Skip to player
Skip to main content
Skip to footer
Search
Connect
Watch fullscreen
Like
Bookmark
Share
Add to Playlist
Report
ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ETVBHARAT
Follow
3 months ago
କେନ୍ଦ୍ରାପଡା: ରତ୍ନମଣ୍ଡପରୁ ଓହ୍ଲାଇ ଆସି ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ପ୍ରଭୁ ବଳଦେବଜୀୟୁ । ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ତୁଳସୀ କ୍ଷେତ୍ର । ଏଠାରେ ବଡଠାକୁର ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି । ନୀତିକାନ୍ତି ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ସକାଳ ୯ ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବକ ପଣ୍ଡାମାନେ ଧାଡି ପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ । ପରେ ଜୟମଙ୍ଗଳା ଆରତୀ, ନୀତି ସ୍ନାନ, ବଲ୍ଲଭ ଭୋଗ , ମଙ୍ଗଳାର୍ପଣ କରାଯାଇଥିଲା । ଏହାପରେ ମଧ୍ୟାହ୍ନ ସମୟରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ୧୦୮ କଳସ ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା ।ଏହାପରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।ରାତିରେ ଶ୍ରୀଜୀଉଙ୍କୁ ଧାଡି ପହଣ୍ଡିରେ ଅଣସର ଗୃହକୁ ନିଆଯିବ ବୋଲି କହିଛନ୍ତି ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ ।ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ:ସେହିପରି ତୁଳସୀ କ୍ଷେତ୍ରର ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ରହ୍ମ ତାଳଧ୍ବଜ ରଥର କାର୍ଯ୍ୟ ଅନୁକୂଳ ହୋଇ ୧୪ଟି ଚକ ,୭ଟି ଅଖରେ ଯୋଚା ଯାଇଥାଏ । ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦୁଇଟି ନୂଆ ଚକ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଏ ।ହେଲେ ଚଳିତବର୍ଷ ଚାରୋଟି ନୂଆ ଚକ ସମେତ ତିନୋଟି ନୂଆ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ବିଶ୍ବାସ ରହିଛି ଯେ ସ୍ନାନ ମଣ୍ଡପରୁ ଶ୍ରୀବଳଦେବଜୀୟୁ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥାନ୍ତି । ଆଜିଠାରୁ ଶ୍ରୀଜୀୟୁମାନେ ଜ୍ବରରେ ପିଡିତ ହୋଇ ଅଣସର ଘରେ ଚିକିତ୍ସିତ ହେବେ ଏବଂ ଜୁନ ୨୫ ତାରିଖରେ ନବଯୌବନ ଦର୍ଶନ ପରେ ମାଉସୀ ଘରକୁ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି ।ଏହା ମଧ୍ୟ ପଢନ୍ତୁ... ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ବ୍ରହ୍ମାଣ୍ଡ ଗୋସାଇଁଙ୍କ ଦିବ୍ୟସ୍ନାନ, ଗଜପତି ମହାରାଜାଙ୍କ ଛେରା ପହଁରା - SNANA YATRA 2025ଏହା ମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କୁ ଆଶିଷ ନେଲେ ମୋହନ ମାଝୀ, ସୁରୁଖୁରୁରେ ଚାଲିଛି ସ୍ନାନଯାତ୍ରା - SNANA YATRA 2025 କେନ୍ଦ୍ରାପଡା ,ଇଟିଭି ଭାରତ
Category
🗞
News
Transcript
Display full video transcript
00:00
登場
00:05
In-이라는 operator
00:09
In-diogיא
00:12
Episode 4
00:14
In-Ii-I-I
00:20
In-Ii-I-I
00:54
.
01:21
.
01:23
What is the name of the Lord and the Lord?
01:36
What is the name of the Lord?
01:42
What is the name of the Lord?
01:44
I have been the name of the Lord.
01:52
Today, we have a great deal of the people who have lost the land of the land of the land.
02:14
This is the most important part of the Hindu religion and the whole religion.
02:26
This is the most important part of the religion and religion.
02:41
We are here in the Nannapunni.
02:45
We are at the moment.
02:49
We are very fortunate to see this.
02:53
We are also very fortunate to have a lot of people who are working on this place.
02:59
We have been very fortunate to have a lot of people who are especially now.
03:05
We are also fortunate to have a lot of people who are living in the place.
03:08
What have you done to do?
03:10
Yes, I did. I was happy to see that I kept the city of Pila.
03:16
Yes, we were here for a long time.
03:23
We were here for the city of Pujam.
03:26
We were here for a long time, but we were here for a long time.
03:30
Thank you for your time.
Recommended
3:24
|
Up next
ଛୁଆ ପାଇଁ ଗୁଆ ଖୋଜା
ETVBHARAT
8 months ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
3 weeks ago
2:55
ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ETVBHARAT
8 months ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
8 months ago
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
3 weeks ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
8 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
8 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
8 months ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
3 months ago
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
8 months ago
1:08
ନିଆରା ଢଙ୍ଗରେ ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
5 days ago
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
2 months ago
2:51
ସ୍ୱାଧୀନତା ଦିବସ 2025; ବାଲୁକାକଳାରେ 'ଅପରେସନ ସିନ୍ଦୂର' ଝଲକ
ETVBHARAT
2 weeks ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
8 months ago
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
2 months ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
8 months ago
2:04
ଲୁଗା ଦୋକାନରେ ନିଆଁ, ୬୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଧୂଳିସାତ
ETVBHARAT
8 months ago
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
8 months ago
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
2 months ago
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
8 months ago
1:54
ଶୁଣ୍ଠରେ ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ
ETVBHARAT
7 months ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
8 months ago
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
8 months ago
2:23
ପାର୍ବଣ ଆସିଲେ ପ୍ରଦୂଷଣ; କେବଳ କାଗଜ କଲମରେ ରହିଯାଉଛି ନିର୍ଦେଶ
ETVBHARAT
3 hours ago
0:26
प्रयागराज में छात्र के 9 टुकड़े कराने वाला तांत्रिक गिरफ्तार; दादा ने दी थी बलि, लाश के टुकड़े दक्षिण-पश्चिम और उत्तर दिशा में फेंके थे
ETVBHARAT
4 hours ago