Skip to playerSkip to main content
  • 2 days ago
ଭବାନୀପାଟଣା: ଶିତୁଆ ପବନରେ ଅଳସ ଭାଙ୍ଗୁଛି ଅଳସୀ ରାଣୀ । ସବୁଜ ବନାନୀରେ ପ୍ରକୃତି ରାଣୀ ହଳଦିଆ ରଙ୍ଗର ଓଢ଼ଣୀ ହୋଇ ଢାଙ୍କି ଦେଇଛି । ବର୍ଷର ଠିକ୍ ଅକ୍ଟୋବର, ନଭେମ୍ବର ବେଳକୁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର, କୋକସରାର ପାହାଡ଼ ପର୍ବତ, ନଦୀନାଳ ଓ ରାସ୍ତା କଡ, ସବୁଠି ଲାଗେ ସତେ ଯେମିତି ପ୍ରକୃତି ରାଣୀ ସୁନାର ଚାଦରଟିଏ ଘୋଡେ଼ଇ ହୋଇଛି । ଯାହାକୁ ଦେଖି ଆନମନା କବି...ବାଟ ଭୁଲେ ପଥିକ ।  ଶିତୁଆ ସକାଳର କୋହଲା ପବନରେ ଥିରି ଥିରି ହୋଇ ଅଳସ ଭାଙ୍ଗୁଥିବା ଅଳସୀ ଫୁଲର ବାଡ଼ରେ ନାଚି ଉଠେ ଯୌବନ । ଇନ୍ଦ୍ରାବତୀର କୂଳଦେଇ କର୍ଲାପାଟ ଅଭୟାରଣ୍ୟର ଅଞ୍ଚଳର କୋଣ ଅନୁକୋଣ ଭରିଯାଏ ହଳଦିଆ ରଙ୍ଗରେ । ହେଲେ ଅଳସୀ କ୍ଷେତକୁ ଯିଏ ବି ଦେଖିବ ଥରେ ଅଟକି ଯିବ । ଅଳସୀ ମଞ୍ଜିର ଅନେକ ଚାହିଦା ଥିବା ବେଳେ ବିକ୍ରିବଟା କମ୍‌ ଥିବାରୁ ମୁହଁ ଫେରାଉଛନ୍ତି ଚାଷୀ । ମିଳୁନି ଲାଭ:
ପୁରୁଣାଗୁମା ଗାଁର ଅଳସୀ ଫୁଲର ଚାଷୀ ରିକ୍ସା ମାଝୀ  କୁହନ୍ତି, ‘ପ୍ରତ୍ୟେକ ବର୍ଷ ଏମିତି ଅଳସୀ ଚାଷ କରୁଛୁ ହେଲେ ଠିକ୍ ଭାବରେ ଲାଭ ମିଳି ପାରୁନାହିଁ । ଦଲାଲ ମାନେ ଆସି କମ ଦରରେ ନେଇ ଯାଉଛନ୍ତି । ସୁନ୍ଦର୍ ଦେଖା ଯାଉଥିବାରୁ ଲୋକେ ଫଟୋ ଉଠାଇବାକୁ ଆସୁଛନ୍ତି ଓ ଗୋଡ଼ରେ ସମସ୍ତ ଚାଷକୁ ମାଡି ଚାଷ ନଷ୍ଟ କରି ପକାଉଛନ୍ତି ।’ସେପଟେ ଏନେଇ ଅଳସୀ ଫୁଲ ଚାଷୀ ଅଶୋକ ସିଂ କୁହନ୍ତି, ‘ଅଳସୀ ଫୁଲ ଯେତେବେଳ ଫୁଟିଥାଏ ସେତେବେଳେ ମନ ମୋହିନିଏ । ଆମର ଯଦି ଏହି ଅଞ୍ଚଳକୁ ଆସି ଦେଖିବେ ଚାରିଆଡେ ଦେଖିବେ କେବଳ ଅଳସୀ ଫୁଲ ପରିପୂର୍ଣ୍ଣ ହୋଇଛି । ବିଭିନ୍ନ ଅଞ୍ଚଳରୁ ଲୋକେ ଏଠାକୁ ଫଟୋ ଉଠାଇବା ପାଇଁ ଆସୁଛନ୍ତି । ଯେଉଁମାନେ ଚାଷ କରୁଛନ୍ତି ବିକ୍ରି କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଳସୀ ଫୁଲ ବିକ୍ରି କରିବା ପାଇଁ ସରକାର କିଛି ବ୍ୟବସ୍ଥା କଲେ ଚାଷୀ ଉପକୃତ ହୋଇପାରନ୍ତେ ।’ଏହା ମଧ୍ୟ ପଢନ୍ତୁ:କିଆ ଫୁଲ ହବ୍ ଗଞ୍ଜାମ: ଦେଶକୁ ଯୋଗାଏ 90%, ମିଳୁନି ମୂଲ୍ୟ ମଉଳି ଯିବ କି ମହକ ?ବଳକା ବାସି ଫୁଲରୁ ହାର୍ବଲ ଉତ୍ପାଦ; ସମ୍ବଲପୁରରେ ମହିଳା ଚାଷୀଙ୍କୁ ତାଲିମ ଦେବ NBRIସମ୍ବଲପୁରରେ ବିଦେଶୀ ଫୁଲ 'ୟୁଷ୍ଟୋମା', ଗୋଟିଏ ଫୁଲ ତୋଡ଼ା 1500 ଟଙ୍କାବଜାରରେ ବି ରହିଛି ଅନେକ ଚାହିଦା:ପ୍ରକୃତପ୍ରେମୀ ପରମେଶ୍ବର ମୁଣ୍ଡ କୁହନ୍ତି, ‘କଳାହାଣ୍ଡି ଏମିତିରେ ବି ପ୍ରକୃତିର ଗନ୍ତାଘର ଏଠି ୧୨ ମାସରେ ପ୍ରକୃତି ବାର ରୂପ ନିଏ ସେ ଭିତରେ କାର୍ତ୍ତିକ ମାର୍ଗଶୀର ବେଳକୁ ଅଳସୀ ଫୁଲର ସମ୍ଭାର । ହଳଦିଆ ରଙ୍ଗର ଏ ଫୁଲ ଲାଗିଥାଏ ହଳଦିଆ ରଙ୍ଗର ଗାଲିଚାଟିଏ ଲମ୍ବି ଯାଇଛି ଦୂର ଦିଗବଳୟ ପର୍ଯ୍ୟନ୍ତ । ଏ ଅଳସୀ ଦେଖିବାକୁ ଖୁବ୍ ସୁନ୍ଦର ଲାଗେ, ବିଶ୍ବ ବଜାରରେ ଅଳସୀ ଫୁଲର ଢେର୍‌ ଚାହିଦା ରହିଛି ।’
 ଇଟିଭି ଭାରତ, କଳାହାଣ୍ଡି

Category

🗞
News
Transcript
00:00foreign
00:14foreign
00:30foreign
00:50foreign
01:00The замечation from the people who are using these fresh plants do not know, but they are mining.
01:06Also, there are about 8 trees and they can be mining.
01:14They are mining and mining and mining.
01:20They have mining and mining mining.
01:25Well, there is no working against the government, without any external Cadillac and government to support.
01:33There are people who have come to this office and the government will be able to support.
01:40That is all working against the government and the government will be able to support.
01:46There are no government agencies, as well as government agencies.
01:49Remember you got a name for this song.
01:55Swindirj member said,
02:00④ 12.
02:043.
02:10This flower is a flower,
02:13and she is a flower,
02:16and she is a flower,
02:18It is very important for us to know that this is a very important part of the world.
02:25It is important for us to know that this is a very important part of the world.
02:33The local government has been told that this is not the same as the local government, but the government has been very important in the administration.
02:49On the other hand, when they jumped in this direction, they were shocked.
03:05I would like to see that the
03:09new
03:15new
03:16new
03:17new
03:18new
03:19new
03:20new
03:22new
03:24new
03:26new
03:28new
03:30new
03:32new
03:34new
03:34new
Be the first to comment
Add your comment

Recommended