Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ରାମୋଜୀ ଫିଲ୍ମ ସିଟିରେ ସ୍ୱାଧୀନତା ଦିବସ, ଅଭିବାଦନ ଗ୍ରହଣ କଲେ ରାମୋଜୀ ଗ୍ରୁପ୍ ଅଧ୍ୟକ୍ଷ
1 year ago
ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜୀରେ ପାଳନ ହେଲା ସ୍ୱାଧୀନତା ଦିବସ । ରାମୋଜୀ ଫିଲ୍ମ ସିଟିରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ରାମୋଜୀ ଗ୍ରୁପ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସିଏଚ୍ କିରଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାମୋଜୀ ଗ୍ରୁପ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀରାମୋଜୀ ରାଓଙ୍କ ନାତୀ ସୁଜୟ, ଇଟିଭି ସିଇଓ ବାପିନେଡୁ, ୟୁକେଏମଏଲ ନିର୍ଦ୍ଦେଶକ ଶିବ ରାମକୃଷ୍ଣ, ଇଟିଭି ଭାରତ ସିଇଓ ଶ୍ରୀନିବାସ ଜୋନାଲାଗଡା,ଇଟିଭି ଭାରତ ନେଟୱାର୍କ ସମ୍ପାଦକ ବିଲାଲ ଅହମ୍ମଦ ଭଟ୍ଟଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କେବଳ କମ୍ପାନୀର ଗଭୀର ଦେଶପ୍ରେମ ଭାବନାକୁ ପ୍ରତିଫଳିତ କରିନଥିଲା ବରଂ ସଂଗଠନର ବିଭିନ୍ନ କ୍ଷେତ୍ରର କର୍ମଚାରୀମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମଜବୁତ କରିଥିଲା । ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; ବିକାଶର ନୂଆ ଯାତ୍ରାରେ ଓଡ଼ିଶା, ୨୦୩୬ ପାଇଁ ୩୬ଟି ଭିଜନ ସଂକଳ୍ପ - INDEPENDENCE DAY 2025 ଏହା ମଧ୍ୟ ପଢନ୍ତୁ...ଲାଲକିଲ୍ଲାରୁ ମୋଦିଙ୍କ ଆତ୍ମନିର୍ଭର ଭାରତ ବାର୍ତ୍ତା: କମିବ GST ବୋଝ, ଯୁବବର୍ଗ ପାଇଁ ରୋଜଗାର ଯୋଜନା - INDEPENDENCE DAY 2025ବ୍ୟୁରୋ ରିପୋର୍ଟ,ହାଇଦ୍ରାବାଦ
Category
🗞
News
Transcript
Display full video transcript
00:00
Thank you for listening.
Show less
Comments
Log in to post a comment
Recommended
4:33
|
Up next
ବିକଶିତ ଭାରତରେ ଓଡ଼ିଶାର ଅବଦାନ ଅଧିକ ରହିବ: ରାଜ୍ୟ ବିଜେପି ସଭାପତି
ETVBHARAT
5 weeks ago
1:34
ବାଲୁକା କଳା ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ETVBHARAT
5 weeks ago
8:06
ନେତାମାନେ ଯେତେ ଶିକ୍ଷିତ ହେବେ, ଦେଶ ସେତେ ଆଗକୁ ଯିବ: ବନ୍ଦେ ମାତରଂ ସଂଘ
ETVBHARAT
5 weeks ago
1:11
ସ୍ୟାଣ୍ଡ ଆନିମେସନରେ ରଥଯାତ୍ରା ଶୁଭେଚ୍ଛା
ETVBHARAT
2 months ago
6:56
ଭୁବନେଶ୍ୱର ଫରେଷ୍ଟ ପାର୍କରେ ଧୁମଧାମରେ ପାଳିତ ହେଲା ରଜ ସଂକ୍ରାନ୍ତି
ETVBHARAT
3 months ago
1:34
जुआरियों पर जांजगीर पुलिस का एक्शन, गोरिल्ला वार टेक्निक से मकान में दबिश, 4 लाख रुपए से ज्यादा रकम जब्त
ETVBHARAT
12 minutes ago
0:23
दुर्ग में एजेंसी से कई सिलेंडर की चोरी, मुख्य आरोपी के साथ चोरी के सिलेंडर खरीदने वालों पर भी एक्शन
ETVBHARAT
13 minutes ago
1:28
আইএফএ রিপ্লে'র দাবি না-মানায় শিল্ড পাকাপাকিভাবে বয়কট মহামেডানের
ETVBHARAT
13 minutes ago
1:03
ਪੰਜਾਬ ਵਿੱਚ ਮੁਕਾਬਲੇ ਦੌਰਾਨ ਗੈਂਗਸਟਰ ਕਸ਼ਮੀਰ ਪੁੰਗੀ ਢੇਰ, ਮਾਸੂਮ ਬੱਚੇ 'ਤੇ ਚਲਾਈਆਂ ਸਨ ਗੋਲੀਆਂ
ETVBHARAT
14 minutes ago
5:08
جموں کشمیر اسمبلی اجلاس کا پہلا دن؛ ہنگامہ آرائی، الزامات اور جوابات
ETVBHARAT
14 minutes ago
3:34
JEE ଆଡଭାନ୍ସ ପରୀକ୍ଷାରେ ସଫଳତା ଆଣିଲେ ଯାଜପୁରର ସୁଦୀପ ଓ ଅର୍ଜୁନ
ETVBHARAT
4 months ago
5:54
ହାଇଦ୍ରାବାଦରେ ଉତ୍କଳ ଦିବସ ପାଳନ, ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ପ୍ରବାସୀ ଓଡ଼ିଆ
ETVBHARAT
6 months ago
3:01
ଉତ୍କଳ ଦିବସରେ ରସଗୋଲା ମହୋତ୍ସବ, ଗ୍ୟାସ ସଙ୍କଟ ପାଇଁ କମିଲା ମିଠା ଭେରାଇଟି
ETVBHARAT
6 months ago
2:12
INS ଚିଲିକାରେ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ
ETVBHARAT
9 months ago
2:19
ଟେଷ୍ଟ ଅଫ୍ ଶିମିଳିପାଳ; ଲୋକଙ୍କୁ ଦେଉଛି ସ୍ୱାଦିଷ୍ଟ ଦେଶୀ ଖାଦ୍ୟ
ETVBHARAT
9 months ago
1:10
Constitution Day: ବାଲୁକାରେ ୬ ଫୁଟ ଉଚ୍ଚତାର ଭାରତୀୟ ସମ୍ବିଧାନ ପୁସ୍ତକ କରି ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
10 months ago
3:41
ରାଷ୍ଟ୍ରପତିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ, ତିରୁପତି ବାଲାଜୀଙ୍କ କଲେ ଦର୍ଶନ
ETVBHARAT
10 months ago
5:57
ନୂଆପଡାରେ ଫୁଟିଲା ପଦ୍ମ, ବିଜୟ ପଛର କାରଣ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ
ETVBHARAT
10 months ago
1:50
ଭୋଟ୍ ଦେଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, କହିଲେ '2000% ଆଶାବାଦୀ'
ETVBHARAT
10 months ago
4:33
ବିନ୍ଦୁ ସାଗରରେ ଭାସିଲା ଧର୍ମର ଡଙ୍ଗା, ଉଜ୍ଜୀବିତ ହେଲା ନୌବାଣିଜ୍ୟ ପରମ୍ପରା
ETVBHARAT
11 months ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
11 months ago
2:14
ମା' ଶ୍ୟାମାକାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ଯାଜପୁର, ଶେଷ ହେଲା କଳସ ବିସର୍ଜନ
ETVBHARAT
11 months ago
3:31
ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ETVBHARAT
1 year ago
3:31
ମହାପ୍ରଭୁଙ୍କ ପ୍ରେମରେ ମରିସସର ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ
ETVBHARAT
2 years ago
2:51
ସ୍ୱାଧୀନତା ଦିବସ 2025; ବାଲୁକାକଳାରେ 'ଅପରେସନ ସିନ୍ଦୂର' ଝଲକ
ETVBHARAT
1 year ago
Comments