Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ବାଲୁକା ଚିତ୍ରକଳାରେ ବିଶ୍ଵକପ ବିଜୟୀ ମହିଳା କ୍ରିକେଟ ଟିମକୁ ଶୁଭେଚ୍ଛା
ETVBHARAT
Follow
4 weeks ago
ପୁରୀ: ବାଲୁକା ଚିତ୍ରକଳାରେ ବିଶ୍ଵକପ ବିଜୟୀ ମହିଳା କ୍ରିକେଟ ଟିମକୁ ଶୁଭେଚ୍ଛା । ଟିମ୍ ଇଣ୍ଡିଆ ଓମେନ୍ସ କ୍ରିକେଟ ବିଶ୍ଵକପ ୨୦୨୫ ଚାମ୍ପିଅନ ହେବା ପରେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଭାରତୀୟ ମହିଳା କ୍ରିକେଟ ଦଳକୁ ବିଶ୍ଵକପ ବିଜୟକୁ ନେଇ ଶୁଭେଚ୍ଛା ଦେଇଛନ୍ତି ଏକ ବାଲୁକା ଚିତ୍ରକଳା ମାଧ୍ୟମରେ । Congrats! Bharat ki Nari Shakti ର ବାର୍ତ୍ତା ରହିଛି ଏହି ବାଲୁକା ଚିତ୍ରକଳାରେ । ୬ ଫୁଟ ଲମ୍ବର ଏହି ବାଲୁକା ଚିତ୍ରକଳାରେ ୫ ଟନ ବାଲି ବ୍ୟବହୃତ ହୋଇଛି ।
ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଭାରତୀୟ ଓମେନ୍ସ କ୍ରିକେଟ ଟିମ୍ ଓମେନ୍ସ୍ କ୍ରିକେଟ ବିଶ୍ଵକପ ୨୦୨୫ରେ ଚମ୍ପିୟାନ ହୋଇ ଭାରତ ପାଇଁ ଇତିହାସ ରଚିଛନ୍ତି । ଏହା ଏକ ଆମ ପାଇଁ ଐତିହାସିକ ବିଜୟ। ଯାହା ସାରା ବିଶ୍ଵ ଦେଖୁଛି । ଭାରତର ନାରୀଶକ୍ତି କ୍ରୀଡା ମାଧ୍ୟମ ଭାରତର ନାରୀ ଶକ୍ତିକୁ ସାରା ବିଶ୍ଵରେ ଦେଖାଇଛନ୍ତି । ଏଣୁ ଆମେ ପୁରା ଭାରତୀୟ ଟିମକୁ ସାଲ୍ୟୁଟ କରୁଛୁ ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।"ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
For more information visit www.fema.gov
00:30
Thank you very much.
01:00
Thank you very much.
Be the first to comment
Add your comment
Recommended
2:07
|
Up next
महिला कबड्डी वर्ल्ड कप जीतकर सोनीपत पहुंची मिनी नरवाल, ग्रामीणों ने किया ग्रैंड वेलकम
ETVBHARAT
2 hours ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
11 months ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
6 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
4 weeks ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
11 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
4 weeks ago
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
11 months ago
1:07
ନେପାଳରେ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା
ETVBHARAT
3 months ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
11 months ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା
ETVBHARAT
3 months ago
1:43
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଉତ୍ସବମୁଖର, ନାଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ETVBHARAT
6 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
11 months ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
2 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
6 weeks ago
1:12
ବାଲୁକା କଳାରେ ପହଲଗାମ ମୃତକଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି
ETVBHARAT
7 months ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
11 months ago
1:08
ନିଆରା ଢଙ୍ଗରେ ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
3 months ago
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
11 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
2 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
5 months ago
4:00
ଆରମ୍ଭ ହେଲାଣି ପିକନିକ୍ ଋତୁ, ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ପାଇଁ ଆହ୍ବାନ
ETVBHARAT
2 hours ago
0:34
उधार माल दिलाने के बहाने बिहार से व्यापारी को बुलाया अलवर, तीन लाख लूटे, दो आरोपी गिरफ्तार
ETVBHARAT
2 hours ago
3:51
भोपाल गैस त्रासदी के 41 साल बाद भी जहर बाकी, पीढ़ियां भुगत रहीं दंश
ETVBHARAT
2 hours ago
0:34
18 ਸਾਲਾ ਕੁੜੀ ਨੇ ਕੀਤੀ ਖੁਦਕੁਸ਼ੀ, ਪਰਿਵਾਰ ਨੇ ਦੱਸੀ ਇਹ ਵਜ੍ਹਾ
ETVBHARAT
2 hours ago
5:34
व्यापारियों की पार्टी में व्यापारी ही खा रहे लाठी, मरना पसंद करूंगा, मोदी जैसा नहीं बनूंगा: भूपेश बघेल
ETVBHARAT
2 hours ago
Be the first to comment