Skip to playerSkip to main content
  • 2 months ago
ବ୍ରହ୍ମପୁର: ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠୁ ସହର ଉତ୍ସବ ମୁଖର, ଏବେ ଠୁ ଶୁଭିଲାଣି ଢୋ ଢା, ସନ୍ଧ୍ୟା ହେଲେ ଜଳିବ ଦୀପ । ଖୁସିର ପର୍ବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ରେଶମ ସହର ବ୍ରହ୍ମପୁରରେ ଦୀପାବଳି ଅବସରରେ ମେଲିଛି ଦୀପର ପସରା । ଟେରାକୋଟା ମାଟିଦୀପକୁ ବଜାରରୁ କିଣିନେଉଛନ୍ତି ଲୋକେ । ରାସ୍ତାକଡ ଠାରୁ ଆରମ୍ଭ କରି ବଜାରରେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ଦୀପ ବିକ୍ରି ହେଉଛି ।  ଏଥି ସହ ଲକ୍ଷ୍ମୀ, ଗଣେଶଙ୍କ ମୂର୍ତ୍ତିକୁ ମଧ୍ୟ ପୂଜା କରିବା ପାଇଁ କିଣି ନେଉଛନ୍ତି ଗ୍ରାହକ । ଚାହିଦାକୁ ଦେଖି ଏହି ଟେରାକୋଟା ସାମଗ୍ରୀକୁ ମଧ୍ୟ ବହୁ ସୀମିତ ଦରରେ ବିକ୍ରି ମଧ୍ୟ କରାଯାଉଥିବା କହିଛନ୍ତି ବ୍ୟବସାୟୀ ମାନେ। ଜଣେ ବ୍ୟବସାୟୀ କହିଛନ୍ତି, " ମାଟି ଦୀପର ଅଧିକ ଚାହିଦା ରହିଛି । ମାଟି ମୂର୍ତ୍ତି ମଧ୍ୟ କିଣୁଛନ୍ତି । 20 ବର୍ଷ ହେଲା ମୁଁ ଦୀପ ବେପାର କରୁଛି । ଦୀପାବଳିରେ ଭପ ଲାଭ ମଧ୍ୟ ହେଉଛି । "ଏହା ମଧ୍ୟ ପଢନ୍ତୁ-ପୂଜାମଣ୍ଡପରେ କାହିଁକି ପୂଜା ପାଆନ୍ତି ଛିନ୍ନମସ୍ତା କାଳୀ ? କାହିଁକି ମା' ନିଜ ମସ୍ତକ ଛେଦନ କରିଥିଲେ !ଇଟିଭି ଭାରତ, ବ୍ରହ୍ମପୁର
 

Category

🗞
News
Transcript
00:00Thank you so much.
00:25I really like the people who are very good at it.
00:35I really like the people who are very good at all.
00:40I really do not like that I'm outside,
00:45but people still like the people who are very good at it.
00:50I really like her and love her.
00:54Yeah, I don't think I got the without being a product.
01:00But I've just got the more collection of shit.
01:08I'll have a lot of money.
01:22I am very happy.
01:24I was born in 19-19.
01:28I was born in 19-19.
01:30I was born in 19-19.
01:32I was born in 19-19.
Be the first to comment
Add your comment

Recommended