Skip to playerSkip to main content
  • 12 minutes ago
ଅନୁଗୋଳ: ଅରୁନ୍ଧତୀ ଜୁଏଲର୍ସର ମେଗା ଲକି ଡ୍ର-୨୦୨୬ ଅନୁଗୋଳ ଠାରେ ଅନୁଷ୍ଠିତ ହୋଇଯାଇଛି । ସାରା ରାଜ୍ୟରୁ ୫୧ଜଣ ଭାଗ୍ୟଶାଳୀ ଲକ୍ଷପତି ବିଜେତାଙ୍କୁ ଲାଟେରୀ ମାଧ୍ୟମରେ ଚୟନ କରାଯାଇଥିଲା। ସେଥିମଧ୍ୟରୁ କେବଳ ଅନୁଗୋଳର ୭ଜଣ ବିଜେତା ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ନଗରପାଳ ଅକ୍ଷୟ ସାମନ୍ତ ଓ ମ୍ୟୁନିସିପାଲିଟି ପାଲିଟି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଯୋଗ ଦେଇ ବିଜେତା ମାନଙ୍କୁ ଚେକ ପ୍ରଦାନ କରିଥିଲେ। ଅରୁନ୍ଧତୀ ଜୁଏଲର୍ସ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ଉପସ୍ଥିତ ରହି ସମସ୍ତ ବିଜେତା ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଚଳଚିତ୍ର ନାୟିକା ତଥା ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସଡର ଅର୍ଚ୍ଚିତା ସାହୁ। ସେ ନିଜେ ବିଭିନ୍ନ ପ୍ରକାର ସୁନା ଗହଣା ପିନ୍ଧି ରାମ୍ପ ଶୋ କରିଥିଲେ। ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ।କେତେଦିନ ଏମିତି କମି ଚାଲିଥିବ ସୁନା-ରୂପା ଦାମ୍ ? ଜାଣନ୍ତୁ, କେତେ କମିଛି ଆଜିର ଦର
 ଇଟିଭି ଭାରତ, ଅନୁଗୋଳ

Category

🗞
News
Transcript
00:00.
00:30foreign
01:02I was working on $30,000,000 for the purchase of Lucky Draw.
01:08I am very happy and thank you to all the owners.
01:15This is a beautiful Lucky Draw program.
01:21When the people who are here are the people of the state who are here to have a lack of
01:24the state of the state, there are many people who are here to have a lack of the state.
01:59Thank you very much.
02:35Thank you very much.
02:35Thank you very much.
Comments

Recommended