Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ଖୋଲିଲା ହୀରାକୁଦର 4 ଗେଟ୍, ଲଘୁଚାପ ପୂର୍ବରୁ ବନ୍ୟାଜଳ ନିଷ୍କାସନ
ETVBHARAT
Follow
5 months ago
Hirakud Dam Gate Opening 2025 ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଗେଟ୍ । ଗତ କିଛି ଦିନ ତଳେ ହୀରାକୁଦ ଡ୍ୟାମର ସବୁ ଗେଟକୁ ବନ୍ଦ କରାଯାଇଥିବା ବେଳେ ଆଜି ପୁଣି 4ଟି ଗେଟରୁ ବନ୍ୟାଜଳ ଛଡ଼ାଯାଇଛି l ଆଜି ପୂର୍ବାହ୍ନ 10ଟାରେ ହୀରାକୁଦ ଡ୍ୟାମର 4ଟି ଗେଟ ଖୋଲାଯାଇଥିବା ନେଇ ମୁଖ୍ୟଯନ୍ତ୍ରୀ ଇଂ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ପାଣିପାଗ ବିଭାଗ ଆଗାମୀ 25 ତାରିଖରେ ଲଘୁଚାପ ଜନିତ ବର୍ଷା ହେବାର ଅନୁମାନ କରୁଥିବାରୁ ହୀରାକୁଦର ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।ଖୋଲିଲା ହୀରାକୁଦ ଗେଟ୍:ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି,"ଆଜି ଦିନ 9ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର 620.50 ଫୁଟ ରହିଥିବା ବେଳେ. ଜଳ ଭଣ୍ଡାରର ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ପ୍ରାୟ ଅଢେଇ ଲକ୍ଷ କ୍ୟୁସେକ ବନ୍ୟଜଳ ପ୍ରବେଶ କରୁଥିଲା । ଏହାସହ ପାୱାର ଚ୍ୟାନେଲ ଏବଂ ଅନ୍ୟାନ୍ୟ କେନାଲ ମାଧ୍ୟମରେ ପ୍ରାୟ 35 ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଥିଲା l ତେବେ ଆଜିର ଦିନରେ ହୀରାକୁଦ ଡ୍ୟାମର କର୍ଭ ରୁଲ ଅନୁସାରେ ଏହାର ଜଳସ୍ତର 623 ଫୁଟ ରହିବାର ନିୟମ ଥିବାବେଳେ ଆଜି ଦିନ 9ଟା ସୁଦ୍ଧା ଏହାର ଜଳସ୍ତର 620 ଫୁଟ ରହିଛି l କିନ୍ତୁ ଆସନ୍ତା 25 ତାରିଖରେ ପାଣିପାଗ ବିଭାଗ ଏକ ଲଘୁଚାପ ହେବାର ପୂର୍ବାନୁମାନ କରିଥିବାରୁ ଆମେ ଆଜି 4ଟି ଗେଟ ଖୋଲିଛୁ । ଏହାଦ୍ୱାରା ଆମେ ଜଳସ୍ତରକୁ ନିୟନ୍ତ୍ରଣରେ ରଖିପାରିବୁ । ଏହାଦ୍ୱାରା ହୀରାକୁଦ ତଳ ମୁଣ୍ଡରେ କୌଣସି ପ୍ରକାର ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ । ବର୍ତ୍ତମାନ ହୀରାକୁଦର 4ଟି ଗେଟ ଓ ପାୱାର ଚେନେଲ ଜରିଆରେ ପ୍ରାୟ 90 ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି ।"ଏହା ମଧ୍ୟ ପଢନ୍ତୁ...ହୀରାକୁଦ ଛାଡିଲା ପ୍ରଥମ ବନ୍ୟାଜଳ, ଖୋଲିଲା 20 ଗେଟ୍ - HIRAKUD DAM SLUICE GATE OPENEDଏହା ମଧ୍ୟ ପଢନ୍ତୁ...ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି; ବିପଦ ସଙ୍କେତ ଉପରେ ବିଭିନ୍ନ ନଦୀର ଜଳସ୍ତର, ଫୋକସରେ ବାଲେଶ୍ୱର-ଭଦ୍ରକ-ଯାଜପୁର - ODISHA FLOOD UPDATEଏହା ମଧ୍ୟ ପଢନ୍ତୁ...ଆହୁରି ଖୋଲିପାରେ ହୀରାକୁଦ ଗେଟ୍, ବେହାଲ କଲାଣି ବନ୍ୟାଜଳ - FLOOD SITUATION IN ODISHA
ଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:00
I am a man that I am the one who has been in the world.
00:05
I am the one who has been in the world.
00:11
I am the one who is the one who has been in the world.
00:45
Thank you so much for joining us today.
00:51
We are now at 623.
00:56
We are now at 623.
01:00
We are now at 623.
01:05
We are now at 623.
01:11
It is the flowers of the tree.
01:19
It is still very unique.
01:24
If you have any flowers,
01:26
you will start the garden because we should start garden parcel.
01:34
I am not a good idea, but I am a good idea.
01:37
This is a good idea.
01:42
I am a good idea.
01:46
I am a good idea.
01:50
I am a good idea.
Be the first to comment
Add your comment
Recommended
40:59
|
Up next
Well Intended Love | Season01 Episode03 | Chinese Drama Hindi [ENG SUB]
Bailu My Lulu
5 months ago
25:57
Fall in Love With Him | Season01 Episode02 | Chinese Drama Hindi [ENG SUB]
Bailu My Lulu
5 months ago
26:33
HOME DEFENSE GADGETS THAT WILL BE USEFUL FOR EVERYONE
Top Tech World
5 months ago
1:16
Arco Teaser Trailer (2025)
NoPopCorn
5 months ago
9:05
Pierrot le Foot : Conflit LFP versus Canal + Canal denigre la Ligue 1 pour la Saison de Football 2025-2026
FLPLOUZANE TV
5 months ago
3:31
কোন পিরিতি করলাম আমি কান্দায় সারাক্ষণ | Bangla Sad Song | Nazmul Hoque | BRM OFFICIAL | Sad Song
Bengali Remix Music
5 months ago
1:15
Anggaran Pendidikan 2026 Jadi Rp757,8 Triliun, Terbesar Sepanjang Sejarah
Metrotvnews.com
5 months ago
1:54
Suhana Khan: Bollywood's Princess Gears A Yellow-Youthful Look For The Mega Maybelline Event
LehrenDotCom
5 months ago
1:21
The Crew Motorfest Luxury Chronicles Europe Playlist Trailer PS5 & PS4 GamesVideo Trailers
game goat
5 months ago
7:57
Pierrot le Foot : l'Affaire Rabiot (Ligue 1 Saison 2025-2026) Partie 1
FLPLOUZANE TV
5 months ago
2:19
ଟେଷ୍ଟ ଅଫ୍ ଶିମିଳିପାଳ; ଲୋକଙ୍କୁ ଦେଉଛି ସ୍ୱାଦିଷ୍ଟ ଦେଶୀ ଖାଦ୍ୟ
ETVBHARAT
4 weeks ago
2:50
ବାଲାଜୀ ମନ୍ଦିରକୁ ଆସିଲେ ବିରଳ ଅତିଥି, ନାଁ ରାଧା-କୃଷ୍ଣ
ETVBHARAT
3 months ago
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1 year ago
2:55
ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ETVBHARAT
1 year ago
2:04
ଲୁଗା ଦୋକାନରେ ନିଆଁ, ୬୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଧୂଳିସାତ
ETVBHARAT
1 year ago
0:56
मनरेगा बचाओ महासंग्राम अभियान: मोदी सरकार बंद करना चाहती है किसानों-मजदूरों की ये योजना-इंदिरा मीणा
ETVBHARAT
8 minutes ago
1:07
30 जनवरी को देवघर में आर्टिफिशियल इंटेलिजेंस को लेकर भव्य सेमिनार, कई राष्ट्रों के अध्यक्ष होंगे शामिल: निशिकांत दुबे
ETVBHARAT
14 minutes ago
2:17
प्रधानमंत्री स्वनिधि योजना से बेरोजगारों की बल्ले-बल्ले, आसानी से मिल रहा लोन, भिवानी में इतने लोगों ने कर दिया अप्लाई
ETVBHARAT
14 minutes ago
6:48
ಗದಗ: ಮನೆ ಕಟ್ಟಲು ಅಡಿಪಾಯ ತೆಗೆಯುವ ವೇಳೆ ನಿಧಿ ಪತ್ತೆ!
ETVBHARAT
14 minutes ago
3:47
ಹುಬ್ಬಳ್ಳಿಯಲ್ಲಿ ಮಹಿಳೆ ಮೇಲೆ ಸಾಮೂಹಿಕ ಅತ್ಯಾಚಾರ, ವಿಡಿಯೋ ಹರಿಬಿಟ್ಟು ವಿಕೃತಿ: ಮೂವರು ಆರೋಪಿಗಳು ಪೊಲೀಸ್ ವಶಕ್ಕೆ
ETVBHARAT
15 minutes ago
3:34
गुरुजी को श्रद्धांजलि के समय फफक पड़ी रूपी सोरेन, कहा- मुझे ये सब अच्छा नहीं लगता, मुख्यमंत्री की आंखें भी हुईं नम
ETVBHARAT
17 minutes ago
1:40
ఆత్రేయపురంలో అంబరాన్నంటిన సంక్రాంతి సంబరాలు - ప్రత్యేక ఆకర్షణగా నిలిచిన ఈత పోటీలు
ETVBHARAT
24 minutes ago
9:09
‘ਮਨਰੇਗਾ ਦਾ ਕੰਮ ਰੋਕ ਕੇ ਆਰਥਿਕ ਵਿਵਸਥਾ ਨੂੰ ਕਰ ਰਿਹਾ ਬਰਬਾਦ ਮਾਨ ਸਰਕਾਰ’
ETVBHARAT
25 minutes ago
2:58
मनरेगा बनाम जी राम जी को लेकर विवाद जारी, जशपुर के कुनकुरी में हुआ “मनरेगा बचाओ संग्राम”, धमतरी में कांग्रेस ने किया प्रदर्शन
ETVBHARAT
30 minutes ago
6:25
Success Story: 'सामाजिक ताना को बोल्ड कर अंडर-19 तक सफर' क्रिकेटर नैंसी की प्रेरक कहानी
ETVBHARAT
33 minutes ago
Be the first to comment