Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ସ୍ୟାଣ୍ଡ ଆନିମେସନରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି
11 months ago
ପୁରୀ: ପରଲୋକରେ ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର । ଯାହାକୁ ନେଇ ସାରା ଦେଶ ସ୍ତବ୍ଧ ଓ ମର୍ମାହତ । ପ୍ରିୟ ତାରକାଙ୍କୁ ହରାଇ ସେଲିବ୍ରିଟି ଓ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଏପରି ସମୟରେ ସାରା ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥିବା ବେଳେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ବାଲୁକା ଆନିମେସନ ପୁରୀରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ ଷ୍ଟୁଡ଼ିଓରେ ପ୍ରସ୍ତୁତ କରାଯାଇଛି । ଏହି ବାଲୁକା ସ୍ୟାଣ୍ଡ ଆନିମେସନକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ 2 ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ ପ୍ରସିଦ୍ଧ ସିନେ କଳାକାର ଧର୍ମେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିରେ ସେ Tribute to Dharamji and Icon of generation ବୋଲି ଲେଖିଛନ୍ତି ।ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ31 ଅକ୍ଟୋବରରେ ଅଭିନେତାଙ୍କୁ ମୁମ୍ୱାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧର୍ମେନ୍ଦ୍ର ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ସେବେ ଠାରୁ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ଅକ୍ଟୋବର 10ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହା ପରେ ତାଙ୍କୁ ଗତ 12 ତାରିଖରେ ଡିସଚାର୍ଜ କରାଯାଇଥିଲା । ଯାହା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ହେଲେ 24 ନଭେମ୍ୱରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
The
00:30
Thank you so much for joining us.
01:00
Thank you very much.
01:30
Thank you very much.
Show less
Recommended
0:36
|
Up next
ଦୂର୍ଗାପୂଜା 2026; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
5 days ago
1:19
Watch: ଦଳରୁ ଉତ୍କୃଷ୍ଟ ସୃଷ୍ଟି, ଡାଲ ହ୍ରଦ ଘାସରୁ ତିଆରି କରୁଛନ୍ତି ମୂଲ୍ୟବାନ ସାଜସଜ୍ଜା ଉପକରଣ
ETVBHARAT
5 weeks ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
2 months ago
3:24
ଶ୍ରାବଣ ଦ୍ୱିତୀୟ ସୋମବାର; ଜଳାଭିଷେକ ପାଇଁ ଅଟ୍ରି ହଟକେଶ୍ୱର ପୀଠରେ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
3 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
6 months ago
1:14
बलौदा बाजार में अंतरराज्यीय गांजा तस्कर गिरोहा का पर्दाफाश, 7 आरोपी गिरफ्तार, लाखों का सामान जब्त
ETVBHARAT
17 minutes ago
4:47
সময়ৰ সোঁতত মৃত্যু হোৱা এটা ৰে'ল ষ্টেচনৰ কাহিনী
ETVBHARAT
24 minutes ago
5:46
कम पानी की नो टेंशन! किसानों ने याद किए दादा-परदादा के 'जादुई' बीज, कठिया बनाएगा अमीर
ETVBHARAT
41 minutes ago
5:39
સરકારી શાળાઓમાં વાલીઓના પ્રવેશ પ્રતિબંધ સામે વિવિધ સંસ્થાઓ અને વાલીઓનો વિરોધ: “દીકરીને મળવા પણ પરવાનગી લેવી પડે?”
ETVBHARAT
46 minutes ago
10:35
పత్తి పంటపై 'ఎల్నినో' దెబ్బ - దిక్కుతోచని పరిస్థితుల్లో అన్నదాతలు
ETVBHARAT
50 minutes ago
2:25
ଅନ୍ତର୍ଜାତୀୟ ମହିଳା ଦିବସରେ ପଡ଼ିଲା ହାତଗଣ୍ଠି
ETVBHARAT
8 months ago
1:47
ସ୍ୟାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କୁ ସ୍ବାଗତ
ETVBHARAT
9 months ago
1:08
ବାଲୁକା ଚିତ୍ରକଳାରେ ବିଶ୍ଵକପ ବିଜୟୀ ମହିଳା କ୍ରିକେଟ ଟିମକୁ ଶୁଭେଚ୍ଛା
ETVBHARAT
1 year ago
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
2 years ago
1:10
ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ETVBHARAT
1 year ago
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
2 years ago
2:37
उम्रभर साथ निभाने वाले सारस का केवलादेव में बढ़ा कुनबा, जल प्रबंधन और वेटलैंड संरक्षण से मिली बड़ी कामयाबी
ETVBHARAT
53 minutes ago
1:15
रेवाड़ी में तेल चोर गिरोह का भंडाफोड़, 2200 लीटर पेट्रोल और थिनर जब्त
ETVBHARAT
1 hour ago
0:30
शाहदरा की गीता कॉलोनी में भीषण आग: 15 झुग्गियां जलकर खाक, बेघर हुए पीड़ित परिवार
ETVBHARAT
1 hour ago
0:47
Moradabad Suicide Attempted; Meta Alert सिस्टम से मिली सूचना पर पुलिस ने बचाई युवक की जान
ETVBHARAT
1 hour ago
4:12
ঘনাচ্ছে দুর্যোগ, লক্ষ্মীপুজোয় কেমন থাকবে আবহাওয়া ?
ETVBHARAT
1 hour ago
1:26
प्रतापगढ़ में आराधना मिश्रा मोना का शक्ति प्रदर्शन; कार्यकर्ताओं ने जमकर लगाए नारे
ETVBHARAT
2 hours ago
4:52
రక్షణ రంగంలో దేశాన్ని అగ్రగామి శక్తిగా తీర్చిదిద్దేందుకు కలిసి పనిచేద్దాం : సీఎం రేవంత్ రెడ్డి
ETVBHARAT
2 hours ago
2:37
दशहरा बाद रामलीला महोत्सव की शुरुआत, यूपी के मिर्जापुर से आई कलाकारों की टीम, रामानुजगंज में सजा राम जी का मंच
ETVBHARAT
2 hours ago
1:52
'పనిచేసే వారికే పార్టీ పదవులు' : తెలంగాణ బీజేపీ నేతలకు సునీల్ బన్సల్ హెచ్చరిక!
ETVBHARAT
2 hours ago