Skip to playerSkip to main content
  • 6 days ago
Green Diwali Berhampur ବ୍ରହ୍ମପୁର: ଆସୁଛି ଆଲୋକର ପର୍ବ ଦୀପାବଳି । ରଙ୍ଗୀନ ଆଲୋକମାଳା ସହ ଦୀପରେ ସଜେଇ ହେବ ଘର । ଆତସବାଜୀରେ ଚମକିବ ଆକାଶ । ତେବେ ବ୍ରହ୍ମପୁର ସହରର ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଉଛି ଏହି ପର୍ବ । ବସ୍ତିର କୁନି କୁନି ପିଲାମାନଙ୍କ ସହ ତିଆରି କରିଛନ୍ତି ରଙ୍ଗୀନ ମାଟି ଦୀପ । ପରିବେଶ ପ୍ରଦୂଷଣ ରୋକିବାର ବାର୍ତ୍ତା ନେଇ ଏହି ପ୍ରୟାସ କରିଛନ୍ତି ଯୁବ ବର୍ଗ ।ବସ୍ତି ପିଲାଙ୍କ ସହ ଦୀପାବଳି ପାଳନ:ଆଲୋକର ପର୍ବ ଦୀପାବଳୀ ପାଳନ କରିବା ପାଇଁ ସବୁଠି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏଭଳି ସମୟରେ ରେଶମ ସହର ବ୍ରହ୍ମପୁରରେ ରହିଥିବା ବିଭିନ୍ନ ବସ୍ତିରେ କୁନି କୁନି ପିଲାମାନଙ୍କ ମଧ୍ୟରେ ସବୁଜ ଦୀପାବଳୀ ପାଳନ କରିବାର ବାର୍ତ୍ତା ନେଇ ସହରର ବସ୍ତି ଅଞ୍ଚଳରେ ନିଆରା ବାର୍ତ୍ତା ଦେଉଛନ୍ତି ଯୁବ ବର୍ଗ । ସହରର ସାତ୍ତ୍ୱିକ ସୋଲ୍ ଫାଉଣ୍ଡସେନ୍ ପକ୍ଷରୁ ବସ୍ତିର ପିଲାମାନଙ୍କୁ ଏକତ୍ରିତ କରାଯାଇ ମାଟି ଦୀପକୁ ଭଳି କି ଭଳି ରଙ୍ଗରେ ରଙ୍ଗୀନ କରାଯାଉଛି । ଏହାକୁ ପିଲାମାନେ ନିଜ ଘରେ ପ୍ରଜଳ୍ୱିତ କରି ସବୁଜ ଦୀପାବଳି ପାଳନ କରିବା ସହ ପରିବେଶ ପ୍ରଦୂଷଣ କମାଇବା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦିଆଯାଇଛି । 
 ପରିବେଶ ପ୍ରଦୂଷଣ ରୋକିବାର ବାର୍ତ୍ତା:ଫାଉଣ୍ଡେସନ ସଂଯୋଜକ ଭାରତ ଗୌରବ ଦାସ କହିଛନ୍ତି," ଗତ କିଛି ବର୍ଷ ଧରି ଦୀପାବଳି ସମୟରେ ମାଟି ଓ ଗୋବରରେ ପ୍ରସ୍ତୁତ ଦୀପକୁ ଜଳାଇବାକୁ ଆମେ ଆହ୍ୱାନ ଦେଉଛୁ ।ବସ୍ତିର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ତିଆରି କରାଯାଉଥିବା ଏହି ରଙ୍ଗୀନ ଦୀପକୁ ନିଜ ଘରେ ଜଳାଇବା ପାଇଁ ଦିଆଯାଉଛି ଓ ବଳକା ବଜାରରେ ବିକ୍ରି କରାଯାଉଛି । ସେଥିରୁ  ଉପାର୍ଜିତ ଅର୍ଥକୁ ସେହି ବିଦ୍ୟାର୍ଥୀଙ୍କ ପାଠପଢାରେ ସହାୟତା ପାଇଁ ପୁସ୍ତକ ଏବଂ କିଛି ଉପହାର ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।"ଏହାମଧ୍ୟ ପଢନ୍ତୁ...ଦ୍ବନ୍ଦ୍ବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଆସନ୍ତା ୨୦ରେ ଦୀପାବଳିଦେଶୀ ଦୀପ ଅପେକ୍ଷା କାହିଁକି ବଢୁଛି କୋଲକାତା ଦୀପର ଚାହିଦା ? ପ୍ରଭାବିତ କାରିଗରଚାହିଦାରେ ଇଣ୍ଡିଆନ୍‌ ଲାଇଟ୍‌, ବିଦେଶୀ ଛାଡି ସ୍ବଦେଶୀ ମୁହାଁ ଗ୍ରାହକସ୍ୱେଚ୍ଛାସେବୀ ସ୍ନେହା ଗୌଡ଼ କହିଛନ୍ତି," ଆମେ ଦୀପାବଳି ପୂର୍ବରୁ କିପରି ଇକୋ-ଦୀପାବଳି ପାଳନ କରିବା ସେହି ପ୍ରୟାସ ନେଇ ଏହି କାର୍ଯ୍ୟ କରୁଛୁ । ଦୀପାବଳିରେ ଫୁଟା ଯାଉଥିବା ବାଣ ପରିବେଶ ପ୍ରଦୂଷଣକେ ଅନେକ ପ୍ରଭାବ ପକାଉଥିବା ବେଳେ ଗତ ଦୁଇ ବର୍ଷ ଧରି ଏପରି ଉଦ୍ୟମ ଜାରି ରହିଛି ।"ଇଟିଭି ଭାରତ, ବ୍ରହ୍ମପୁର

Category

🗞
News
Transcript
00:00Happy Deepali!
00:30If the family will never live, we will learn.
00:35For 2 years, we will learn.
00:39So, we can save the family for sell to save.
00:43So, if we buy the family toys, those books, they will also provide.
00:48We will ask you a question.
00:51Whether you should do it or not.
00:53What can you do?
00:54When they get down.
00:57When they get them in the middle of the street.
01:00What can you do?
01:02When they go to their village,
01:05the village is coming out and they get them in the middle.
01:13What does it do?
01:15They don't get them in the distance.
01:18We get them in the middle.
01:20All of us have a chance to celebrate the people of Diwali in the last two years.
01:28In this year, we had a message that we had a message about the people of Diwali.
01:35If you know the pollution, you will be aware of the people of Diwali.
01:41Today we have a great class in the first standard of class.
01:49We have trained in the same way, and we have trained in the same way.
01:53And we have trained in the same way, and we have trained in the same way.
02:01We are always working as a leader in our community, the way we work as a leader will continue our work,
02:12we will continue our work as a leader in the future.
02:14I am working for a group of people, and I am working for a group of people.
02:20And I am working for a group of people, doing a group of people.
02:27Shasamashara.
02:28Kishoreseglish.
02:29Shasamashasasamashash.
02:30Aqara.
02:31Sama.
02:32Shasamashashash.
02:34Dipaveli.
02:35Misana.
02:36Dipaveli.
02:37Kishoreseglish.
02:38Dipaveli.
02:39Dipaveli.
02:40Dipaveli.
02:41Thank you so much for joining us.
03:11Thank you so much for joining us.
Be the first to comment
Add your comment

Recommended