARAT
7 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
7 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
7 months ago
3:48
ନିଆଳିରେ 130 ବର୍ଷ ପୁରାତନ ଦୋପଟି ମେଲଣ ଆରମ୍ଭ, ହରିହର ଭେଟ ସହିତ ଏକାଠି ହେଲେ ୬୪ ବିମାନ
ETVBHARAT
7 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
9 months ago
2:49
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
ETVBHARAT
9 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
11 months ago
1:15
ଜାଲରେ ଫସିଥିବା ହରିଣକୁ ମୁକ୍ତ କଲେ କୋମଳମତି ପିଲା, ଛୁଟୁଛି ପ୍ରଶଂସା
ETVBHARAT
11 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago