Skip to playerSkip to main content
  • 6 minutes ago
ଭୁବନେଶ୍ବର: ବିଶ୍ୱ ଦେଖିବ ଦୁର୍ଲଭ ମହାଜାଗତିକ ଦୃଶ୍ୟ । ଘଟିବାକୁ ଯାଉଛି ୨୦୨୬ର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ । ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଭାରତୀୟ ସମୟ ଅନୁଯାୟୀ, ସୂର୍ଯ୍ୟ ପରାଗ ୧୨ ଅଗଷ୍ଟ ରାତି ୯ଟା ୪ ମିନିଟରେ ଆରମ୍ଭ ହେବ ।  ୧୩ ଅଗଷ୍ଟ ସକାଳ ୪ଟା ୨୫ ମିନିଟ ଯାଏ ଚାଲିବ ସୂର୍ଯ୍ୟପରାଗ। କିଛି ସମୟ ପାଇଁ ୧୦୦ ମିଟର ଯାଏ ଅନ୍ଧାର ହୋଇଯିବ। କିନ୍ତୁ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ଶ୍ରାବଣ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଏହି ପରାଗ ପଡୁଥିବାରୁ ଏହାକୁ ଧାର୍ମିକ ଏବଂ ଜ୍ୟୋର୍ତିବିଜ୍ଞାନୀ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ପୂର୍ଣ୍ଣ ସୂର୍ଯ୍ୟ ପରାଗ ଗ୍ରୀନଲାଣ୍ଡ, ଆଇଲାଣ୍ଡ, ସ୍ପେନ, ଋଷ ଏବଂ ପର୍ତ୍ତୁଗାଲର କିଛି ଅଞ୍ଚଲରେ ଦୃଶ୍ୟମାନ ହେବ। ଏହା ସହିତ ୟୁରୋପ, ଆଫ୍ରିକା , ଉତ୍ତର ଆମେରିକା, ଆଟଲାଣ୍ଟିକ ମହାସାଗର ଏବଂ ପ୍ରଶାନ୍ତ ମହାସାଗରର ଅନେକ ସ୍ଥାନରେ ଆଂଶିକ ସୂର୍ଯ୍ୟ ପରାଗ ମଧ୍ୟ ଦେଖିବାକୁ ମିଳିବ ।  ଭାରତରେ ଏହା ଦୃଶ୍ୟମାନ ହେଉ ନଥିବାରୁ ଭ୍ରମିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଜନ ବିଜ୍ଞାନୀ ଶୁଭେନ୍ଦୁ ପଟ୍ଟନାୟକ।ଇଟିଭି ଭାରତ, ଭୁବନେଶ୍ବର 

Category

🗞
News
Transcript
00:00I was looking for a very short period of time in Brazil after 4-4 minutes.
00:09I was looking for a very short period of time for 4 minutes.
00:15In Japan, I was looking for a very slow period of time.
00:27Greenland, Iceland, etc.
00:30In Bhairat, we have seen the conditions in Odisha.
00:34In this case, we had a very difficult time.
00:37We had two conditions for the first time.
00:43The conditions for the first time, we have seen the conditions for the first time.
00:48We have seen the conditions for the first time.
00:54Then we see the people of people who are visiting.
00:58They can see the area the area of the family.
01:01Guess what the district is saying.
01:03The district is not in the area and the district.
01:05So the street is seen in the area for the city is by land.
01:09They are also in the area of land.
01:18So the district is in the area of land.
01:23རར ལེ ཡོར ཀྱས ར མེན ཏར དེར ཇུ གྱུ ཆིར དེ འོ དམ རེག སླེ རིནར རེག ཏུར སེ
01:38ཡྲབུ ཬགུར བྱགས
01:54But in India, we have become a child that's the only child in the world.
01:58In this moment, sometimes we have to eat a child on the side of the other,
02:04we don't have to eat a child.
02:06We don't have to eat sometimes, we don't have to eat.
02:08So, you don't get sick, or if you don't Emilia, you get sick.
02:13In terms of yourelf, you do whatever you care to do with your child, you make good love pow recib
02:22chootin.
02:24And Ukra yha.
02:25If you are not interested, you will have a chandroid, or then you Maarak says,
02:31Well as you can see if you have a chandroid, and you can see that the chandroid is different.
02:38If you are not interested, you will find the chandroid, in the contact of the chandroid,
02:43this has a group of chandroid.
02:51can be very active in the state.
02:53So if we need to change the state,
02:56it will change the state.
02:58So the state will change the state and the state will change the state.
03:11Then, you can change the state and you can change the state.
03:40.
Comments

Recommended