Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
11 months ago
ଭବାନୀପାଟଣା: ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ଦେବୀ ମା' ଡୋକରି । ପାର୍ବଣ ଋତୁର ଆଗମନରେ ପୁଲକିତ ହୋଇଉଠିଛି ଧରାପୃଷ୍ଠ । ପୁରପଲ୍ଲୀରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । କେଉଁଠି ମା'ଙ୍କୁ ଫୁଲ ପୁଷ୍ପରେ ପୂଜା କରାଯାଉଛି ତ ଆଉ କତେକ ସ୍ଥାନରେ ରକ୍ତ ମୁଖା ଦେବୀଙ୍କ ଆରାଧନା କରାଯାଉଛି । ଦଶହରାର ମହାଦଶମୀ ତିଥିରେ ମା'ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା'ଙ୍କ ଛତର ଯାତ୍ରା ପାଇଁ ବିଭିନ୍ନ ପାରମ୍ପାରିକ ବାଦ୍ୟ ସହିତ ନୃତ୍ୟ ମଧ୍ୟ ପରିବେଶଣ କରାଯାଇଥିଲା । ଯାହା ପରିବେଶକୁ ଆହୁରି ଉତ୍ସବମୁଖର କରି ତୋଳିଥିଲା ।ମା'ଙ୍କ ପ୍ରସିଦ୍ଧ ଛତରଯାତ୍ରା:ଆଜି କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ବ୍ଲକ ସ୍ଥିତ ମା' ଡୋକରି ଦେବୀଙ୍କ ମନ୍ଦିରରେ ଗୁପ୍ତ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହାପରେ ମା'ଙ୍କ ବିଜୟ ପ୍ରତିମା ଛତର ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲେ। ମା'ଙ୍କ ବିଜୟ ପ୍ରତିମାର ସହର ପରିକ୍ରମା:ମା'ଙ୍କ ଏହି ପବିତ୍ର ଛତର ଯାତ୍ରାରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା । ମା'ଙ୍କ ବିଜୟ ପ୍ରତିମା ଛତର ସହର ପରିକ୍ରମା ପରେ ମନ୍ଦିରରେ ପହଞ୍ଚିଥିଲା । ପରେ ମନ୍ଦିରରେ ଜେନା ବଳି ପରେ ଗୁପ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଏହା ପରେ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମ:ବୋର୍ଡ଼ା ଅଞ୍ଚଳର ଶ୍ରଦ୍ଧାଳୁ ସ୍ମୃତି ଶ୍ରେୟା ପ୍ରଧାନ କହିଛନ୍ତି, "ଆମର ଅଞ୍ଚଳର ଇଷ୍ଟଦେବୀ ହେଉଛନ୍ତି ମା' ଡୋକରୀ । ପ୍ରତ୍ୟେକ ବର୍ଷ ଏହି ସମୟରେ ମା'ଙ୍କ ଯାତ୍ରା ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଆସି ମା'ଙ୍କ ଯାତ୍ରାରେ ସାମିଲ ହୋଇଛନ୍ତି । ମା'ଙ୍କ ଉପରେ ସମସ୍ତଙ୍କ ଆସ୍ଥା ଓ ବିଶ୍ବାସ ରହିଛି ।"ଏହା ମଧ୍ୟ ପଢନ୍ତୁ: ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତମହାଷ୍ଟମୀରେ କାହିଁକି ମହାମାୟାଙ୍କୁ କୁସ୍ମାଣ୍ଡ ବଳି ଦିଆଯାଏ ? ଜାଣନ୍ତି କିବିଜୟା ଦଶମୀ ଦିନ ହୁଏ ମା'ଙ୍କ ପ୍ରସିଦ୍ଧ ଯାତ୍ରା: ଅନ୍ୟଜଣେ ଶ୍ରଦ୍ଧାଳୁ ବେଦବ୍ୟାସ ପ୍ରଧାନ କହିଛନ୍ତି, "ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସେ ସମୟର ଗନ୍ତିଆଙ୍କ ଦ୍ଵାରା ମା'ଙ୍କ ମନ୍ଦିର ନିର୍ମାଣ ହୋଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ମା' ଡୋକରୀ ଦେବୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ଦିନ ମା'ଙ୍କ ଏହି ଯାତ୍ରା ଅନୁଷ୍ଠିତ ହୁଏ । ଆଜି ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ବିଭିନ୍ନ ଅଞ୍ଚଳରୁ କଳାକାର ମାନେ ମଧ୍ୟ ସାମିଲ୍ ହେଇଛନ୍ତି ।"
ଇଟିଭି ଭାରତ, କଳାହାଣ୍ଡି
Category
🗞
News
Transcript
Display full video transcript
00:00
This is the end of the video.
Show less
Comments
Log in to post a comment
Recommended
2:08
|
Up next
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
4 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
5 months ago
3:49
Watch: ସମାପନ ହେଲା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା, ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍ ଭିଡ
ETVBHARAT
5 months ago
3:57
ଗଜମୁଆଁରେ ପାରଳା ମହାରାଜାଙ୍କ ପ୍ରତିକୃତି, ଧୂମଧାମରେ ପରମ୍ପରା ପାଳିଲେ ଗଜପତିବାସୀ
ETVBHARAT
5 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
6 months ago
2:38
पंचतत्व में विलीन हुए बीजेपी विधायक और पूर्व मंत्री अनिल शर्मा, राजकीय सम्मान के साथ अंतिम संस्कार
ETVBHARAT
9 minutes ago
1:13
कर्मनाशा नदी उफान पर, बाढ़ का खतरा.. करमचट डैम पर फाटक से कुछ दूर सड़क धंसी
ETVBHARAT
12 minutes ago
1:46
ತನ್ನ 10ನೇ ವರ್ಷದ ಹುಟ್ಟುಹಬ್ಬ ಆಚರಿಸಿಕೊಂಡ ಪೊಲೀಸ್ ಶ್ವಾನ: ಈತನ ಗಣಿತದ ಪಾಂಡಿತ್ಯಕ್ಕೆ ಒಂದು ಸೆಲ್ಯೂಟ್!
ETVBHARAT
13 minutes ago
2:26
पानी में डूब सकते हैं अभी और घर.. इन जिलों के लोगों से प्रशासन ने की सतर्क रहने की अपील
ETVBHARAT
14 minutes ago
2:07
Belgian PM’s Chocolate Gift For Modi Fails Transit, 'Not Excellent For Diplomatic Travel'
ETVBHARAT
17 minutes ago
6:23
ବିଜେପି କାର୍ଯ୍ୟାଳୟରେ ଜମିଲା ରଙ୍ଗର ପର୍ବ, ଯାଜପୁର ଓ ଅନୁଗୋଳରେ ନେତା ଖେଳିଲେ ହୋଲି
ETVBHARAT
6 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
8 months ago
3:15
WATCH: ସଂସ୍କୃତିର ଅପୂର୍ବ ସମନ୍ବୟ,ଗଜପତିରେ ଓଡ଼ିଆ-ତେଲୁଗୁ ପାଳିଲେ ମକର ସଂକ୍ରାନ୍ତି
ETVBHARAT
8 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
8 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
9 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
9 months ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
9 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
10 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
10 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
11 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
11 months ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
11 months ago
8:01
ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା
ETVBHARAT
11 months ago
3:28
ମା' ବିରଜାଙ୍କ କ୍ଷେତ୍ରରେ ନବରାତ୍ର ପୂଜା, ଆଜିଠୁ ମନ୍ଦିରରେ ନବଦିନାତ୍ମକ ରଥଯାତ୍ରା
ETVBHARAT
1 year ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
Comments