Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ବିନ୍ଦୁ ସାଗରରେ ଭାସିଲା ଧର୍ମର ଡଙ୍ଗା, ଉଜ୍ଜୀବିତ ହେଲା ନୌବାଣିଜ୍ୟ ପରମ୍ପରା
ETVBHARAT
Follow
2 months ago
Boita Bandana 2025 ଭୁବନେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଡି ଭୋରରୁ ଡଙ୍ଗା ଭସାଇଛନ୍ତି ଲୋକେ । ଭୋରୁ ଭୋରୁ ଭୁବନେଶ୍ବର ବିନ୍ଦୁ ସାଗରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ରାଜଧାନୀର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନ କଦଳୀ ଡ଼ଙ୍ଗା ସହ ରଙ୍ଗବେରଙ୍ଗର ଡଙ୍ଗା ଇଶ୍ୱରଙ୍କୁ ସମର୍ପଣ କରି ଭସାଇଛନ୍ତି । ପିଲାଠୁ ବୟସ୍କ ସମସ୍ତେ ଧର୍ମମାସର ଶେଷ ଦିନରେ ବଡି ଭୋରରୁ ନିକଟସ୍ଥ ପୁଷ୍କରିଣୀ, ଜଳାଶୟ କିମ୍ବା ନଦୀରେ ଡଙ୍ଗା ଭସାଇଥିଲେ । ବିଶେଷ କରି ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିବା ବେଳେ ଆତସବାଜି ହୁଳହୁଳି ସହ ଆ-କା-ମା-ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର ଏଭଳି ଉଚ୍ଚାରଣରେ କମ୍ପିଥିଲା ଏକାମ୍ର କ୍ଷେତ୍ର । ବେଶ ଶ୍ରଦ୍ଧାର ସହ ପରିବାର ଓ ପ୍ରିୟଜନକ ସହ ମିଶି ଡଙ୍ଗା ଭସାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ରାଜଧାନୀବାସୀ । ଏହା ମଧ୍ୟ ପଢନ୍ତୁ:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ମହୋଦଧିରେ ଭାସିଲା ଡଙ୍ଗା, ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:00
अभया दिन अधित्र ला गहाने दीनों ने पर केंगर दे गदा द भीरें दे खाहाता दोगा राने
00:25
Thank you very much.
00:55
Thank you very much.
01:25
Thank you very much.
01:55
Thank you very much.
02:25
Thank you very much.
02:55
Thank you very much.
03:25
Thank you very much.
03:55
Thank you very much.
04:25
Thank you very much.
Be the first to comment
Add your comment
Recommended
1:46
|
Up next
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1 year ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
5 months ago
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
6 months ago
3:08
ଜୁଏଲ ଓରାମ ଙ୍କ ସହ 121
ETVBHARAT
1 year ago
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
7 months ago
1:10
Constitution Day: ବାଲୁକାରେ ୬ ଫୁଟ ଉଚ୍ଚତାର ଭାରତୀୟ ସମ୍ବିଧାନ ପୁସ୍ତକ କରି ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
7 weeks ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1 year ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
2 months ago
1:13
ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ବୋଇତ, ଲାଗିଛନ୍ତି 60 କାରିଗର
ETVBHARAT
2 months ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
3 months ago
1:07
ନେପାଳରେ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା
ETVBHARAT
4 months ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1 year ago
1:01
ଫୋକସରେ ସମୁଦ୍ରତଟ ସୁରକ୍ଷା, ପାରାଦ୍ୱୀପରେ କୋଷ୍ଟ ଗାର୍ଡର ସମରଭ୍ୟାସ
ETVBHARAT
2 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
3 weeks ago
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
1 year ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
2 months ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
6 months ago
2:03
କାଦୁଅ ରାସ୍ତାରେ ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର, ଅଧାରେ ଅଟକିଲା ଡିଜେ ଗାଡି
ETVBHARAT
6 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
3 months ago
3:15
Watch: ରଣପୁର ମହୋତ୍ସବ 'ଅର୍ଜୁନ', ଓଡ଼ିଶୀ ନୃତ୍ୟ-ମେଲୋଡିରେ ଝୁମିଲେ ଦର୍ଶକ
ETVBHARAT
2 days ago
0:39
बेमेतरा के मुक्तिधाम में रहस्यमयी घटना, अस्थियां हो रही गायब, लोगों ने पुलिस से की शिकायत
ETVBHARAT
8 minutes ago
3:10
नेशनल जंबूरी में युवा संसद, रमन सिंह ने युवाओं के जोश को सराहा, राजनीतिक सोच की तारीफ की
ETVBHARAT
9 minutes ago
1:05
राष्ट्रीय सड़क सुरक्षा माह में दुर्ग पुलिस का एक्शन, स्कूली बसों की हुई जांच
ETVBHARAT
10 minutes ago
1:15
लाल बहादुर शास्त्री जी की पुण्यतिथि, माल्यार्पण और सफाई करना भूल गए नेता, कांग्रेसियों ने उठाए सवाल
ETVBHARAT
12 minutes ago
2:26
ತುಂಬಾ ವರ್ಷಗಳ ನಂತರ ಚಿಕ್ಕಮಗಳೂರು ಪ್ರವಾಸಿ ತಾಣಗಳಲ್ಲಿ ಮಂಜಿನಾಟ: ವಿಡಿಯೋ
ETVBHARAT
12 minutes ago
Be the first to comment