Skip to playerSkip to main content
  • 7 hours ago
Road Safety Awareness ବ୍ରହ୍ମପୁର: ଜାତୀୟ ସଡକ ସୁରକ୍ଷା ମାସରେ ସବୁଠି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ଗୋପାଳପୁର ବେଳାଭୂମି ମହୋତ୍ସବ 2026ର ଏକ ଷ୍ଟଲରେ ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ନିଆରା ଉପାୟରେ ସଡକ ସୁରକ୍ଷା ସଚେତନତା କରାଯାଉଛି । ରାଜ୍ୟରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ମୋଟର ସାଇକେଲ ଚଲାଇବା ସମୟରେ ହେଲମେଟ ପରିଧାନ କରିବାର କିପରି ଆବଶ୍ୟକତା ରହିଛି ତାହାକୁ ନେଇ ବେଳାଭୂମିର ୬୦ ନମ୍ୱର ଷ୍ଟଲରେ ଅଡିଓ ଭିଜୁଆଲ୍ ମାଧ୍ୟମରେ ସଚେତନତା କରାଯାଉଛି । ବିପଦପୂର୍ଣ୍ଣ ଭାବରେ ମୋଟର ସାଇକେଲ ଚଲାଇବା ସମୟରେ ହେଲମେଟ୍ ବ୍ୟବହାର ନକରି ଅନେକ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଫଳରେ ଅନେକ ଧନଜୀବନ ନଷ୍ଟ ହେବା ସହିତ ପରବର୍ତ୍ତୀ ସମୟର ସ୍ଥିତି କିପରି ରହିଥାଏ ତାହାକୁ ନେଇ ଏହି ଷ୍ଟଲରେ ପ୍ରଦର୍ଶିତ କରାଯାଉଛି । ବେଳାଭୂମି ମହୋତ୍ସବରେ କରାଯାଇଥିବା ଏହି ଷ୍ଟଲକୁ ଶହ ଶହ ଲୋକ ଲମ୍ୱା ଧାଡିରେ ଯାଇ ଏହାକୁ ଦେଖିବା ସହିତ କିପରି ମୋଟର ସାଇକେଲ ଚଲାଇବା ସମୟରେ ହେଲମେଟର ଆବଶ୍ୟକତା ରହିଛି ତାହାରି ଉପରେ ଦିଆଯାଉଥିବା ବାର୍ତ୍ତାକୁ ଦେଖୁଛନ୍ତି । ଏହା ମଧ୍ୟ ପଢ଼ନ୍ତୁ...'ରାଜ୍ୟରେ ସଡ଼କ ଦୁର୍ଘଟଣା ଜାତୀୟ ହାର ଠାରୁ ୩୭ ପ୍ରତିଶତରୁ ଅଧିକ': ପରିବହନ କମିଶନରExplainer: ଓଡ଼ିଶାରେ 10 ବର୍ଷରେ 45,000 ଜୀବନ ନେଇଛି ସଡ଼କ ଦୁର୍ଘଟଣା, ଲଗାମ ପାଇଁ ବିଶେଷଜ୍ଞଙ୍କ ସମାଧାନ ସୂତ୍ରଗଞ୍ଜାମ ଜିଲ୍ଲା ପରିବହନ ଅଧିକାରୀ ଦେବାଶିଷ ସ୍ୱାଇଁ କହିଛନ୍ତି, "ଗାଡ଼ି ଚଲାଇବା ବେଳେ ହେଲମେଟ ନପିନ୍ଧିଲେ କ'ଣ ପରିଣାମ ହୁଏ, ତାହାକୁ ଆମେ ଲାଇଟ ଓ ସାଉଣ୍ଡ ଇଫେକ୍ଟ ମାଧ୍ୟମରେ ଲୋକମାନଙ୍କୁ ଦେଖାଉଛୁ । ଗଞ୍ଜାମରେ ହେଲମେଟ ନପିନ୍ଧିବାରୁ ଅନେକ ଲୋକ ମୃତାହତ ହେଉଛନ୍ତି । ସଚେତନ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ । ଆଶା ରଖିଛୁ ଏହା ସଫଳ ହେବ ।"
ଇଟିଭି ଭାରତ, ବ୍ରହ୍ମପୁର 

Category

🗞
News
Transcript
00:00Oh
00:05such a ton that can't you come to go pop up or grab me most of the police are
00:10I'm sorry, I'm sorry, I'm sorry.
00:11I'll see you then.
00:12Sorry, I'm sorry.
00:13I'm sorry.
00:14Sorry.
00:15foreign
00:20foreign
00:25foreign
00:30Sub indo by broth3rmax
00:35which is tall.
00:36And the question is, what is tall?
00:38This is tall.
00:39This is tall.
00:40This is tall.
00:41This is tall.
00:42This is tall.
00:43This is tall.
00:45This is tall.
00:46This is tall.
00:47This is tall.
00:48This is tall.
00:50This is tall.
00:51This is tall.
00:52This is tall.
00:53This is tall.
00:55This is tall.
00:56This is tall.
00:57This is tall.
00:58This is tall.
01:00The weight loss.
01:01This is tall.
01:02This is tall.
01:04,shings,
01:05foreign
01:10foreign
01:15દ્રગોટણા ઘટીચી લોકોટી તલે પરીચી રક્તાક્તાબસ્તારે પરીચી
01:20પ્ર્તાક દીણા એભરી ચીત્ર જેં ઘટુચી તાહાકું જનસીચી
01:25સાદાનાં કો મધ્યારે સચીતનતા કરીબા પઈ પરીબણ વિભાગ પક્યરો એભરીચી
01:30કેપને જેચી યોચી તીત્યો ચીત્રો જાકી લેખાજેચી
01:35જેતે બરીબટ ટણા ગટુચી શેચીશમારે અનુતાપ કેભલી કરાઉચી
01:40જિચી નેણાબ ને કરાજે નુાબ નેણ નુત નેણ નેતામી ચીકર ને ને
01:45I don't know what to do, I don't know what to do, I don't know what to do
01:50I am going to keep my eyes and keep my eyes and keep my eyes and keep my eyes.
01:55we are going to go to the car and we are going to go to the car.
02:00foreign
02:05foreign
02:10so you can't do I'm going to keep up protect you know that you don't have to
02:14do that
02:15બીબીના સ્તાનારે સાડકા દ્રગટનાગ કટ્ટુચી આવે થીરે સહાં સહાં
02:20શકં કરા જિબાં જાં ચી આવે ખ્તો એખિલે ગંજામ જીલારે માદ દુરગટ્ટનાહાર અળીકરે
02:30foreign
02:35I don't know how to do drugs.
02:38I don't know how to do drugs.
02:40I can't believe I'm gonna be black
02:42I can't believe I'm gonna be
02:44I can't believe
02:45I will start a project in the next video, I will see you in the next video.
02:50I don't know how to do this, but I don't know how to do this.
02:55.
03:00I'm sorry, I'm sorry, I'm sorry, I'm sorry.
03:05I don't know
03:10We have been working on this beach festival and we have been working on this beach festival.
03:15હ્સચાં સ્ચે ના હૂજ્તાંડીનીંગે ના હ્સ કાંડાં હારજહ્તાં હાહવ્તાં હાહરામુંથે
03:17the sound of light of sound effect
03:20I'm going to go
03:21to the
03:22foreign
03:27foreign
03:32I don't know
03:34I don't know
03:36Oh
03:37Thank you so much for joining us and we'll see you next time.
03:42Thank you very much.
03:47I was surprised when I was surprised, I was surprised when I was surprised when I was surprised.
03:52I don't know how to do it, but I don't know how to do it.
03:57foreign
04:02foreign
04:07foreign
04:12foreign
04:17This is not the case of the human being.
04:22foreign
04:27to a batta someone to go back to the poncho yeah he won't be like a
04:32Gopal Puru Samiracharjo, ETV Bharat
Comments

Recommended