Skip to playerSkip to main content
  • 5 months ago
Diwali 2025: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଜଳିବ ଦୀପ, ସନ୍ଧ୍ୟା ସମୟରେ ବାଣ ଫୁଟାଇ ଉତ୍ସବ ପାଳନ କରିବେ ଲୋକେ । ଦୀପାବଳିକୁ ନେଇ ପୁରପଲ୍ଲୀ ସବୁ ଉତ୍ସବମୁଖର । ଏହି ଅବସରରେ ବାଲୁକା ଚିତ୍ରକଳାରେ ଦେଶବାସୀଙ୍କୁ ଦୀପାବଳି ପର୍ବ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ଦୀପାବଳି ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସବୁ ଆଡ଼େ ଆଲୋକର ପର୍ବ ଦୀପାବଳିକୁ ନେଇ ଖୁସି ଓ ଉତ୍ସାହର ମାହୋଲ୍ । ଏହି ଅବସରରେ ବାଲୁକା ଚିତ୍ରକଳାରେ ପବିତ୍ର ଦୀପାବଳି ଉତ୍ସବର ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ମା’ କାଳୀଙ୍କ ଏକ ବିଶାଳ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯେଉଁଥିରେ 1000ରୁ ଊର୍ଦ୍ଧ୍ବ ଦୀପ ଓ 6 ଟନ ବାଲି ବ୍ୟବହାର କରାଯାଇଛି । ଦୀପ ଗୁଡିକ ଅତି ସୁନ୍ଦର ଭାବେ ସଜ୍ଜିତ କରାଯାଇଥିବା ବେଳେ ଲେଖାଯାଇଛି ‘Let Us Rise With Strength Atma Nirbhar Bharat' । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ଭାରତ ଆହ୍ବାନକୁ ସଫଳ କରିବାକୁ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ସେପଟେ ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।ଏହା ମଧ୍ୟ ପଢନ୍ତୁ:‘ଆଲୋକର ପର୍ବ’ ଉତ୍ସବ ମୁଖର ପୁରପଲ୍ଲୀ, ଦୀପାବଳି ପାଳନ ବେଳେ ମାନନ୍ତୁ ଏସବୁ ସତର୍କତାପୂଜାମଣ୍ଡପରେ କାହିଁକି ପୂଜା ପାଆନ୍ତି ଛିନ୍ନମସ୍ତା କାଳୀ ? କାହିଁକି ମା' ନିଜ ମସ୍ତକ ଛେଦନ କରିଥିଲେ !ପରିବେଶ ଅନୁକୂଳ ଦୀପାବଳି ପାଳନ ପାଇଁ ରାଷ୍ଟ୍ରପତି ମୁର୍ମୁଙ୍କ ଆହ୍ୱାନ, ମୋଦି କହିଲେ ଭାରତୀୟ ଉତ୍ପାଦ କିଣନ୍ତୁଇଟିଭି ଭାରତ, ପୁରୀ

Category

🗞
News
Transcript
00:00Let's start with a new video on YouTube.
00:04It's a new video on YouTube, it's a new video.
00:08So I'll show you the next video.
00:20If you want, we'll be right back.
00:24Thank you very much for joining us.
00:32We have done a lot of sculptures in Baluka.
00:36We have installed thousands of people.
00:40In fact, we have written a message about Atma Nervar Bharat.
00:44The Honorable Prime Minister Naranda Budi,
00:46the slogan is Local for Vocal Atma Nervar Bharat.
00:50We have a festival.
00:54We have a special day,
00:59and we have a special day.
01:01We have a special day.
01:03We have a special day.
01:06We have a special day with local creativity and local for vocal.
01:13has been done before and we were in our country.
01:16What is the outcome of the future?
01:20No, we have the people who want to go for green.
01:30They have increased in all our cities, and we are going to go for green.
01:38around six tons of sand
01:43sculptures
01:46more than thousands of
01:50students
01:53We will be able to get to the end of the day, and we will be able to get to the end of the day.
Comments

Recommended