Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
Follow
1 year ago
ଭୁବନେଶ୍ବର: ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ରଙ୍ଗାଶୁର । ବାଘନାଚକୁ ଉଜ୍ଜୀବିତ କରିବା ସହ ପ୍ରାଣୀ ଓ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ନେଇ ଏହି ଫିଲ୍ମ ରିଲିଜ ହୋଇଛି । ନାରୀଟିଏ କିଭଳି ପ୍ରତିକୂଳ ପରିସ୍ଥିତିରେ ସବୁ ସଂଘର୍ଷକୁ ପଛରେ ପକାଇ ନିଜ ବାପାଙ୍କ ସ୍ବପ୍ନ ଓ ପରମ୍ପରା ଧରାବରହକୁ ଆଗେଇ ନେଇଛି । ଝିଅ ହୋଇ ନୁହେଁ ବର ଜଣେ ଵୀରାଂଗନା ହୋଇ ସମାଜ ପାଇଁ କାମ କରିବା ସହ ନିଜ ପରମ୍ପରା ବଞ୍ଚାଇଛି ତାକୁ ନେଇ ଏହି ଚଳଚ୍ଚିତ୍ରରେ ପଦର୍ଶନ କରାଯାଇଛି । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ନିଭାଉଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶୁଭଶ୍ରୀ ଜେନା, ଦୀପନ୍ୱିତ, ସମରେଶ ରାଉତରାୟ ଓ ଶୁଭାଶିଷ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି । ତେବେ ଓଡ଼ିଶାର ପାଣି ପବନର ବାସ୍ନା ଓ କଳା ସଂସ୍କୃତିର ଛିଟା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ହଜିଯାଉଥିବା ଲୋକନୃତ୍ୟର ଝଲକ ଏହି ଫିଲ୍ମରେ ଦର୍ଶକ ଦେଖିପାରିବେ ବୋଲି କହିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ।ଏହା ମଧ୍ଯ ପଢ଼ନ୍ତୁ...ଆସନ୍ତାକାଲି ସାରା ବିଶ୍ଵରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ 'ରଙ୍ଗଶୁର'ଏହା ମଧ୍ଯ ପଢ଼ନ୍ତୁ...କ୍ୟାମେରା ଓ କଣ୍ଟେଣ୍ଟ ସାଜିଛି ନାୟକ, ନିଆରା କାହାଣୀକୁ ନେଇ ରିଲିଜ ଓଡ଼ିଆ ଫିଲ୍ମ 'ବଇଦ'ଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
01:00
Let's talk to actress Sriramai Amasai
01:03
We would like to know about her
01:06
The film has been released worldwide
01:09
And who is the main character?
01:12
If we talk about the heroine, who is the main character?
01:15
Who is the main character in the film?
01:18
In the film, as we said
01:21
How a woman transforms into a man
01:24
How she breaks the taboo
01:27
How she returns to society
01:30
How she fulfills her dreams
01:33
How she fulfills her dreams
01:36
And there are many messages
01:39
We see gender discrimination
01:42
Deforestation, Puberty
01:45
Runaway
01:48
There are so many stories in Odisha
01:51
There are so many stories in Odisha
01:54
There are people who say
01:57
We want to make a film like this
02:00
But we can't make it
02:03
We are thankful to Prakash Films and Moons TV
02:06
For choosing such a subject
02:09
People are thinking
02:12
Will we make a female centric film?
02:15
Will we get a return?
02:18
There is a bold step
02:21
When you start working as a servant
02:24
You don't leave it for a long time
02:27
It takes a lot of time
02:30
I used to go home at night
02:33
I used to get patience
02:36
I used to get patience
02:39
I used to work as a servant
02:42
I used to work as a servant
02:45
I used to give a lot of credit
02:48
There is no cinematic liberty
02:51
There is no cinematic liberty
02:54
There is no cinematic liberty
02:57
There is no cinematic liberty
03:00
There is no cinematic liberty
03:03
There is no cinematic liberty
03:06
There is no cinematic liberty
03:09
There is no cinematic liberty
03:12
There is no cinematic liberty
03:15
I put more effort
03:18
I put more effort
03:21
I put more effort
03:24
I put more effort
03:27
I put more effort
03:30
I put more effort
03:33
I put more effort
03:36
I put more effort
03:39
I put more effort
03:42
I didn't work on the frame
03:45
I didn't work on the frame
03:48
I didn't work on the frame
03:51
I didn't work on the frame
03:54
I didn't work on the frame
03:57
I didn't work on the frame
04:00
I didn't work on the frame
04:03
I didn't work on the frame
04:06
I didn't work on the frame
04:09
I didn't work on the frame
04:12
I didn't work on the frame
04:15
I didn't work on the frame
04:18
I didn't work on the frame
04:21
I didn't work on the frame
04:24
I didn't work on the frame
04:27
I didn't work on the frame
04:30
I didn't work on the frame
04:33
I didn't work on the frame
04:36
I didn't work on the frame
04:39
I didn't work on the frame
04:42
I didn't work on the frame
04:45
I didn't work on the frame
04:48
I didn't work on the frame
04:51
I didn't work on the frame
04:54
I didn't work on the frame
04:57
I didn't work on the frame
05:00
I didn't work on the frame
Be the first to comment
Add your comment
Recommended
3:00
|
Up next
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
11 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
7 weeks ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1 year ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1 year ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1 year ago
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1 year ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
3 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1 year ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
3 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
4 days ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
2 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
7 weeks ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1 year ago
2:13
ମାଲ୍ୟବନ୍ତ ମହୋତ୍ସବ-୨୦୨୫, ଉନ୍ମୋଚନ ହେଲା ପୋଷ୍ଟର
ETVBHARAT
3 weeks ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
7 months ago
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
6 months ago
7:12
இருதய நோயாளிகளுக்கு அறுவை சிகிச்சை தேவையில்லை - அரசு மருத்துவமனையின் சத்தமில்லா சாதனை
ETVBHARAT
9 hours ago
0:39
बैतूल के मुलताई का बदलेगा नाम, 3.5 सौ करोड़ से बनेगा मेडिकल कॉलेज हॉस्पिटल
ETVBHARAT
9 hours ago
3:25
सिंहस्थ 2028 से पहले बनेंगे 18 पर्यटन गांव, मध्य प्रदेश में 1 साल में आए 14 करोड़ पर्यटक
ETVBHARAT
9 hours ago
5:47
उत्तराखंड: पहाड़ को मिला एक और दर्द, 52 गढ़ों में शामिल गांव भी हुआ वीरान, स्वतंत्रता संग्राम से जुड़ी हैं यादें
ETVBHARAT
9 hours ago
1:12
कोरबा में दिनदहाड़े बीजेपी नेता की हत्या से लोगों में गुस्सा, व्यापारियों का शहर बंद
ETVBHARAT
9 hours ago
1:15
यूट्यूबर से मिलने की चाहत में 15 साल का बालक कर्नाटक से पहुंचा अलवर, पता लगने पर बेंगलुरु से परिजन आए लेने
ETVBHARAT
9 hours ago
2:56
ಮಾಜಿ ಸಚಿವರ ಹುಟ್ಟೂರಿನಲ್ಲಿ ಸ್ಮಶಾನವೇ ಇಲ್ಲ: ಗ್ರಾಮದಲ್ಲಿ ಯಾರಾದ್ರು ಸಾವನ್ನಪ್ಪಿದ್ರೆ ದಾರಿ, ಹಳ್ಳದ ದಡದಲ್ಲೇ ಅಂತ್ಯಸಂಸ್ಕಾರ!
ETVBHARAT
9 hours ago
0:54
धमतरी के वाटर ट्रीटमेंट प्लांट में अजगर, मच गई चीख पुकार
ETVBHARAT
10 hours ago
2:24
ਮੀਟ ਸ਼ਰਾਬ ਦੀਆਂ ਦੁਕਾਨਾਂ ਬੰਦ ਕਰਨ ਦੇ ਵਿਰੋਧ 'ਚ ਦੁਕਾਨਦਾਰਾਂ ਵੱਲੋਂ ਰੋਸ ਪ੍ਰਦਰਸ਼ਨ
ETVBHARAT
10 hours ago
Be the first to comment