Skip to playerSkip to main content
  • 6 months ago
Raksha Bandhan 2025   ଭୁବନେଶ୍ବର: ଆଜି ପବିତ୍ର ରକ୍ଷାବନ୍ଧନ । ଭାଇ ହାତରେ ସ୍ନେହରେ ରାକ୍ଷୀ ବାନ୍ଧିଛି ଭଉଣୀ । ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛି ଭାଇ । ହେଲେ ରାଜଧାନୀରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ଏଠି ଭଉଣୀମାନେ, ଗଛରେ ହାତ ତିଆରି ସୁନ୍ଦର ରାକ୍ଷୀ ବାନ୍ଧିବା ସହିତ ଦେଇଛନ୍ତି ସଚେତନତାର ବାର୍ତ୍ତା । ଭୁବନେଶ୍ବରସ୍ଥିତ ବକୁଳ ଫାଉଣ୍ଡେସନ ପରିସରରେ ଅନୁଷ୍ଠିତ ହୋଇଛି ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ ।ବୃକ୍ଷ ହିଁ ଆମର ପ୍ରକୃତ ରକ୍ଷକ:ବୃକ୍ଷ ହିଁ ଆମର ପ୍ରକୃତ ରକ୍ଷକ, ଏହି ବାର୍ତ୍ତା ନେଇ ଗଛରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ । ମଞ୍ଜିରେ ତିଆରି ରାକ୍ଷୀ ବାନ୍ଧି ଆଉ ଏକ ଜୀବନ ସୃଷ୍ଟି ପାଇଁ ସମ୍ଭାବନା ତିଆରି କରିଛନ୍ତି । ବକୁଳ ଫାଉଣ୍ଡେସନ ପକ୍ଷରୁ 'ବୃକ୍ଷ ହିଁ ଆମର ପ୍ରକୃତ ରକ୍ଷକ ତଥା ଆମର ଜୀବନର ଆଧାର' ବାର୍ତ୍ତା ନେଇ ଗଛରେ ରାକ୍ଷୀ ବାନ୍ଧି ରାକ୍ଷୀ ପୁର୍ଣିମା ପାଳନ କରାଯାଇଛି । ଅର୍ଗାନିକ ରାକ୍ଷୀ ପିନ୍ଧାଇଲେ:ସାଧାରଣ ରାକ୍ଷୀ ପିନ୍ଧି ସାରିବା ପରେ କୌଣସି ବ୍ୟବହାରରେ ଆସିନଥାଏ । ମାତ୍ର ଅର୍ଗାନିକ ରାକ୍ଷୀ ବା ପ୍ରକୃତିରୁ ଜାତ ସାମଗ୍ରୀରୁ ପ୍ରସ୍ତୁତ ଏହି ରାକ୍ଷୀ କଲରା ମଞ୍ଜି, ବରକୋଳି ମଞ୍ଜିରୁ ତିଆରି ହୋଇଛି । ଏହି ଇକୋ ଫ୍ରେନ୍ଡଲି ରାକ୍ଷୀକୁ ବାନ୍ଧିବା ପରେ ଆପଣ ମାଟିରେ ପକାଇ ନୂତନ ଗଛ ସୃଷ୍ଟି କରିପାରିବେ । ତେଣୁ ଏହି ନିଆରା ବାର୍ତ୍ତା ନେଇ ଭଉଣୀମାନେ ବିଭିନ୍ନ ଗଛରେ ରାକ୍ଷୀ ବାନ୍ଧିଛନ୍ତି । ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିବେ କଲେଜ ଛାତ୍ରୀ, 11 ବର୍ଷ ଧରି ଚାଲିଛି ଏହି ପରମ୍ପରାରାକ୍ଷୀ ପୂର୍ଣ୍ଣିମା: ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ବପଞ୍ଚଗବ୍ୟ ରାକ୍ଷୀ: ସଂପର୍କର ଡୋରରେ ପରିବେଶ ସୁରକ୍ଷା ବାର୍ତ୍ତା 
ଇଟିଭି ଭାରତ, ଭୁବନେଶ୍ବର

Category

🗞
News
Transcript
00:00આમે એટા પંદર બર્સ ધરી આમાર જો કામેન ચાલી ચાલી કાલી કાલી કાલી કાલી કાલી કાલી કાલી કાલી �
00:30કાલી કાલી કાલી કાલી કાલી કાલી કાલી કાલી કાલી કાલી કાલી કાલી કાલી કાલી કાલી કાલી કાલી
01:00So we are going to have extra steps, but we will be able to adopt a church as a child.
01:06So you will adopt a church as a child.
01:09If you don't identify that a church is a child or a child.
01:14And if you don't see a church from a child, you will be able to feed their children.
01:22Then we will cover a number of your children's children.
01:26The particular school was given in the school.
01:33And have been in the same time.
01:37They said that they were gone.
01:43do
01:45because of
02:05and
02:07So, if we want to protect our children, our family and family, then we want to protect our children and our children.
02:23By giving us oxygen, fresh air, fruits, fresh fruits and vegetables, we want to protect our children and nutrition.
02:33So, I believe that we want to protect our environment.
02:37So, if we want to protect our next generation, then we want to survive our next generation.
02:45And we need to plant more trees.
02:50So, if we want to protect our children, then we want to protect our next generation.
02:54So, we need to plant more trees.
02:58I can't.
02:59If we can save houses too, everything is very similar to everyone.
03:04Like Rabbani is walking around.
03:08It's very similar to morgen.
03:09However, it's very similar to our children.
03:11So, for example, I perché.
03:13Not during the time.
03:13Now the generation of women.
03:14If you can help us with our children, they must protect ourselves.
03:15So, women don't use their children.
03:16We want that support the future of our children, and everyone.
03:20So, therefore the same generation of children.
03:21The sun, the sun, the water, the water, the water, the water, the water, the water.
03:27Then the sun will return to the sun.
Comments

Recommended