Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
Follow
11 months ago
ବରଗଡ: ତୃତୀୟ ଦିନରେ ପହଞ୍ଚିଲା ବରଗଡ ଧନୁଯାତ୍ରା । ମଥୁରାରେ ଚାଲିଛି ମହାରାଜା କଂସଙ୍କ ରାଜୁତି । ତୃତୀୟ ଦିନରେ ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଥିଲା ମହାରାଜ କଂସଙ୍କୁ । ଏହାପରେ କାରାଗୃହକୁ ପ୍ରବେଶ କରି ବିଜୁଳି କନ୍ୟାଙ୍କୁ ଦେବକୀଙ୍କ କେଳରୁ ଛଡ଼ାଇଆଣିଥିଲେ । ଦେବକୀ ଓ ବାସୁଦେବ ଶୁଶୁ କନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତୀ କରିଥିଲେ ମଧ୍ୟ ମାନି ନଥିଲେ କଂସ ମହାରାଜ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଥିଲେ ବିଜୁଳି କନ୍ୟା ଏବଂ ଶୂନ୍ୟରେ ଆର୍ବିଭାବ ହୋଇ ଦୈବବାଣୀରେ କହିଥିଲେ , ‘ରେ କଂସ ତତେ ବଧିବ ଯିଏ ଗୋପରେ ବଢ଼ୁଛି ସିଏ ‘ । ଏଥିରେ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି । ଏହି ସମୟରେ ନାରଦ ପହଞ୍ଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ୱାନ କରିଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ ବାହାରି ପଡ଼ିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ କୃଷ୍ଣବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କ ନିଧନ ହେବା ସହ ଗୋପପୁରରେ ଗୋପୀ ଗୋପାଳଙ୍କ ସହ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ । ଏହା ମଧ୍ୟ ପଢନ୍ତୁ-ମଥୁରାରେ ଚାଲିଛି କଂସ ରାଜୁତି, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଲା ଗୋପପୁର - DHANU YATRA 2025ଇଟିଭି ଭାରତ, ବରଗଡ
Category
🗞
News
Transcript
Display full video transcript
00:00
If you are the sixth son, you will be blessed.
00:02
If you are the seventh son, you will be unlucky.
00:04
And if you are the eighth son, you will be born as a virgin.
00:09
If you think about it,
00:10
which one of us will always be blessed by God?
00:16
Then don't believe anything.
00:18
Like Kachari Marina,
00:20
like Draupadi Sankate,
00:22
like Nehigola Manasehi,
00:23
you will be born as a virgin.
00:25
You will be born as a virgin.
00:28
So,
00:29
don't believe anything.
00:31
Like Darpana Shillal,
00:33
like Kachari Maronta,
00:34
like Unshunne Udigola,
00:37
you will be born as a virgin.
00:38
Which one of us will always be blessed by God?
00:44
Hey, you wicked old man!
00:47
Do you know who I am?
00:49
Do you know who I am?
00:52
Do you think you are a saint?
00:55
No!
00:56
If you want to become a saint,
00:58
you will have to go through a lot of trials.
01:00
If you want to become a saint,
01:02
you will have to go through a lot of trials.
01:04
I am Adi Shakti,
01:06
Bhagwati Narayani Darpadali's mother,
01:10
Durga.
01:14
Listen carefully,
01:16
to the secret of your death.
01:18
The more you grow,
01:20
the bigger your city will be.
01:22
I have been living in Mathura for eight years.
01:26
In the month of Bhaktra,
01:27
on the eighth day,
01:29
in the middle of the night,
01:31
in a secret city,
01:32
where were you born?
01:34
Which city was it?
01:36
It was Devarsi Narada.
01:38
According to Devarsi Narada,
01:40
the secret of Mathura was inspired by Putana.
01:44
I order you to go to Putana.
01:46
Go to Putana.
01:48
I will give you a surprise.
01:50
You will go to Mathura.
01:52
To find that secret city,
01:54
I will give you food.
01:56
When you come,
01:58
I will give you a Nandosaba.
02:00
In this Nandosaba,
02:02
you will enter this secret city.
02:05
I will give you food.
02:07
You will taste it.
02:09
The food will be tasty.
02:11
I will give you Nandosaba.
02:13
Then,
02:15
we will go to Amantrana Kali.
02:47
With me, I'll see what gunshot or a body.
02:50
Ha ha ha ha ha ha ha ha ha ha ha!
Be the first to comment
Add your comment
Recommended
2:53
|
Up next
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
11 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
2 months ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
3 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
11 months ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
11 months ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
2 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
3 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
1 week ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
2 months ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
5 weeks ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
11 months ago
2:46
ନାଚୁଛି ମୁଁ ଆଜି କାଳିଆ ପାଇଁ....
ETVBHARAT
5 months ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
11 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
7 weeks ago
1:15
ଜାଲରେ ଫସିଥିବା ହରିଣକୁ ମୁକ୍ତ କଲେ କୋମଳମତି ପିଲା, ଛୁଟୁଛି ପ୍ରଶଂସା
ETVBHARAT
5 weeks ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
11 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
1 week ago
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6 months ago
3:58
ଭାରତୀୟ ଜାତୀୟ ଟେବୁଲ ଟେନିସ କୋଚଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ETVBHARAT
2 months ago
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
6 months ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା
ETVBHARAT
3 months ago
4:11
हजारीबाग में किसानों की पाठशाला, वैज्ञानिकों ने बताए कम मेहनत में अधिक कमाई का गूढ़ रहस्य
ETVBHARAT
5 minutes ago
1:37
ఇంద్రకీలాద్రిపై భవానీల దీక్ష విరమణ - ఏర్పాట్లు చేసిన అధికారులు
ETVBHARAT
8 minutes ago
0:36
पौड़ी में आतंकी गुलदार का हुआ खात्मा, शूटर जॉय हुकील ने नरभक्षी को किया ढेर
ETVBHARAT
11 minutes ago
1:57
बिहार में पुलिस और अपराधी में मुठभेड़, रंगदारी मांगने वाले कुख्यात अपराधी को लगी गोली
ETVBHARAT
14 minutes ago
Be the first to comment