Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ଛୁଆ ପାଇଁ ଗୁଆ ଖୋଜା
ETVBHARAT
Follow
1 year ago
ଖୋର୍ଦ୍ଧା: କଥାରେ ଅଛି ବିଶ୍ୱାସେ ମିଳନ୍ତି ହରି, ତର୍କେ ବହୁ ଦୂର । ସେଇ ବିଶ୍ୱାସ ଓ ଭରଷାକୁ ମନରେ ରଖି ଅପୁତ୍ରିକ ନାରୀମାନେ ନିଜ କୋଳରେ ଛୁଆଟିଏ ପାଇଁ ମାନସିକ କରି ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ମାନସିକ କୁଣ୍ଡରେ ଗୁଆ ଖୋଜିଥାନ୍ତି । ବିଶ୍ୱାସ ରହିଛି ଏହି କୁଣ୍ଡରୁ ଗୁଆ ଖାଇବାର ଏକ ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି ହୁଏ । ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣ ପ୍ରସବଣରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି ।ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ । ମକର ସଂକ୍ରାନ୍ତି ଦିନ ଅର୍ଦ୍ଧରାତ୍ରିରୁ ବନ୍ଧ୍ୟା ନାରୀମାନେ ମହାଦେବ ହଟକେଶ୍ୱରଙ୍କଠାରେ ମାନସିକ କରି କୁଣ୍ଡରୁ ଗୁଆଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମ ରୋଗ ଭଲ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ବିଜ୍ଞ୍ୟାନ ଯୁଗରେ ଏଭଳି ବିଶ୍ୱାସ ସତରେ ଆଶ୍ଚର୍ଯ୍ୟ କରୁଛି ।ଏହା ମଧ୍ୟ ପଢନ୍ତୁ...ଆଜି ପବିତ୍ର ମକର ସଂକ୍ରାନ୍ତି; ଜାଣନ୍ତୁ କଣ ରହିଛି ପୂଜାବିଧି, କାହିଁକି ହୁଏ ମକର ଚାଉଳ ଭୋଗ ? - MAKAR SANKRANTI 2025ଏହା ମଧ୍ୟ ପଢନ୍ତୁ...ଉଦୟଗିରିରେ ଚାଲିଛି ଗୁରୁ ପଦ୍ମସମ୍ଭବ ସମ୍ମିଳନୀ, ବିଶ୍ବର ଶାନ୍ତି ପାଇଁ ପ୍ରାର୍ଥନା - PADMASAMBHAVA BUDDHA SAMMILANIଏହା ମଧ୍ୟ ପଢନ୍ତୁ...ଉତ୍ସବ ମୁଖର ରେଶମ ସହର, ଧୁମଧାମରେ ‘ଭୋଗୀ’ ପାଳିଲେ ଓଡ଼ିଆ-ତେଲୁଗୁ ସମ୍ପ୍ରଦାୟ - BHOGI 2025
ଇଟିଭି ଭାରତ, ଖୋର୍ଦ୍ଧା
Category
🗞
News
Transcript
Display full video transcript
00:00
Today, on the holy Makar Sankranti,
00:02
I welcome you all to India's Unlimited Darshan.
00:05
As you can see, I am at Korda's Baba Hattakeshwara Pitha.
00:09
And, the tradition of Makar Sankranti,
00:12
it is a unique tradition.
00:14
I am going to dig a well to touch it.
00:16
If you don't believe me,
00:18
this tradition has been going on for a long time.
00:22
As science fails, it loses its faith and trust.
00:26
It has lost its faith and trust.
00:51
Who has lost their faith?
00:54
I used to hear about this well,
00:56
and we used to come to see it.
00:59
We heard a lot about it.
01:01
If we dig a well,
01:03
we can find our children's graves.
01:06
We have been here for 5-6 years.
01:09
We have come to see if there are any graves.
01:13
Do you have faith?
01:14
Yes, I do.
01:15
If we dig a well,
01:19
we can find our children's graves.
01:22
Why do you believe in science?
01:26
I believe in science and in God.
01:30
I don't have any other belief.
01:32
I believe in God and in God's love.
01:34
We have seen many people who have faith in God.
01:36
But who has faith in God?
01:38
Who has faith in God?
01:40
Faith is the main thing in life.
01:42
If you don't have faith, you can't get anything.
01:44
Today, I will tell you about the faith of God.
01:46
I will tell you about the faith of God.
01:48
Today, I will tell you about the faith of God.
01:50
Today, I will tell you about the faith of God.
01:52
Today, I will tell you about the faith of God.
01:54
Today, I will tell you about the faith of God.
01:56
Today, I will tell you about the faith of God.
01:58
Today, I will tell you about the faith of God.
02:00
Today, I will tell you about the faith of God.
02:02
Today, I will tell you about the faith of God.
02:04
Today, I will tell you about the faith of God.
02:06
Today, I will tell you about the faith of God.
02:08
Today, I will tell you about the faith of God.
02:10
Today, I will tell you about the faith of God.
02:12
Today, I will tell you about the faith of God.
02:14
Today, I will tell you about the faith of God.
02:16
Today, I will tell you about the faith of God.
02:18
Today, I will tell you about the faith of God.
02:20
Today, I will tell you about the faith of God.
02:22
Today, I will tell you about the faith of God.
02:24
Today, I will tell you about the faith of God.
02:26
Today, I will tell you about the faith of God.
02:28
Today, I will tell you about the faith of God.
02:30
Today, I will tell you about the faith of God.
02:32
Today, I will tell you about the faith of God.
02:34
Today, I will tell you about the faith of God.
02:36
Today, I will tell you about the faith of God.
02:38
Today, I will tell you about the faith of God.
02:40
Today, I will tell you about the faith of God.
02:42
Today, I will tell you about the faith of God.
02:44
Today, I will tell you about the faith of God.
02:46
Today, I will tell you about the faith of God.
02:48
Today, I will tell you about the faith of God.
02:50
Today, I will tell you about the faith of God.
02:52
Today, I will tell you about the faith of God.
02:54
Today, I will tell you about the faith of God.
02:56
Today, I will tell you about the faith of God.
02:58
Today, I will tell you about the faith of God.
03:00
Today, I will tell you about the faith of God.
03:02
Today, I will tell you about the faith of God.
03:04
Today, I will tell you about the faith of God.
03:06
Today, I will tell you about the faith of God.
03:08
Today, I will tell you about the faith of God.
03:10
Today, I will tell you about the faith of God.
03:12
Today, I will tell you about the faith of God.
03:14
Today, I will tell you about the faith of God.
03:16
Today, I will tell you about the faith of God.
03:18
Today, I will tell you about the faith of God.
03:20
Today, I will tell you about the faith of God.
03:22
Today, I will tell you about the faith of God.
03:24
Today, I will tell you about the faith of God.
03:26
Today, I will tell you about the faith of God.
03:28
Today, I will tell you about the faith of God.
03:30
Today, I will tell you about the faith of God.
03:32
Today, I will tell you about the faith of God.
03:34
Today, I will tell you about the faith of God.
03:36
Today, I will tell you about the faith of God.
03:38
Today, I will tell you about the faith of God.
Be the first to comment
Add your comment
Recommended
3:31
|
Up next
ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ETVBHARAT
7 months ago
3:29
ପ୍ରଥମେ କାହିଁକି ନୂଆଁ ଖାଆନ୍ତି ପଥର୍ଲାବାସୀ ? କଣ କୁହେ କିମ୍ବଦନ୍ତୀ
ETVBHARAT
5 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
6 weeks ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1 year ago
2:55
ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ETVBHARAT
1 year ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
5 weeks ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
5 months ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1 year ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1 year ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
3 months ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1 year ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
2 days ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
2 months ago
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
5 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
4 months ago
1:50
ଭୋଟ୍ ଦେଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, କହିଲେ '2000% ଆଶାବାଦୀ'
ETVBHARAT
2 months ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
8 months ago
2:59
ମହାଷ୍ଟମୀରେ କାହିଁକି ମହାମାୟାଙ୍କୁ କୁସ୍ମାଣ୍ଡ ବଳି ଦିଆଯାଏ ? ଜାଣନ୍ତି କି
ETVBHARAT
4 months ago
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
1 year ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
3 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
3 months ago
2:38
ମା' ଦୁର୍ଗାଙ୍କ ବେଲବରଣୀ, ପ୍ରଥମେ ବେଲ ବୃକ୍ଷ ମୂଳେ ପୂଜା କରାଯାଏ କାହଁକି ?
ETVBHARAT
4 months ago
3:37
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
4 months ago
3:52
ବ୍ରହ୍ମପୁର ମହାନଗର ନିଗମରେ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ, ଘରୋଇ ସଂସ୍ଥାକୁ ୨ ବର୍ଷ ପାଇଁ ଦାୟିତ୍ୱ
ETVBHARAT
55 minutes ago
1:12
કેશોદ પોલીસ મથકમાં આરોપીનું કસ્ટોડીયલ ડેથ માંગરોળ ડીવાયએસપીને સોંપવામાં આવી તપાસ
ETVBHARAT
1 hour ago
Be the first to comment