Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ରଥଯାତ୍ରାରେ ଅଗ୍ନିଶମ ବାହିନୀର ସ୍ବତନ୍ତ୍ର ଟିମ୍, ଜୀବନ ବଞ୍ଚାଉଛି ଅକ୍ସିଜେନ କ୍ୟାନ୍
9 months ago
ପୁରୀ: ଜୀବନ ବଞ୍ଚାଉଛି ଅକ୍ସିଜେନ କ୍ୟାନ୍ । ରଥଯାତ୍ରା ସମୟରେ ଅଗ୍ନିଶମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚଳିତବର୍ଷ ରଥଯାତ୍ରାରେ ଅଗ୍ନିଶମ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଯେଉଁ ଭକ୍ତମାନେ ଜନଗହଳି ଭିତରେ ଅସୁସ୍ଥ ହୋଇ ପଡୁଛନ୍ତି ବା ଅଣନିଶ୍ୱାସୀ ହୋଇ ପଡୁଛନ୍ତି । ଏହି ଟିମ ସେମାନଙ୍କୁ ରେସକ୍ୟୁ କରୁଛନ୍ତି । ବଡ଼ କଥା ହେଉଛି ସେମାନେ କେବଳ ରେସକ୍ୟୁ କରି ଷ୍ଟ୍ରେଚରରେ ନେଉଛନ୍ତି, ତାହା ନୁହେଁ ବରଂ ଅସୁସ୍ଥମାନଙ୍କୁ ସଙ୍ଗେ ସଙ୍ଗେ ଅକ୍ସିଜେନ ଯୋଗାଉଛନ୍ତି । ଯେଉଁ ଟିମରେ ୮ରୁ ୧୦ ଜଣ କର୍ମଚାରୀ ସାମିଲ ଅଛନ୍ତି । ସେହିପରି ନିଶ୍ୱାସ ପ୍ରଶ୍ୱାସ ସଠିକ ପାଇଁ ହାର୍ଟକୁ ମେସିନ ସାହାଯ୍ୟରେ ପମ୍ପିଂ କରୁଛନ୍ତି ଅଗ୍ନିଶମ କର୍ମଚାରୀ । ଏଥିପାଇଁ ବିଭାଗ ପକ୍ଷରୁ ପମ୍ପିଂ ମେସିନ ଏବଂ ଅକ୍ସିଜେନ କ୍ୟାନ ମଧ୍ୟ ଯୋଗାଇ ଦିଆଯାଇଛି । ଏହା ପ୍ରଥମ ଥର ରଥଯାତ୍ରାରେ ଦେଖିବାକୁ ମିଳିଛି । ଯାହାଦ୍ୱାରା ଅନେକ ଅସୁସ୍ଥ ଶ୍ରଦ୍ଧାଳୁ ଉପକୃତ ହୋଇ ପାରୁଛନ୍ତି । ଛୋଟ କ୍ୟାନ ଅକ୍ସିଜେନ ଲଗାଇ ଅସ୍ଥାୟୀ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି । ସେଠାରେ ସେମାନଙ୍କ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଫଳରେ ଏହି ଛୋଟ ଅକ୍ସିଜେନ କ୍ୟାନ ଏବଂ ପମ୍ପିଂ ମେସିନରେ ଅନେକ ରୋଗୀଙ୍କ ଜୀବନ ବର୍ତ୍ତି ଯାଉଛି ।ଏହା ମଧ୍ଯ ପଢନ୍ତୁ...Rath Yatra 2025: ରଥରେ ଗଜପତି ମହାରାଜଙ୍କ ଛେରାପହଁରା - PURI RATH YATRA 2025 LIVE UPDATESଏହା ମଧ୍ଯ ପଢନ୍ତୁ...ଚର୍ମ ଚକ୍ଷୁରେ କାଳିଆକୁ ଦେଖିବାକୁ ଆତୁର ଭକ୍ତ, ଲୋକାରଣ୍ୟ ଶ୍ରୀକ୍ଷେତ୍ର - PURI RATH YATRA 2025ଏହା ମଧ୍ଯ ପଢନ୍ତୁ...ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି, 350ରୁ ଅଧିକ ଭକ୍ତ ଅଚେତ୍ - PURI RATH YATRA 2025 CROWDଏହା ମଧ୍ୟ ପଢନ୍ତୁ...ରଥଯାତ୍ରାରେ ଅଘଟଣ, ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ଆହତ - TOURISTS INJURED AT PURI BEACHଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
.
00:30
Thank you very much.
01:00
Thank you very much.
Show less
Comments
Add your comment
Recommended
2:19
|
Up next
ଟେଷ୍ଟ ଅଫ୍ ଶିମିଳିପାଳ; ଲୋକଙ୍କୁ ଦେଉଛି ସ୍ୱାଦିଷ୍ଟ ଦେଶୀ ଖାଦ୍ୟ
ETVBHARAT
4 months ago
1:46
ସ୍ୟାଣ୍ଡ ଆନିମେସନରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ETVBHARAT
4 months ago
2:56
ବ୍ରହ୍ମପୁର ମଣ୍ଡଳ କାରାଗାରରେ ପାଳିତ ହେଲା ଶହୀଦ ଲକ୍ଷ୍ମଣ ନାୟକଙ୍କ 126 ତମ ଜୟନ୍ତୀ
ETVBHARAT
4 months ago
1:50
ଭୋଟ୍ ଦେଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, କହିଲେ '2000% ଆଶାବାଦୀ'
ETVBHARAT
5 months ago
5:57
ନୂଆପଡାରେ ଫୁଟିଲା ପଦ୍ମ, ବିଜୟ ପଛର କାରଣ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ
ETVBHARAT
5 months ago
1:31
SGPC ਵੱਲੋਂ ਧਾਰਮਿਕ ਯਾਤਰਾ ‘ਤੇ ਲੱਗੇ ਨਵੇਂ ਟੈਕਸ ਦਾ ਵਿਰੋਧ, ਪਾਕਿਸਤਾਨ ਯਾਤਰਾ ਲਈ ਲੱਗਣ ਵਾਲੀ ਫੀਸ ‘ਤੇ ਮੁੜ ਵਿਚਾਰ ਦੀ ਮੰਗ
ETVBHARAT
11 minutes ago
1:45
ਬੇਮੌਸਮੀ ਬਰਸਾਤ ਨਾਲ ਕਣਕ ਅਤੇ ਹਰੀਆਂ ਸਬਜ਼ੀਆਂ ਦੀ ਫਸਲ,ਕਿਸਾਨਾਂ ਨੇ ਲਈ ਮਦਦ ਦੀ ਗੁਹਾਰ
ETVBHARAT
11 minutes ago
7:04
আমাকে প্রার্থী করা না-হলে..., হুঁশিয়ারি বিজেপি নেতার, বারাসতে প্রকাশ্যে গেরুয়া-কোন্দল
ETVBHARAT
35 minutes ago
5:06
UPI पेमेंट को लेकर बड़ा बदलाव; डबल ऑथेंटिकेशन से होगा ट्रांजैक्शन, जानिये क्या कहते हैं विशेषज्ञ?
ETVBHARAT
39 minutes ago
1:50
অসমীয়াতে ৰঙালীৰ ওলগ জনাই বিশ্বনাথত নৰেন্দ্ৰ মোদীৰ নিৰ্বাচনী প্ৰচাৰ
ETVBHARAT
46 minutes ago
4:33
ବିନ୍ଦୁ ସାଗରରେ ଭାସିଲା ଧର୍ମର ଡଙ୍ଗା, ଉଜ୍ଜୀବିତ ହେଲା ନୌବାଣିଜ୍ୟ ପରମ୍ପରା
ETVBHARAT
5 months ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
5 months ago
2:14
ମା' ଶ୍ୟାମାକାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ଯାଜପୁର, ଶେଷ ହେଲା କଳସ ବିସର୍ଜନ
ETVBHARAT
5 months ago
2:00
1000 ଦୀପରେ ବାଲୁକା କଳା, ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
5 months ago
3:29
ପ୍ରଥମେ କାହିଁକି ନୂଆଁ ଖାଆନ୍ତି ପଥର୍ଲାବାସୀ ? କଣ କୁହେ କିମ୍ବଦନ୍ତୀ
ETVBHARAT
7 months ago
1:52
ଖୋଲିଲା ହୀରାକୁଦର 4 ଗେଟ୍, ଲଘୁଚାପ ପୂର୍ବରୁ ବନ୍ୟାଜଳ ନିଷ୍କାସନ
ETVBHARAT
7 months ago
1:02
ରାମୋଜୀ ଫିଲ୍ମ ସିଟିରେ ସ୍ୱାଧୀନତା ଦିବସ, ଅଭିବାଦନ ଗ୍ରହଣ କଲେ ରାମୋଜୀ ଗ୍ରୁପ୍ ଅଧ୍ୟକ୍ଷ
ETVBHARAT
8 months ago
2:51
ସ୍ୱାଧୀନତା ଦିବସ 2025; ବାଲୁକାକଳାରେ 'ଅପରେସନ ସିନ୍ଦୂର' ଝଲକ
ETVBHARAT
8 months ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
8 months ago
0:24
ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ମହାନତା, ଆମ୍ବୁଲାନ୍ସକୁ ଛାଡିଲେ ବାଟ
ETVBHARAT
10 months ago
3:31
ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ETVBHARAT
10 months ago
2:19
ପୁରୀ ଦେବସ୍ନାନ ପୂର୍ଣ୍ଣିମା; ଆକାଶ ମାର୍ଗରୁ ବଡଦାଣ୍ଡର ଅପୂର୍ବ ଦୃଶ୍ୟ
ETVBHARAT
10 months ago
1:04
ମାଟ୍ରିକ ଟପ୍ପର ଚନ୍ଦନ: ୫ରୁ ୬ ଘଣ୍ଟା ପଢୁଥିଲେ, ଲକ୍ଷ୍ୟ ବୈଜ୍ଞାନିକ
ETVBHARAT
11 months ago
1:12
ବାଲୁକା କଳାରେ ପହଲଗାମ ମୃତକଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି
ETVBHARAT
11 months ago
3:24
ଛୁଆ ପାଇଁ ଗୁଆ ଖୋଜା
ETVBHARAT
1 year ago
Comments