Skip to playerSkip to main content
  • 1 week ago
ଭୁବନେଶ୍ୱର: କଂଗ୍ରେସ ଅନାସ୍ଥା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର । କଂଗ୍ରେସ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ହାସ୍ୟାସ୍ପଦ । ଗୃହକୁ ଆସିବା ପୂର୍ବରୁ ଅନାସ୍ଥା ପ୍ରସଙ୍ଗ ଲିକ୍ ହୋଇଛି । ତେଣୁ ଶାସକ ଦଳର ଜଣେ ବରିଷ୍ଠ ବିଧାୟକ ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ଓଡିଶାବାସୀ କଂଗ୍ରେସକୁ ଦ୍ଵିତୀୟରୁ ତୃତୀୟକୁ ନେଇଗଲେ । ଓଡ଼ିଶାବାସୀଙ୍କ ଆସ୍ଥା ହରାଇଲା କଂଗ୍ରେସ । ଓଡିଶା ଜନସାଧାରଣ ବିଜେପିକୁ କ୍ଷମତା ଦେଇଛନ୍ତି । ଓଡ଼ିଶାର 48 ପ୍ରତିଶତ ହେଉଛନ୍ତି ଚାଷୀ । ଦୀର୍ଘ ବର୍ଷ ହେବ ପ୍ୟାକ୍ସ ଲ୍ୟାମ୍ପପ୍ସ ପୂର୍ବ ସରକାର ଦଖଲରେ ରହିଛି । ରାଜ୍ୟ ସରକାର ଚାଷୀ ପାଇଁ ପର୍ଯ୍ୟାପ୍ତ ସାର ଯୋଗାଇ ଦେଉଛନ୍ତି । ଯୋଉଁଠି କିଛି ତ୍ରୁଟି ଥିବ ତାକୁ ସୁଧାରି, ତୁରନ୍ତ ସାର ଯୋଗାଇଦେବେ ସରକାର ବୋଲି କହିଛନ୍ତି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଗତକାଲିଠୁ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଥିଲା ଅନାସ୍ଥା ପ୍ରସ୍ତାବ । ଏପଟେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ସଦଦ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଗୃହ ମଧ୍ୟ ଭାଗରେ ସାର ପ୍ରସଙ୍ଗ ନେଇ ନାରାବାଜି ହୋଇଥିଲା । କଂଗ୍ରେସ ସଦସ୍ୟ ନିଜ ଆସନରେ ଠିଆ ହୋଇ ହଙ୍ଗାମା କରିଥିଲେ । ତେବେ କଂଗ୍ରେସର ଅନାସ୍ଥା ନେଇ ବାଚସ୍ପତି ସୁରମା ପାଢୀ କହିଛନ୍ତି, "ଗୃହ ସ୍ୱାଭାବିକ ନ ହେଲେ କଂଗ୍ରେସର ଅନାସ୍ଥା ଗ୍ରହଣ କରିହେବ ନାହିଁ ।" ତେବେ ଗୃହକୁ ଆସିବା ପୂର୍ବରୁ କଂଗ୍ରେସ ଦଳ ଅନାସ୍ଥା ପ୍ରସ୍ତାବ ବିଷୟରେ ଗଣମାଧ୍ୟମକୁ ବିବୃତି ଦେଇଥିବାରୁ 5 ଜଣ କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିଜେପିର ବରିଷ୍ଠ ସଦଦ୍ୟ ପଦ୍ମଲୋଚନ ପଣ୍ଡା ।  
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରା ବାହିନୀପତି, ଅଶୋକ ଦାଶ, ସୋଫିଆ ଫିର୍ଦ୍ଦୋସ, ସିଏସ ରାଜନ ଏକ୍କାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ପାଇଛି କହିଲେ ବାଚସ୍ପତି । ଗୃହ ସ୍ୱାଭାବିକ ନହେବାରୁ ଆସନ୍ତାକାଲି ସକାଳ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ମୋଟ ଉପରେ ଗୃହ 8 ମିନିଟ ଚାଲିଥିଲା । ଇଟିଭି ଭାରତ, ଭୁବନେଶ୍ୱର  

Category

🗞
News
Transcript
00:00Thank you very much.
00:30གરོ སྣ ཤོ ཞཊરིན མ ཆཌྷའ གતར ན�ze ཆེང སར དོ ནག ཆེཹ ནསོཇ ཆབ མིགས� ཇམང ནསཇ གરཟཇ
00:34THAT was really bad to go into my workplace today.
00:44This was very challenging.
00:46On this day, the parliamentarian government pá
00:50said that one in the state of the state government
00:54must região the pre- locals state
00:56and this is why
00:59one state pública进洋
01:01or one state government
01:04ཐདདགས ཐགས ཏམ ཟེ ཇེ ཤེ དེ ར དེ ས�ེ དམ ར ང ནས� ནསང ཇུར ཏུ ཆའི ཐུ ཆག མསས� , ཁ ཉེ ས྽� ཏུ སིཟ དའི ཉག�
01:34I am going to have a great honor to hear it.
02:34why are you made in a 800-998 party?
02:37At least, the government is worried,
02:40that you can't have any kind of private即 hour dealers left in the place.
02:47As Presidentžiški, the government has been involved
02:54and $30 million in the last period.
02:581945 ji fights workers,
03:02bet未来 is the masacre.
03:03It's the most important thing that the government is to keep up with the government.
03:12It's the most important thing that we need to make sure that we have to make sure that we can't do that.
03:20That's why we can't do that.
03:22I'm going to change it right now.
03:27At least when they get the kind of we will get the kind of it from the land which they did in place.
03:32This is not what they do, but there are just people who put their own demand through the sovereign government.
03:41Where they put it on their demand, they keep their own demand.
03:44These are the greatest distribution they did.
03:46And so, when the government is also to keep their own demand to the people who have the possibility of the supply of the people who are in particular,
03:56On-and-average is given to us, but we have to be able to do extra things.
04:02We have to be able to do this.
04:06What do you think of BJP and BJP?
04:15The BJP is being taken for.
04:18The government is being taken for.
04:20You can't give them for the government.
04:24They are very good.
04:27But the government is being taken for.
04:29So, the government is being taken for.
Be the first to comment
Add your comment

Recommended