Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
9 months ago
ପୁରୀ: ପୁରୀ ସମୁଦ୍ରରେ ଦେଖିବାକୁ ମିଳିଛି ଡଲଫିନ୍ । ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ ହୋଇପଡିଛନ୍ତି । ଆଜି ସକାଳୁ ପୁରୀ ବ୍ଲୁ ଫ୍ଲାଗ ବିଚ୍ ଠାରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ବିଶେଷ କରି ପୁରୀ ସମୁଦ୍ର କୂଳକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ସମୁଦ୍ରରେ ଡଲଫିନ ଦେଖି ବେଶ୍ ଆନନ୍ଦ ଉପଭୋଗ କରିଥିଲେ । ସେପଟେ ସାତପଡ଼ା ଚିଲିକାରେ ପର୍ଯ୍ୟଟକ ମାନେ ଡଲଫିନ ଦେଖିବାକୁ ପାଇଥାନ୍ତି । କିନ୍ତୁ ଆଜି ସକାଳୁ ପୁରୀ ସମୁଦ୍ରରେ ଡଲଫିନ ଦୃଶ୍ୟ ସମସ୍ତଙ୍କୁ ବେଶ୍ ଆନନ୍ଦିତ କରିଛି । ସେହିପରି ଗତକାଲି ହଜାର ହଜାର ଜୀବନ୍ତ ଶାମୁକା ପୁରୀ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା । ଶତାଧିକ ଜୀବନ୍ତ ଶାମୁକା ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି । ବହୁତ୍ ମାତ୍ରାରେ ଜୀଵନ୍ତ ଶାମୁକା ପୁରୀ ବେଳାଭୂମିକୁ ଆସି ବିଚରଣ କରି ସୂର୍ଯ୍ୟଦୋୟ ପରେ ପୁର୍ନବାର ସେମାନେ ସମୁଦ୍ର ଭିତରକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି । ଏଭଳି ବିରଳ ଦୃଶ୍ୟ ଦେଖି ପର୍ଯ୍ୟଟକ ମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି । ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ଏକ୍ସ୍ ଆକାଉଣ୍ଟରେ ଏହି ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଯାହାକି ବହୁତ୍ ସୋସିଆଲ ମିଡ଼ିଆ ୟୁଜର ବେଶ୍ ପସନ୍ଦ କରିଛନ୍ତି ।
ପରିବେଶବିତ୍ ତଥା ପ୍ରାଣିପ୍ରେମି ସରୋଜ କୁମାର ଜେନା କୁହନ୍ତି, "ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏବେ ସମୁଦ୍ରରେ ଟ୍ରଲର ଚଳାଚଳ ବନ୍ଦ ରହିଛି । ଏଣୁ ଚିଲିକାରୁ ଡଲଫିନ ମାନେ ସମୁଦ୍ରରେ ପୁରୀ ଦେଇ କେଳୁଣି ମୁହାଣ ପର୍ଯ୍ୟନ୍ତ ଯାତାୟାତ କରୁଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଦୃଶ୍ୟ ଅନେକ ଥର ଦେଖିବାକୁ ମିଳିଛି । ଜଳକ୍ରୀଡା କରି ପୁଣି ଚିଲିକା କୁ ଫେରିଯାଆନ୍ତି। କେବଳ ଦିନରେ ହିଁ ଡଲଫିନ ମାନେ ଯାତାୟାତ କରିଥାନ୍ତି। ତେବେ ଗତକାଲି ଶହ ଶହ ସଂଖ୍ୟାରେ ସାମୁଦ୍ରିକ ଗେଣ୍ଡା ବେଳାଭୂମିରେ ଦେଖିବାକୁ ମିଳିଥିଲା । ଏହା ମଧ୍ୟ ମଝିରେ ମଝିରେ ଦେଖିବାକୁ ମିଳିଥାଏ । ଏହା ଏକ ସାଧାରଣ କଥା । ସମୁଦ୍ରରେ ୱାଟର ଭାଇବ୍ରେଶନ ହେଲେ ଏହି ଗେଣ୍ଡା ବେଳାଭୂମିକୁ ଆସିଥାନ୍ତି । ଏହି ଭଳି ଦୃଶ୍ୟ ପ୍ରାୟତଃ କେଳୁଣି ମୁହାଣରେ ଦେଖିବାକୁ ମିଳିଥାଏ ।" ଏହା ବି ପଢନ୍ତୁ- ବନ ବିଭାଗର ଅବହେଳା; ପୁରୀ ସମୁଦ୍ରରେ ହେଉନି ପେଟ୍ରୋଲିଂ, ବିପଦରେ ବିରଳ ଅଲିଭ ରିଡ଼ଲେ କଇଁଛଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you very much.
00:37
Thank you very much.
01:02
Thank you very much.
01:37
Thank you very much.
Show less
Recommended
7:52
|
Up next
କେବଳ ମୂର୍ତ୍ତିରେ ନୁହେଁ, କୁମାରୀ କନ୍ୟାଙ୍କ ଶରୀରରେ ବିରାଜନ୍ତି ମା'; ମାତୃଶକ୍ତିର ସମ୍ମାନରେ ସମ୍ପନ୍ନ ହେଲା କୁଆଁରୀ ପୂଜା
ETVBHARAT
5 days ago
2:19
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
5 weeks ago
1:19
Watch: ଦଳରୁ ଉତ୍କୃଷ୍ଟ ସୃଷ୍ଟି, ଡାଲ ହ୍ରଦ ଘାସରୁ ତିଆରି କରୁଛନ୍ତି ମୂଲ୍ୟବାନ ସାଜସଜ୍ଜା ଉପକରଣ
ETVBHARAT
5 weeks ago
4:27
ମୋଦିଙ୍କ ଜନ୍ମଦିନରେ ବେଦପାଠରେ କମ୍ପିଲା ମନ୍ଦିର ପରିସର; ୪୦ ହଜାର ଟ୍ରାଇବାଲ ପିଲା କାଟିଲେ କେକ୍, ସମୂହ ଦୀପ ପ୍ରଜ୍ୱଳନ
ETVBHARAT
6 weeks ago
1:29
ବାଲୁକା କଳାରେ ୧୦୧ଟି ମାଖନ ହାଣ୍ଡି ସହ ନନ୍ଦଲାଲା, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7 weeks ago
1:11
Jhota Murder: ‘Broom-Burning’ Protest Held Across Punjab, Effigies Of CM Mann, Kejriwal Burnt
ETVBHARAT
20 minutes ago
5:58
جموں کشمیر پردیش کانگریس کا رام لیلا میدان ریلی کے لیے متحرک ہونے کا اعلان
ETVBHARAT
31 minutes ago
3:24
देश में सोशल मीडिया पर एक्टिव हैं कलयुगी राक्षस, शिवपुरी में बागेश्वर बाबा की खरी-खरी
ETVBHARAT
34 minutes ago
12:02
इमारतों का इम्तिहान: 300 साल से जीवंत हैरिटेज समेटे है जयपुर, 2020 में हुआ ड्रोन सर्वे तो 45 हजार प्रॉपर्टी की हुई जियो-टैगिंग
ETVBHARAT
1 hour ago
4:31
कैसे पुनर्जीवित हुई हेवल नदी? क्या है इसके पीछे की बैकस्टोरी, सिलसिलेवार जानिए
ETVBHARAT
8 hours ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 months ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
2 months ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
2 months ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
3:19
121 ବର୍ଷ ଧରି ଶ୍ରୀବନ୍ତପୁର ଗାଁରେ ଚାଲିଛି ରାମରାଜା ଉତ୍ସବ, ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼
ETVBHARAT
4 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
6 months ago
1:49
ଜାତୀୟ ରାଜପଥରେ ହୁତୁହୁତୁ ଜଳିଗଲା ଟ୍ରକ୍, ଅସମ୍ଭାଳ ଟ୍ରାଫିକ୍ ଜାମରେ ଲୋକେ ହନ୍ତସନ୍ତ
ETVBHARAT
6 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
6 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
11 months ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
1 year ago