Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
Like
Share
Bookmark
More
Add to Playlist
Report
ଶଙ୍ଖ ଛାଡି ପଦ୍ମ ଧରିଲେ ଜୟ; ଭୋଟ ପୋଛି ନେବି କହିଲେ ଘାସିରାମ
4 months ago
ନୂଆପଡା: ଜୟ ଢୋଲକିଆ ଶଙ୍ଖ ଛାଡି ପଦ୍ମ ଧରିବା ପରେ ନୂଆପଡା ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଆଦିବାସୀ ନେତା ଘାସିରାମ ମାଝୀଙ୍କ ସହିତ 'ଇଟିଭି ଭାରତ'ର ସାକ୍ଷାତକାର । ଏହି ଅବସରରେ ଘାସିରାମ ମାଝୀ କହିଛନ୍ତି ବିଜୟ ନେଇ ସେ ହଜାରେ ପ୍ରତିଶତ ଆଶାବାଦୀ । ମାଟିର ପୁଅ ଭାବେ ଭୋଟ ପୋଛି ନେବେ ବୋଲି କରିଛନ୍ତି ଦୃଢୋକ୍ତି । ନୂଆପଡା ଉପ-ନିର୍ବାଚନ ପାଇଁ ନଭେମ୍ବର 11 ତାରିଖରେ ପଡିବ ଭୋଟ ।
ପ୍ରଶ୍ନ- ଦିବଂଗତ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଶଙ୍ଖ ଛାଡି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି । ଏହା ଆପଣଙ୍କୁ ପ୍ରଭାବ ପାକାଇବ କି ?ଉତ୍ତର -ଶଙ୍ଖ ଦଳରେ ଥିଲେ ଯେ କିଛି ସିମ୍ପାଥି ଭୋଟ ରହିଥିଲା, ପଦ୍ମ ଦଳକୁ ଗଲା ପରେ ଆଉ ବାପାଙ୍କ ସିମ୍ପାଥିକ ଭୋଟ ପାଇବେ ନାହିଁ । କାରଣ ସେ ପାର୍ଟିକୁ ବିକ୍ରି କରିଦେଲେ ।
ପ୍ରଶ୍ନ-ଜୟ ସରକାରୀ ଦଳକୁ ଯାଇଥିବାରୁ ନୂଆପଡାର ଅଧିକ ବିକାଶ କରିବେ, ସେଥିପାଇଁ ସେ ଶଙ୍ଖ ଛାଡି ପଦ୍ମ ଧରିରେ କି, ଏଥିରେ ଆପଣଙ୍କ ମତ କଣ?ଉତ୍ତର- ଅଧିକ ବିକାଶର ପ୍ରଶ୍ନ ନାହିଁ ତାଙ୍କ ବାପା ମନ୍ତ୍ରୀ ଥିଲା ସମୟରେ ନୂଆପଡାର ଶିକ୍ଷା, ସ୍ୱାସ୍ଥ୍ୟ, ଚାଷୀଙ୍କ ମଣ୍ଡି ବ୍ୟବସ୍ଥା, ଜଳ ସେଚନ, ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ବ୍ୟବସ୍ଥା ସବୁ ବିପର୍ଯ୍ୟସ୍ଥ ହେବା ସହିତ ଦୁର୍ନୀତି ଅଧିକ ହୋଇଛି ।
ପ୍ରଶ୍ନ-ବିଜେପି ଗଲା ପରେ ବିଜେପି ଦଳୀୟ ଭୋଟ ତା ସହିତ ତାଙ୍କ ବାପାଙ୍କ ସିମ୍ପାଥିକ ଭୋଟ ମିଶି ବିଜେପିର ଭୋଟ ବୃଦ୍ଧି ପାଇବ କି ?ଉତ୍ତର- ଭୋଟ ବୃଦ୍ଧି ହେବାର ସମ୍ଭାବନା ନାହିଁ, କାରଣ ବିଜେପିରେ ଗୋଷ୍ଠୀ କନ୍ଦଳ ରହିଛି, ବସନ୍ତ ପଣ୍ଡା, ଅଭିନନ୍ଦନ ପଣ୍ଡା, ଯଦୁ ମଣି ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ହୋମ ସିଂ ଖାମସିଂ, ଗୋଲଡି ସୋନିଆ ଜୈନ ଏଭଳି ଏକାଧିକ ଗୋଷ୍ଠୀ ବିଜେପିରେ ରହିଛି । ଏହି ଗୋଷ୍ଠୀ କନ୍ଦକୁ ଜୟ ଢୋଲକିଆ ସମ୍ଭାଳି ପାରିବ ନାହିଁ।
ପ୍ରଶ୍ନ-ଆପଣଙ୍କ ସ୍ଥିତି କେମିତି ରହିବ ?
ଉତ୍ତର -ମୋର ସ୍ଥିତି ମଜବୁତ ହେଲା । ମୋତେ ମାଟିର ମଣିଷ ଆଦିବାସୀ ନେତା ବୋଲି ଏକତରଫା ଭୋଟ ଦେବେ ଭୋଟର ।
ପ୍ରଶ୍ନ -ବିଜୟୀ ନେଇ କେତେ ଆଶାବାଦୀ ?
ଉତ୍ତର- 1000ପ୍ରତିଶତ ଆଶାବାଦୀ । ଏଥିରେ କୌଣସି ଆଶଙ୍କା ନାହିଁ ।
ପ୍ରଶ୍ନ-ନିର୍ବାଚନ ମଣ୍ଡଳୀରେ ପ୍ରାୟ 9000ରୁ ଉର୍ଦ୍ଧ ଯୁବ ଭୋଟର ଅଛନ୍ତି । ଏମାନେ ଆପଣଙ୍କୁ ପସନ୍ଦ କରିବେ ନା ଜୟ ଢୋଲକିଆଙ୍କୁ ?
ଉତ୍ତର-ମୋତେ ପସନ୍ଦ କରି ଭୋଟ ଦେବେ, ଯୁବକ ମାନେ ସଚ୍ଚୋଟ ପ୍ରାର୍ଥୀଙ୍କୁ ଖୋଜୁଛନ୍ତି । ତେଣୁ ମୋତେ ହିଁ ଯୁବକ ମାନେ ଭୋଟ ଦେବେ ।
ପ୍ରଶ୍ନ-ପିସିସି ସଭାପତି ଭକ୍ତ ଦାସ ନିର୍ବାଚନ ମଣ୍ଡଳୀ ବୁଲି ଅନେକ ସ୍ଥାନରେ ମିଶ୍ରଣ ପର୍ବ କଲେ ଲୋକ କେତେ ଗ୍ରହଣ କଲେ ?
ଉତ୍ତର- ବହୁତ ଗ୍ରହଣ କରିଛନ୍ତି । ଏଥର ମୋର ନିର୍ବାଚନ ବିଜୟୀ ସୁନିଶ୍ଚିତ ।ଇଟିଭି ଭାରତ, ନୂଆପଡା
Category
🗞
News
Transcript
Display full video transcript
00:00
Thank you very much.
00:30
Thank you very much.
01:00
Thank you very much.
Show less
Comments
Add your comment
Recommended
3:06
|
Up next
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
2 weeks ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
2 weeks ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
3 weeks ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
7 weeks ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
2 months ago
3:25
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ; ସୁରକ୍ଷା ନେଇ ରେଲୱେ ଷ୍ଟେସନ, ହୋଟେଲ ଓ ସହର ପ୍ରବେଶ ପଥରେ କଡା ଯାଞ୍ଜ
ETVBHARAT
7 hours ago
4:25
କାଲି ଆଗତ ହେବ ବଜେଟ; କେଉଁ ପ୍ରକାର ବଜେଟ ହେବ, ଏମିତି ଆକଳନ କଲେ ବିଶେଷଜ୍ଞ
ETVBHARAT
7 hours ago
5:06
ପାଣ୍ଡୁଲିପି ଉପରେ ହେବ ଅଧିକ ଗବେଷଣା; ଲୋକଙ୍କ ନିକଟରେ ଥିବା ପୁରୁଣା ପୋଥିକୁ ଦିଆଯିବ ସମ୍ମାନ, ଦକ୍ଷିଣ ଓଡିଶା 'ସ୍ୱାସ୍ଥ୍ୟ ପୋଥି'ର ଗନ୍ତାଘର
ETVBHARAT
7 hours ago
3:33
ମହିଳା ଚଳାଇବେ ଆମ ବସ୍; ତାଲିମ ପାଇଁ ପୁଣେ ଗଲେ 20 ଜଣ ମହିଳା ଡ୍ରାଇଭର
ETVBHARAT
7 hours ago
0:58
कटनी में दर्दनाक हादसा, करंट लगने से एक मजदूर की मौत, सुरक्षा इंतजाम पर उठ रहे गंभीर सवाल
ETVBHARAT
7 hours ago
2:13
ମାଲ୍ୟବନ୍ତ ମହୋତ୍ସବ-୨୦୨୫, ଉନ୍ମୋଚନ ହେଲା ପୋଷ୍ଟର
ETVBHARAT
2 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
2 months ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
2 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
3 months ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
3 months ago
2:46
କାର୍ତ୍ତିକମାସର ପହିଲି ପଞ୍ଚୁକ, ଆଶୁତୋଷଙ୍କ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର
ETVBHARAT
3 months ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
3 months ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
4 months ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
4 months ago
3:37
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
4 months ago
3:28
ଆଜିଠୁ ମା' ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା
ETVBHARAT
4 months ago
1:41
ଫ୍ଲାଏଓଭରରୁ ରେଲୱେ ଟ୍ରାକକୁ ଖସିଲା କାର, ଘଣ୍ଟାଏ ଯାଏଁ ଟ୍ରେନ ଚଳାଚଳ ବନ୍ଦ
ETVBHARAT
5 months ago
3:29
ପ୍ରଥମେ କାହିଁକି ନୂଆଁ ଖାଆନ୍ତି ପଥର୍ଲାବାସୀ ? କଣ କୁହେ କିମ୍ବଦନ୍ତୀ
ETVBHARAT
5 months ago
2:03
କାଦୁଅ ରାସ୍ତାରେ ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର, ଅଧାରେ ଅଟକିଲା ଡିଜେ ଗାଡି
ETVBHARAT
7 months ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
8 months ago
Comments