Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ମା' ଦୁର୍ଗାଙ୍କ ବେଲବରଣୀ, ପ୍ରଥମେ ବେଲ ବୃକ୍ଷ ମୂଳେ ପୂଜା କରାଯାଏ କାହଁକି ?
ETVBHARAT
Follow
4 months ago
Bela Barani Of Maa Durga କଟକ: ଆଜି ମହାମାୟାଙ୍କ ମହା ସପ୍ତମୀ ପୂଜା । ମା'ଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଧରାପୃଷ୍ଟ । ସବୁଠୁ ଉତ୍ସବର ମାହୋଲ । ଗତକାଲି ଷଷ୍ଠୀ ଠାରୁ ମୃଣ୍ମୟୀ ମୂର୍ତ୍ତିଙ୍କ ପୂଜା ପାଇଁ ଆବାହନ ଵିଧି ଆରମ୍ଭ ହୋଇଛି । ତେବେ ଷଷ୍ଠୀରେ ବେଲ ବୃକ୍ଷ ମୂଳରେ ପୂଜା କରାଯାଇଥାଏ । ବିଶେଷକରି ବେଲବରଣୀ କରି ମା'ଙ୍କୁ ଆମନ୍ତ୍ରଣ କରାଯାଏ । ଏହି ଅବସରରେ ସମସ୍ତ ପୂଜା ମଣ୍ଡପରେ ବେଲବରଣୀ କରି ମା'ଙ୍କୁ ଆମନ୍ତ୍ରଣ କରାଯାଇଛି । ବାଦ୍ୟ, ଘଣ୍ଟ, ଶଙ୍ଖ ବଜାଇ ମଣ୍ଡପ ନିକଟରୁ ପୂଜା ସାମଗ୍ରୀ ନେଇ ବେଲ ବୃକ୍ଷ ନିକଟକୁ ଯାଇଥାନ୍ତି । ସେଠାରେ ବେଲ ବୃକ୍ଷକୁ ପୂଜା କରାଯିବାର ପରମ୍ପରା ରହିଛି । ବେଲ ବୃକ୍ଷ ନିକଟରେ ବିଭିନ୍ନ ରୀତିନୀତିରେ ପ୍ରଥମ ପୂଜା କରାଯାଇଥାଏ । ତେବେ ଏହି ଅବସରରେ ଯୁଗ୍ମ ବେଲର ପୂଜା କରାଯାଇଥାଏ ।
କାହିଁକି ଯୁଗ୍ମ ବେଲ ପୂଜା କରାଯାଏ ? କଣ ରହିଛି ପରମ୍ପରା ?
ପବିତ୍ର ଷଷ୍ଠୀ ପୂଜାରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବେଲ ବରଣ କରାଯାଇଥାଏ । ପୂଜକ ହିମାଂଶୁ ଭୂଷଣ ରଥଶର୍ମା କହିଛନ୍ତି, "ମା' ବେଲ ବୃକ୍ଷରେ ବାସ କରନ୍ତି । ସେଥିପାଇଁ ଦଶହରା ପୂଜା ପୂର୍ବରୁ, ପ୍ରଥମେ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପୂଜା କରାଯାଇଥାଏ । ପୂଜା ପରେ ବେଲ ବୃକ୍ଷରୁ ଡାଳ ଆଣି ମା'ଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ । ଏହି କ୍ରମରେ ସମସ୍ତ ମଣ୍ଡପରେ ପୂଜା ଅନୁଷ୍ଠିତ ହୋଇଥାଏ । ବେଲ ବୃକ୍ଷଙ୍କୁ ଦେବୀ ରୂପରେ କଳ୍ପନା କରାଯାଇ ପୂଜା କରାଯାଏ । ପୂଜା କାର୍ଯ୍ୟ ଶେଷ ହେବା ପରେ ଯୁଗ୍ମ ବେଲ ଥିବା ଡ଼ାଳକୁ ଛେଦନ କରି ମା'ଙ୍କୁ ଆମନ୍ତ୍ରଣ କରାଯିବାର ବିଧି ରହିଛି ।" ଇଟିଭି ଭାରତ, କଟକ
Category
🗞
News
Transcript
Display full video transcript
00:00
This video is brought to you by the National Anthem of the National Anthem.
00:30
I don't know.
01:30
નાટા સરુપા પ્રથમમ સઈલ પુત્રીંચ દીત્યમ બ્રમહચારની ત્રુત્યમ સંદ ઘંટેતી કુસ્પાનેતી ચત�
02:00
આભાહન કરાજે નદીકુલેત્યાન કરાજાય સં પાલીં કરાજાય મંડ્પરે પ્રભેશકરાજે માંકુ પુજારચન�
02:30
આભાહન કરી માંસે બિલ્લો સાખાકું આની માંકુર સરુપા બેભધાનરે આમે તાંકુ રખી એહાંઈ રહીચે �
Be the first to comment
Add your comment
Recommended
2:49
|
Up next
ରାସ୍ତାରେ ପିଇଲେ ପଇଡ଼, ଶ୍ରୀଧରଙ୍କ ସହ ହେଲେ ସୁଖଦୁଃଖ ହେଲେ ମୋହନ
ETVBHARAT
3 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1 year ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
2 months ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1 year ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1 year ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
3 months ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
5 weeks ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
4 days ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1 year ago
3:29
ପ୍ରଥମେ କାହିଁକି ନୂଆଁ ଖାଆନ୍ତି ପଥର୍ଲାବାସୀ ? କଣ କୁହେ କିମ୍ବଦନ୍ତୀ
ETVBHARAT
5 months ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
3 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
2 months ago
3:26
ସବୁଜ ଦୀପାବଳି ପାଳିବେ ବସ୍ତି ପିଲା, ପ୍ରଦୂଷଣ ରୋକିବାକୁ ଦିଆଗଲା ବାର୍ତ୍ତା
ETVBHARAT
3 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
4 months ago
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
1 year ago
2:13
ମାଲ୍ୟବନ୍ତ ମହୋତ୍ସବ-୨୦୨୫, ଉନ୍ମୋଚନ ହେଲା ପୋଷ୍ଟର
ETVBHARAT
7 weeks ago
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
5 months ago
8:01
ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା
ETVBHARAT
4 months ago
2:53
ବମିଖାଲରେ ଆକର୍ଷଣୀୟ ସାଜିଛି 'ରାମୋଜୀ ଫିଲ୍ମ ସିଟି'ର ମହାଭାରତ ସେଟ ତୋରଣ
ETVBHARAT
4 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
4 weeks ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
4 weeks ago
3:52
ବ୍ରହ୍ମପୁର ମହାନଗର ନିଗମରେ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ, ଘରୋଇ ସଂସ୍ଥାକୁ ୨ ବର୍ଷ ପାଇଁ ଦାୟିତ୍ୱ
ETVBHARAT
5 hours ago
1:12
કેશોદ પોલીસ મથકમાં આરોપીનું કસ્ટોડીયલ ડેથ માંગરોળ ડીવાયએસપીને સોંપવામાં આવી તપાસ
ETVBHARAT
5 hours ago
4:23
सैटेलाइट बता रहा खेत की सेहत, कैसे रिमोट सेंसिंग बदल रही है खेती, इसरो वैज्ञानिक ने समझाया पूरा विज्ञान
ETVBHARAT
5 hours ago
4:00
"अहंकार का अंत तय होता है, सत्ता में बैठे लोगों को विनम्र होना चाहिए", करनाल में बोले दिग्विजय सिंह चौटाला
ETVBHARAT
5 hours ago
Be the first to comment