Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ଫ୍ଲାଏଓଭରରୁ ରେଲୱେ ଟ୍ରାକକୁ ଖସିଲା କାର, ଘଣ୍ଟାଏ ଯାଏଁ ଟ୍ରେନ ଚଳାଚଳ ବନ୍ଦ
1 year ago
ନୂଆଦିଲ୍ଲୀ: ଭାରସାମ୍ୟ ହରାଇ ଫ୍ଲାଏଓଭର ଉପରୁ ରେଲୱେ ଟ୍ରାକକୁ ଖସିଲା କାର । 1 ଘଣ୍ଟା ଯାଏଁ ବନ୍ଦ ରହିଲା ଟ୍ରେନ ଚଳାଚଳ । କାର ଖସି ପଡ଼ିବା ଫଳରେ ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ରେଲୱେ ଟ୍ରାକରୁ କାରକୁ ହଟାଇଛି । ଆହତ ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ମୁକର୍ବା ଚୌର ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ କହିବା ଅନୁସାରେ, ଦିଲ୍ଲୀ ଗାଜିଆବାଦର ଡ୍ରାଇଭର ସଚିନ ଚୌଧୁରୀ(35) ଆଜି କାର ଯୋଗେ ପୀରାଗଡ଼ିରୁ ଗାଜିଆବାଦକୁ ଆସୁଥିଲେ । ହଠାତ ମୁକର୍ବା ଚୌର ଫ୍ଲାଏଓଭର ନିକଟରେ ଭାରସାମ୍ୟ ହରାଇ କାରଟି ରେଲୱେ ଟ୍ରାକକୁ ଖସିପଡ଼ିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି । ସେପଟେ କାରଟି ଭାଙ୍ଗି ଯାଇଥିବା ବେଳେ ପୋଲିସ ରେଲୱେ ଟ୍ରାକରୁ କାରକୁ ହଟାଇଛି । କାର୍ ରେଲୱେ ଟ୍ରାକ ଉପରେ ପଡ଼ିବା ଫଳରେ ପ୍ରାୟ 1 ଘଣ୍ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏହା ମଧ୍ୟ ପଢ଼ନ୍ତୁ...କୋରାପୁଟରେ ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ, 5 ଗୁରୁତରକଟକ ରେଳ ଷ୍ଟେସନରେ ପୁରୁଣା ଛାତ ଭୁଶୁଡ଼ିବା ଘଟଣା; 1 ଓ 2 ନମ୍ବର ପ୍ଲାଟଫର୍ମରେ ରେଳ ଚଳାଚଳ ସ୍ବାଭାବିକପ୍ରତକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗାଡ଼ିଟି ବହୁତ ସ୍ପିଡ୍ରେ ଥିଲା । ଫଳରେ ଭାରସାମ୍ୟ ହରାଇ କାରଟି ପ୍ରଥମେ ରିଗଂ ରୋଡ ପାର୍ଶ୍ବରେ ପିଟି ହୋଇଥିଲା । ପରେ ରେଲିଂ ଉପରେ ପଡ଼ି ରେଲୱେ ଟ୍ରାକକୁ ଖସିପଡ଼ିଥିଲା । ପାଖରେ ଥିବା କିଛି ଶ୍ରମିକ ଲାଲ ରଙ୍ଗର ଟି-ସାର୍ଟ ଦେଖାଇ ଟ୍ରେନ ଅଟକାଇଥିଲେ । ଫଳରେ ପ୍ରାୟ 1 ଘଣ୍ଟା ଟ୍ରେନ ଅଟକି ରହିଥିଲା । ଦିଲ୍ଲୀ ପୋଲିସ, ରେଲୱେ ପୋଲିସ ଓ ସ୍ଥାନୀୟ ଲୋକ ଓ ଟ୍ରେନରେ ଯାତ୍ରା କରିଥିବା ଯାତ୍ରୀଙ୍କ ସହାୟତାରେ କାରକୁ ଟ୍ରାକରୁ ହଟାଯିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା ।ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
7:52
କେବଳ ମୂର୍ତ୍ତିରେ ନୁହେଁ, କୁମାରୀ କନ୍ୟାଙ୍କ ଶରୀରରେ ବିରାଜନ୍ତି ମା'; ମାତୃଶକ୍ତିର ସମ୍ମାନରେ ସମ୍ପନ୍ନ ହେଲା କୁଆଁରୀ ପୂଜା
ETVBHARAT
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
2:59
ଦୋକାନ ଭିତରେ ପଶିଲା ଲୁହା ବୋଝେଇ ଟ୍ରକ; ୩ ଦୋକାନ ଭାଙ୍ଗିରୁଜି ଚୁରମାର
ETVBHARAT
New
2:43
सीमा पर तैनात हमारे सैनिकों की कैसी होती है दिवाली? अखनूर बॉर्डर से ग्राउंड रिपोर्ट
ETVBHARAT
New
3:30
जानिये 'महामना की बगिया' में किस नाम से 'ट्री लेन'; BHU कैंपस में 50 हजार पेड़, संभाली जा रही पर्यावरणीय विरासत
ETVBHARAT
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
1:29
ବାଲୁକା କଳାରେ ୧୦୧ଟି ମାଖନ ହାଣ୍ଡି ସହ ନନ୍ଦଲାଲା, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
2:14
ବୈତରଣୀ ନଦୀ ସ୍ରୋତରେ ଭାସିଗଲା କାର୍, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ETVBHARAT
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
1:56
ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
New
5:41
'জ্যোতি-বুদ্ধের মধ্যে বিভাজন করিনি, বক্তব্য বিকৃত করা হয়েছে', সংবাদমাধ্যমকে কটাক্ষ বিমানের
ETVBHARAT
New
1:04
दीपावली पर उत्तर–पश्चिम रेलवे के विशेष इंतजाम: 117 स्पेशल ट्रेनों के 937 ट्रिप का संचालन
ETVBHARAT
New
4:34
వర్షాలు తగ్గినా వీడని వరద కష్టాలు - అర్నబ్, మురసు తుపాన్ల ధాటికి కోలుకోలేని దెబ్బ
ETVBHARAT
2:19
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
1:41
ରାସ୍ତା ମଝିରେ ଚଳନ୍ତା ବସରୁ ବାହାରିଲା ଧୂଆଁ, ଜୀବନ ବଞ୍ଚାଇବାକୁ ଦୌଡିଲେ ଯାତ୍ରୀ
ETVBHARAT
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT