Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
7 months ago
ଖୋର୍ଦ୍ଧା: ବାଘମାରୀ ଅଟ୍ରିସ୍ଥିତ ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ସ୍ବର୍ଣ୍ଣ ଧନୁ ଯାତ୍ରା । ସ୍ବର୍ଣ୍ଣ ଧନୁ ପ୍ରଥମେ ରାଉରକେଲା ହନୁମାନ ବାଟିକାରୁ ବାହାରି ବିଭିନ୍ନ ପୀଠ ପରିଭ୍ରମଣ କରି ଆଜି (ରବିବାର) ଅଟ୍ରିରେ ଥିବା ଏକାଦଶ ରୁଦ୍ର ବାବା ହଟ୍ଟକେଶ୍ବରଙ୍କ ପୀଠରେ ପହଞ୍ଚିଛି । ବର୍ତ୍ତମାନ ହଟ୍ଟକେଶ୍ବରଙ୍କ ପୀଠରେ ମକର ମେଳା ଚାଲୁଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ସ୍ବର୍ଣ୍ଣ ଧନୁ ଦେଖିବାର ସୁଯୋଗ ପାଇଛନ୍ତି । ସେହିପରି ଏକାଦଶ ରୁଦ୍ର ବାବା ହଟ୍ଟକେଶ୍ବରଙ୍କ ଠାରୁ ଆଜ୍ଞା ମାଳ ଆସି ଘଣ୍ଟ ଘଣ୍ଟା ଖୋଳ ଝାଞ୍ଜରେ ଜୋରଦାର ସ୍ବର୍ଣ୍ଣ ଧନୁକୁ ସ୍ବାଗତ କରାଯାଇଛି । ସ୍ବର୍ଣ୍ଣ ଧନୁ ହଟ୍ଟକେଶ୍ବରଙ୍କ ପୀଠରୁ ବାହାରି ଭୁବନେଶ୍ବର ବାବା ଲିଙ୍ଗରାଜ ମନ୍ଦିର ଯିବ। ସେଠାରୁ ଶ୍ରୀକ୍ଷେତ୍ର ଯିବା ପରେ ସିଧା ଅଯୋଧ୍ୟା ଯିବ । ଏହି ଧନୁ ଅଯୋଧ୍ୟା ପ୍ରଭୁ ଶ୍ରୀରାମ ମନ୍ଦିରରେ ସ୍ଥାନ ପାଇବ ।ତେବେ ସ୍ବର୍ଣ୍ଣ ଧନୁକୁ ଦେଖିବାକୁ ହଟ୍ଟକେଶ୍ବର ମନ୍ଦିର ପରିସରରେ ଜୋରଦାର ଭିଡ ପରିଲିକ୍ଷିତ ହୋଇଥିଲା ଏବଂ ମକର ମେଳାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସ୍ବର୍ଣ୍ଣ ଧନୁଷକୁ ପାଖରୁ ପାଇଁ ବେଶ ଆନନ୍ଦିତ ହୋଇଥିବା ଦେଖିବାକୁ ମିଳିଥିଲା । ଯୁବ ସମାଜସେବୀ ମାନସ ବେହେରା କହିଛନ୍ତି, "ଆମର ସୌଭାଗ୍ୟ ଯେ, ବିଭିନ୍ନ ଜିଲ୍ଲା ଅତିକ୍ରମ କରିବା ପରେ ସ୍ବର୍ଣ୍ଣ ଧନୁ ପବିତ୍ର ହାଟକେଶ୍ୱର ପୀଠରେ ପହଞ୍ଚିଛି । ଏଠାରୁ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯିବା ପରେ ପୁରୀ ଧାମରେ ପହଞ୍ଚିବ । ଜଗନ୍ନାଥ ଧାମରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ଆସନ୍ତା 22 ତାରିଖରେ ଅଯୋଧ୍ୟା ଯିବ ଏବଂ ସେଠାରେ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଅଞ୍ଚଳବାସୀ ଆଜି ଏହାକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।" ଏହା ମଧ୍ୟ ପଢ଼ନ୍ତୁ...ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନାWatch: ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ ସ୍ଥାପନସେହିପରି ବାବା ହାଟକେଶ୍ୱରଙ୍କ ପୂଜକ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, "ସ୍ବର୍ଣ୍ଣ ଧନୁ ଯାତ୍ରାକୁ ଦେଖି ବହୁତ ଖୁସି ଲାଗୁଛି । ମହାଦେବ ଶିବଙ୍କ ଇଷ୍ଟ ହେଉଛନ୍ତି ରଘୁନାଥ ମହାପ୍ରଭୁ । ଏବେ ହାଟକେଶ୍ୱରଙ୍କ ମକର ଯାତ୍ରା ଚାଲିଥିବା ବେଳେ ମହାପ୍ରଭୁଙ୍କ ଆଜ୍ଞା ଦେଇ ଆମେ ସ୍ୱାଗତ କରିଛୁ ।"
ଇଟିଭି ଭାରତ, ଖୋର୍ଦ୍ଧା
Category
🗞
News
Transcript
Display full video transcript
00:00
Oh
00:30
It's been a long time for a long time, and it's been a long time for a long time.
01:00
Thank you very much.
01:30
Thank you very much.
02:00
Thank you very much.
02:30
Thank you very much.
Show less
Comments
Add your comment
Recommended
3:37
|
Up next
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
6 days ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 weeks ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
2 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
3 months ago
2:58
Watch: ଚଷମା ଦୋକାନରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ
ETVBHARAT
3 months ago
3:43
गढ़वा में कांग्रेस की बैठक में पंचायत परामर्श यात्रा की बनाई गई रूपरेखा, पूर्व मंत्री केएन त्रिपाठी भाषा विवाद पर कह दी ये बात
ETVBHARAT
8 hours ago
2:20
ગાંધીનગરના કલોલની સગીરા સાથે હોટલમાં યુવકે આચર્યું દુષ્કર્મ, બે દિવસની સારવાર બાદ મોત
ETVBHARAT
8 hours ago
0:40
मौसम विभाग के येलो अलर्ट की चेतावनी: थारनगरी बाड़मेर में इंद्र देव मेहरबान, सड़कें बनी दरिया
ETVBHARAT
8 hours ago
0:31
સુરેન્દ્રનગરના દુધરેજ નજીક 10 કરોડના ખર્ચે બનેલા વટેશ્વર વનમાં પાણીની પરબો બંધ હાલતમાં, પર્યટકો પરેશાન
ETVBHARAT
8 hours ago
1:46
नागपंचमी और सावन सोमवार एक ही दिन, 23 साल बाद बन रहा ऐसा योग
ETVBHARAT
8 hours ago
2:05
Watch: ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି, ପୂଜା ପାଉଛନ୍ତି ରଥକାଠ, ଅକ୍ଷୟ ତୃତୀୟାର ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
4 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
4 months ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
4 months ago
5:00
ସଂସଦରେ ନକ୍ସଲବାଦ ଚର୍ଚ୍ଚା: ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ସମସ୍ୟା କରାଯାଉ, ଦାବି ଉଠାଇଲେ କୋରାପୁଟ ସାଂସଦ
ETVBHARAT
4 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
5 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
5 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
6 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
7 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
7 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
8 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
8 months ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
9 months ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
10 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
11 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
11 months ago
Comments