Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
1 year ago
Mahaparv Chhat Puja Begins ପାଟନା: ଆରମ୍ଭ ହୋଇଯାଇଛି ପବିତ୍ର ଛଟ୍ ପୂଜା । ଚାରି ଦିନ ବ୍ୟାପୀ ଏହା ପାଳନ ହେବାକୁ ଯାଉଛି । ଏହାର ପ୍ରଥମ ଦିନ ଆଜି(ଶନିବାର) ପାଳନ କରାଯାଇଛି । ଏହାକୁ 'ନାହାୟ-ଖାୟ' କୁହାଯାଏ । ଶ୍ରଦ୍ଧାଳୁମାନେ ପାଟନାର ଗଙ୍ଗାନଦୀକୂଳରେ JP ସେତୁ ଘାଟରେ ଏକତ୍ରିତ ହୋଇ ପବିତ୍ର ସ୍ନାନ କରିଥିଲେ । ଏହା ପରେ ଭକ୍ତମାନେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ ।'ନାହାୟ-ଖାୟ' ପରମ୍ପରା ଅନୁଯାୟୀ ବ୍ରତଧାରୀମାନଙ୍କୁ ବ୍ରତୀ ବୋଲି କୁହାଯାଏ । ବ୍ରତୀମାନେ ପବିତ୍ର ନଦୀରେ ସ୍ନାନ କରି ନିଜକୁ ପବିତ୍ର କରିଥାନ୍ତି । ଗାଧୋଇ ଇଶ୍ବରଙ୍କୁ ପ୍ରାର୍ଥନା କରି ନିଜ ଘରେ ଚାଉଳ, ଡ଼ାଲି ଓ ପରିବା ମିଶାଇ ଶୁଦ୍ଧ ଓ ସାତ୍ତ୍ବିକ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ସ୍ବାମୀ ଓ ପୁତ୍ରଙ୍କ ଶୁଭ ମନାସନ୍ତି:ଜଣେ ମହିଳା ଭକ୍ତ ନିଲମ୍ ସିଂ କହିଛନ୍ତି, "'ନାହାୟ-ଖାୟ' ପରମ୍ପରାଟି ନିଜର ସ୍ବାମୀ ଓ ପୁତ୍ରଙ୍କ ଶୁଭ ହେବା ପାଇଁ କରାଯାଇଥାଏ । ଛଟ୍ ପୂଜା ଆମ ପାଇଁ ଏକ ମୂଖ୍ୟ ପର୍ବ ଅଟେ । ଆଜି ଆମେ 'ନାହାୟ-ଖାୟ' ପାଳନ କରିଥିଲୁ ।ସାରା ଦେଶରେ ପାଳନ କରାଯାଏ:ଅନ୍ୟ ଜଣେ ମହିଳା ଭକ୍ତ ରବି ଅଗ୍ରୱାଲ କହିଛନ୍ତି,"ଛଟ୍ ପୂଜା ଛଟ ମହାପର୍ବ ଭାବେ ପ୍ରସିଦ୍ଧ । ଏହା କେବଳ ବିହାର ନୁହେଁ ବରଂ ସାରା ଭାରତରେ ପାଳନ କରାଯାଏ । ଏହି ପର୍ବ ପରିବାରର ସୁଖ ସମୃଦ୍ଧି ପାଇଁ ପାଳନ କରାଯାଇଥାଏ । ଏହା ସହିତ ଏହା ଶରୀର ଓ ମନକୁ ମଧ୍ୟ ଶୁଦ୍ଧ କରିଥାଏ, ଯାହା ପରିବାରରେ ସୁଖଶାନ୍ତି ଆଣିଥାଏ । ଏହା ମଧ୍ୟ ଦେଖନ୍ତୁ: ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀସୂର୍ଯ୍ୟ ଓ ଛଟ୍ ମା'ଙ୍କ ପାଇଁ ସମର୍ପିତ:ଏହି ପର୍ବଟି ସୂର୍ଯ୍ୟ ଦେବତା ଏବଂ ତାଙ୍କ ଭଉଣୀ ଛଟୀ ମା'ଙ୍କୁ ସମର୍ପିତ । ଏହା ଶୁଦ୍ଧତା, କୃତଜ୍ଞତା ଓ ପରିବାରର ସୁଖ ସମୃଦ୍ଧି ପାଇଁ ପାଳନ କରାଯାଏ । ପାଖାପାଖି 20 ଲକ୍ଷ ଭକ୍ତ ଏହି ପର୍ବରେ ଭାଗ ନେବେ ବୋଲି ଆକଳନ କରାଯାଇଛି । ଏହା ଅକ୍ଟୋବର 25 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ପାଳନ ହେବ ।ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Category
🗞
News
Transcript
Display full video transcript
00:00
We'll see you next time.
00:29
foreign
Show less
Recommended
1:48
|
Up next
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
4 days ago
1:39
ବିଜୟା ଦଶମୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ 'ଲାଖବିନ୍ଧା' ନୀତି
ETVBHARAT
4 days ago
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
4 days ago
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
5 days ago
3:49
ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
1 week ago
0:30
शाहदरा की गीता कॉलोनी में भीषण आग: 15 झुग्गियां जलकर खाक, बेघर हुए पीड़ित परिवार
ETVBHARAT
15 minutes ago
0:47
Moradabad Suicide Attempted; Meta Alert सिस्टम से मिली सूचना पर पुलिस ने बचाई युवक की जान
ETVBHARAT
16 minutes ago
4:12
ঘনাচ্ছে দুর্যোগ, লক্ষ্মীপুজোয় কেমন থাকবে আবহাওয়া ?
ETVBHARAT
24 minutes ago
1:26
प्रतापगढ़ में आराधना मिश्रा मोना का शक्ति प्रदर्शन; कार्यकर्ताओं ने जमकर लगाए नारे
ETVBHARAT
34 minutes ago
4:52
రక్షణ రంగంలో దేశాన్ని అగ్రగామి శక్తిగా తీర్చిదిద్దేందుకు కలిసి పనిచేద్దాం : సీఎం రేవంత్ రెడ్డి
ETVBHARAT
37 minutes ago
3:04
ନବରାତ୍ରିର ତୃତୀୟ ଦିନ: କଳାକଲି ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
2 weeks ago
0:49
ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି
ETVBHARAT
3 weeks ago
1:31
ଭାଇରାଲ ଭିଡିଓ: ଏଠି ଯାତ୍ରୀ ନୁହେଁ ସିଙ୍ଗଡ଼ା ପାଇଁ ଅଟକିଯାଏ ଟ୍ରେନ୍ !
ETVBHARAT
4 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
4 months ago
3:00
ଓଡିଆ ସିନେମା ନିର୍ମାତା ରବି ସ୍ୱାଇଁଙ୍କ ଏକାଦଶାହ ଅବସରରେ ଭାବବିହ୍ୱଳ ହେଲା ଓଲିଉଡ୍ ଜଗତ
ETVBHARAT
6 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
6 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
8 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
9 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
9 months ago
3:15
WATCH: ସଂସ୍କୃତିର ଅପୂର୍ବ ସମନ୍ବୟ,ଗଜପତିରେ ଓଡ଼ିଆ-ତେଲୁଗୁ ପାଳିଲେ ମକର ସଂକ୍ରାନ୍ତି
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
10 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
1 year ago