Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ପ୍ରଥମେ କାହିଁକି ନୂଆଁ ଖାଆନ୍ତି ପଥର୍ଲାବାସୀ ? କଣ କୁହେ କିମ୍ବଦନ୍ତୀ
10 months ago
ଭବାନୀପାଟଣା: ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚମ ଓଡ଼ିଶାର ପୁରପଲ୍ଲୀ । ସମଗ୍ର ପଶ୍ଚିମ ଓଡ଼ିଶାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ କରିବା ନେଇ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଏହା ପୂର୍ବରୁ ପ୍ରଥମେ ନୂଆଁ ଖାଇଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ଓ ପଲସାପଡା ଅଞ୍ଚଳର ୫ହଜାରରୁ ଊର୍ଦ୍ଧ୍ବ ଲୋକେ । କଳାହାଣ୍ଡି ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟରେ ନୂଆ ଖାଇବା ପରମ୍ପରା ରହିଥିବା ବେଳେ ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରଥମୀ ଅର୍ଥାତ ସପ୍ତପୁରୀ ଅମବାସ୍ୟାଠାରୁ ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ ।କାହିଁକି ପ୍ରଥମେ ନୂଆଁ ଖାଆନ୍ତି ପଥର୍ଲା ଗ୍ରାମବାସୀ ? ପଥର୍ଲା ଗାଁର ମୁଖ୍ୟ ଝଙ୍କାର ବା ପୂଜାରୀ ଶରତ ଚନ୍ଦ୍ର ମାଝୀ କହିଛନ୍ତି,"କିମ୍ବଦନ୍ତୀ ରହିଛି ଯେ, ନାଗବଂଶ ରାଜାଙ୍କ ସମୟର ଗଙ୍ଗବଂଶ ସହ ଯୁଦ୍ଧ ହୋଇଥିଲା । ଆଉ ସେହି ସମୟରେ ପଥର୍ଲା ଗାଁର ଗନ୍ତିଆ ଯୁଦ୍ଧରେ ନାଗବଂଶ ରାଜାଙ୍କୁ ସାହାଯ୍ୟ କରିଥିଲେ । ଫଳରେ ରାଜା ଯୁଦ୍ଧରେ ବିଜୟ ଲାଭ କରିଥିଲେ । ପରେ ମହାରାଜ ଗନ୍ତିଆଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରିବା ସହ ଗନ୍ତିଆଙ୍କୁ ମନ ପସନ୍ଦର ପୁରସ୍କାର ମାଗିବା ପାଇଁ କହିଥିଲେ । ଆଉ ସେହି ସମୟରେ ଗନ୍ତିଆ ସର୍ବାଗ୍ରେ ନୂଆଁ ଖାଇବା ପାଇଁ ରାଜାଙ୍କୁ ପୁରସ୍କାର ମାଗିଥିଲେ । ଆଉ ସେହିଦିନ ଠାରୁ ପଥର୍ଲା, ବାହାଦୁର ପଦର, ପଲକା ପଡ଼ା ଆଦି ତିନୋଟି ଗାଁର ଲୋକେ ପ୍ରଥମେ ନୂଆଁଖାଇ ପାଳନ କରି ଆସୁଛନ୍ତି ।" ସେ ଆହୁରି ମଧ୍ୟ କହିଛନ୍ତି," ନୂଆଁଖାଇ ପାଇଁ ସମସ୍ତେ ଏହି ଗୋଟିଏ ଦିନ ପାଇଁ ବି ଗାଁକୁ ଆସିଥାନ୍ତି । ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ସ୍ବତନ୍ତ୍ର ବ୍ୟଞ୍ଜନ ତିଆରି ହୋଇଥାଏ । ଶାଳ ଓ କୁରେଇ ପତ୍ରରେ ଖଲି ଠୋଲା ତିଆରି କରାଯାଇ ଥାଏ ।ସେଥିରେ ଆମେ ନୂଆଁ ଖାଇଥାଉ । ଆମେ ପ୍ରଥମେ ନୂଆଁଖାଇ ସପ୍ତପୁରୀ ଅମାବାସ୍ୟା ଦିନ ଗାଁର ଇଷ୍ଟଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ପ୍ରତିପଦା ଦିନ ଘରର ଇଷ୍ଟଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରି ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ପାଳନ କରିଥାଉ । "ସେହିପରି ଅନ୍ୟ ଜଣେ ଗ୍ରାମବାସୀ ପ୍ରିୟଙ୍କା ମାଝୀ କହିଛନ୍ତି,"ଆମେ ପ୍ରଥମେ ନୂଆଁଖାଇ ଥାଉ । ଆଜି ବହୁତ୍ ଖୁସି ଲାଗୁଛି କାରଣ ସମସ୍ତେ ଏକାଠି ହୋଇଛୁ । ମିଳିମିଶି ଏକା ସଙ୍ଗାରେ ନୂଆଁଖାଇ ପାଳନ କରିଛୁ । ପିଠାପଣା କରିବା ସହିତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ସମସ୍ତେ ଏକାଠି ବସି ନୂଆଁ ଖାଇବା ପରେ ଜୁହାର ଭେଟ ଆୟୋଜନ ହୋଇଥିଲା ।"ଏହା ମଧ୍ୟ ପଢନ୍ତୁ...ମା' ସମଲେଶ୍ୱରୀଙ୍କ ପାଖକୁ ଆସିଲା ନୂଆଁଖାଇ ପାଇଁ ଷାଠିଆ ଧାନ - NUAKHAI NUA DHANA ଏହା ମଧ୍ୟ ପଢନ୍ତୁ...ଢୋଲ,ମହୁରୀ ତାଳେ ତାଳେ ବିଭୋର ଘୁଙ୍ଗୁର: ନୂଆଁଖାଇ ପ୍ରସ୍ତୁତିରେ ମସଗୁଲ କଳାକାର - NUAKHAI FESTIVAL ଏହା ମଧ୍ୟ ପଢନ୍ତୁ...କେବେଠୁ ଆରମ୍ଭ ନୂଆଁଖାଇ ? ଗୋଟିଏ ଦିନରେ ପାଳିବାକୁ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ - NUAKHAI FESTIVAL 2025
ଇଟିଭି ଭାରତ, କଳାହାଣ୍ଡି
Category
🗞
News
Transcript
Display full video transcript
00:00
foreign
00:10
foreign
00:14
foreign
00:22
foreign
00:28
What is the preparation for you?
00:58
Thank you very much.
01:28
Thank you very much.
01:58
Thank you very much.
02:28
Thank you very much.
02:58
Thank you very much.
Show less
Comments
Add your comment
Recommended
1:32
|
Up next
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
3 days ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
2 months ago
1:19
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭକଲେ ୬୧ତମ ଫେମିନା ମିସ୍ ଇଣ୍ଡିଆର ୩୦ ପ୍ରତିଯୋଗୀ
ETVBHARAT
3 months ago
3:15
ଫେମିନା ମିସ୍ ଇଣ୍ଡିଆ ନିକିତା ପରୱାଲ: "କୌଣସି ସ୍ବପ୍ନ ଛୋଟ ବଡ଼ ନଥାଏ.. ଆଗକୁ ଦେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବି"- ନିକିତା
ETVBHARAT
3 months ago
3:29
'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି'
ETVBHARAT
4 months ago
6:23
ବିଜେପି କାର୍ଯ୍ୟାଳୟରେ ଜମିଲା ରଙ୍ଗର ପର୍ବ, ଯାଜପୁର ଓ ଅନୁଗୋଳରେ ନେତା ଖେଳିଲେ ହୋଲି
ETVBHARAT
4 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
4 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
5 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
5 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
6 months ago
2:13
ମାଲ୍ୟବନ୍ତ ମହୋତ୍ସବ-୨୦୨୫, ଉନ୍ମୋଚନ ହେଲା ପୋଷ୍ଟର
ETVBHARAT
7 months ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
8 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
8 months ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
8 months ago
3:26
ସବୁଜ ଦୀପାବଳି ପାଳିବେ ବସ୍ତି ପିଲା, ପ୍ରଦୂଷଣ ରୋକିବାକୁ ଦିଆଗଲା ବାର୍ତ୍ତା
ETVBHARAT
9 months ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
9 months ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
9 months ago
3:37
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
9 months ago
8:01
ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା
ETVBHARAT
9 months ago
2:53
ବମିଖାଲରେ ଆକର୍ଷଣୀୟ ସାଜିଛି 'ରାମୋଜୀ ଫିଲ୍ମ ସିଟି'ର ମହାଭାରତ ସେଟ ତୋରଣ
ETVBHARAT
9 months ago
3:28
ଆଜିଠୁ ମା' ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା
ETVBHARAT
9 months ago
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
11 months ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1 year ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
1 year ago
6:24
Delhi Opens First Women's Police Station, Marking New Step Towards Gender-Sensitive Policing
ETVBHARAT
15 minutes ago
Comments