Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
Follow
11 months ago
ବରଗଡ: ତୃତୀୟ ଦିନରେ ପହଞ୍ଚିଲା ବରଗଡ ଧନୁଯାତ୍ରା । ମଥୁରାରେ ଚାଲିଛି ମହାରାଜା କଂସଙ୍କ ରାଜୁତି । ତୃତୀୟ ଦିନରେ ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଥିଲା ମହାରାଜ କଂସଙ୍କୁ । ଏହାପରେ କାରାଗୃହକୁ ପ୍ରବେଶ କରି ବିଜୁଳି କନ୍ୟାଙ୍କୁ ଦେବକୀଙ୍କ କେଳରୁ ଛଡ଼ାଇଆଣିଥିଲେ । ଦେବକୀ ଓ ବାସୁଦେବ ଶିଶୁ କନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତୀ କରିଥିଲେ ମଧ୍ୟ ମାନି ନଥିଲେ କଂସ ମହାରାଜ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଥିଲେ ବିଜୁଳି କନ୍ୟା ଏବଂ ଶୂନ୍ୟରେ ଆର୍ବିଭାବ ହୋଇ ଦୈବବାଣୀରେ କହିଥିଲେ, ‘ରେ କଂସ ତତେ ବଧିବ ଯିଏ ଗୋପରେ ବଢ଼ୁଛି ସିଏ ‘ । ଏଥିରେ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି । ଏହି ସମୟରେ ନାରଦ ପହଞ୍ଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ୱାନ କରିଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ ବାହାରି ପଡ଼ିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ କୃଷ୍ଣବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କ ନିଧନ ହେବା ସହ ଗୋପପୁରରେ ଗୋପୀ ଗୋପାଳଙ୍କ ସହ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ । ଏହା ମଧ୍ୟ ପଢନ୍ତୁ-ମଥୁରାରେ ଚାଲିଛି କଂସ ରାଜୁତି, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଲା ଗୋପପୁର - DHANU YATRA 2025ଇଟିଭି ଭାରତ, ବରଗଡ
Category
🗞
News
Transcript
Display full video transcript
00:00
If you are the sixth son, you will be blessed.
00:02
If you are the seventh son, you will be unlucky.
00:04
And if you are the eighth son, you will be born as a virgin.
00:09
If you think about it,
00:10
which one of us will always be blessed by God?
00:16
Then don't believe anything.
00:18
Like Kachari Marina,
00:20
like Draupadi Sankate,
00:22
like Nehigola Manasehi,
00:23
you will be born as a virgin.
00:25
You will be born as a virgin.
00:28
So,
00:29
don't believe anything.
00:31
Like Darpana Shillal,
00:33
like Kachari Maronta,
00:34
like Unshunne Udigola,
00:37
you will be born as a virgin.
00:38
Which one of us will always be blessed by God?
00:44
Hey, you wicked old man!
00:47
Do you know who I am?
00:49
Do you know who I am?
00:52
Do you think you are a saint?
00:55
No!
00:56
If you want to become a saint,
00:58
you will have to go through a lot of trials.
01:00
If you want to become a saint,
01:02
you will have to go through a lot of trials.
01:04
I am Adi Shakti,
01:06
Bhagwati Narayani Darpadali's mother,
01:10
Durga.
01:14
Listen carefully,
01:16
to the secret of your death.
01:18
The more you grow,
01:20
the bigger your city will be.
01:22
I have been living in Mathura for eight years.
01:26
In the month of Bhaktra,
01:27
on the eighth day,
01:29
in the middle of the night,
01:31
in a secret city,
01:32
where were you born?
01:34
Which city was it?
01:36
It was Devarsi Narada.
01:38
According to Devarsi Narada,
01:40
the secret of Mathura was inspired by Putana.
01:44
I order you to go to Putana.
01:46
Go to Putana.
01:48
Go to Mathura.
02:03
Go to Mathura.
02:09
Go to Mathura.
02:47
He has to go and console the Romani.
02:50
Ha ha ha ha ha ha ha!
Be the first to comment
Add your comment
Recommended
2:53
|
Up next
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
11 months ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
5 weeks ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
11 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
2 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
7 weeks ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
2 months ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
11 months ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
11 months ago
1:15
ଜାଲରେ ଫସିଥିବା ହରିଣକୁ ମୁକ୍ତ କଲେ କୋମଳମତି ପିଲା, ଛୁଟୁଛି ପ୍ରଶଂସା
ETVBHARAT
5 weeks ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
11 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
3 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
1 week ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
1 week ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
11 months ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
3 months ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
2 months ago
3:58
ଭାରତୀୟ ଜାତୀୟ ଟେବୁଲ ଟେନିସ କୋଚଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ETVBHARAT
2 months ago
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
6 months ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା
ETVBHARAT
3 months ago
4:11
हजारीबाग में किसानों की पाठशाला, वैज्ञानिकों ने बताए कम मेहनत में अधिक कमाई का गूढ़ रहस्य
ETVBHARAT
5 minutes ago
1:37
ఇంద్రకీలాద్రిపై భవానీల దీక్ష విరమణ - ఏర్పాట్లు చేసిన అధికారులు
ETVBHARAT
8 minutes ago
0:36
पौड़ी में आतंकी गुलदार का हुआ खात्मा, शूटर जॉय हुकील ने नरभक्षी को किया ढेर
ETVBHARAT
11 minutes ago
1:57
बिहार में पुलिस और अपराधी में मुठभेड़, रंगदारी मांगने वाले कुख्यात अपराधी को लगी गोली
ETVBHARAT
14 minutes ago
2:15
9 डिग्री टेंपरेचर.. ऑपरेशन के बाद खुले बरामदे में रातभर छटपटाती रहीं महिलाएं, सोता रहा सिस्टम
ETVBHARAT
14 minutes ago
0:36
धनबाद में पुलिस थाना में जान का खतरा, शिफ्ट करने की चल रही कवायद
ETVBHARAT
15 minutes ago
Be the first to comment