Skip to playerSkip to main content
  • 4 hours ago
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ୩୫ତମ ସାଉଥ୍ ଏସିଆନ୍ ଫ୍ରାଟେରନିଟି (ଦକ୍ଷିଣ ଏସୀୟ ମୈତ୍ରୀ ସଂଙ୍ଗଠନ)ର ତିନି ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଆଜି (ଶୁକ୍ରବାର) ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଛି । ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାର ଚୋପ୍ରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ନିଜ ବକ୍ତବ୍ୟରେ ଦକ୍ଷିଣ ଏସିଆରେ ରହିଥିବା ପଡୋଶୀ ବାଂଲାଦେଶ ଓ ପାକିସ୍ତାନର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏସିଆର ଦେଶଗୁଡିକ ମଧ୍ୟରେ ବାଣିଜ୍ୟକ ସମ୍ପର୍କ ଓ ଆର୍ଥିକ ସହଯୋଗ ବଢିବା ଆବଶ୍ୟକ ବୋଲି ରାଜକୁମାର କହିଛନ୍ତି । ଏହି ତିନି ଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧି ଯୋଗ ଦେଇ ଦକ୍ଷିଣ ଏସିଆରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଆଲୋଚନା କରିଛନ୍ତି । ଏହି ସମ୍ମିଳନୀରେ ଆସାମ, ତ୍ରିପୁରା, ଛତିଶଗଡ, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ଓଡ଼ିଶା, ଦିଲ୍ଲୀ, ବିହାର, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ ଭଳି ୧୮ଟି ରାଜ୍ୟରୁ ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇ ନିଜ ଅଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା ଓ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିଛନ୍ତି । ଏହାସହ ନିଜ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ଆଦାନ ପ୍ରଦାନ କରିଛନ୍ତି । ଏହା ମଧ୍ୟ ପଢ଼ନ୍ତୁ...୨୦୨୬ ପାଇଁ ହଲିଡେ ଲିଷ୍ଟ୍‌ ଜାରି; ଓଡ଼ିଶାରେ କେତେଦିନ ସରକାରୀ ଛୁଟି ? ଜାଣନ୍ତୁଗଞ୍ଜାମ ଛାତ୍ରୀଙ୍କ 'ଏୟାର ଡିଜାଷ୍ଟର ସେଫ୍ଟି ସିଷ୍ଟମ ପ୍ରୋଜେକ୍ଟ', ବିମାନ ଦୁର୍ଘଟଣା ରୋକିବା ପାଇଁ ପରିକଳ୍ପନାଏହି ସମ୍ମିଳନୀ ଜରିଆରେ ଦେଶର କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯୋଗ ଦେଇଥିବା ପ୍ରତିନିଧିମାନେ ଗୋପାଳପୁରରେ ଏକତ୍ରିତ ହୋଇ ଦକ୍ଷିଣ ଏସିଆର ଅଣ ବିବାଦୀୟ ବିଷୟକୁ ନେଇ ଆଲୋଚନା କରିବାକୁ ମଞ୍ଚାସୀନ ଅତିଥିମାନେ ଆହ୍ୱାନ କରିଥିଲେ । ସେହିପରି ଏହି ଅବସରରେ ଜୀବନରେ ନୈତିକ ମୂଲ୍ୟବୋଧର ଭୂମିକା ଏବଂ ଦକ୍ଷିଣ ଏସିଆର ଦେଶ ଗୁଡ଼ିକରେ ଶିକ୍ଷା ଓ ସ୍ବାସ୍ଥ୍ୟ ସ୍ଥିତି ବିଷୟରେ ଆଲୋଚନା ହୋଇଥିବା ବେଳେ ଏଥିରେ ପ୍ରଫେସର ମଦନ ମୋହନ ମହାପାତ୍ର ଓ ଡ. ସାରଦା ପ୍ରସାଦ ସାହୁ ଯୋଗ ଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଂଗଠନର ଆଜୀବନ ସଦସ୍ୟ ଶଙ୍କର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କିଶୋର୍ ଦର୍ଶନ ତଲମାଲି ଶେଷରେ ଧନ୍ୟବାଦ ଦେଇଥିଲେ । 

ଇଟିଭି ଭାରତ, ବ୍ରହ୍ମପୁର

Category

🗞
News
Transcript
00:00I would like to say that South Asia fraternity has been more than ever since.
00:06When we had this statement, we didn't have all the changes.
00:10But after that, the changes began to change.
00:13I said that it was not a matter of man-to-man contact with South Asia.
00:19This is the government of the government.
00:22Man-to-man, as many people can do, they can do it.
00:27But there are a lot of people who will always join us.
00:30You should know that our government are going to need a better position to work with other people.
00:39If we want to have a better understanding,
00:46and we will think that if we have to move forward,
00:50if we have to move forward to our country,
00:52then there will be no peace.
00:55So South Asia fraternity is the most important thing,
00:58which I think is,
00:59that if we have to move forward to our country,
01:03then we have to move forward to our country.
01:05South Asia fraternity,
01:07in the past 36 years,
01:09when it was established in 1990,
01:12so it was a leadership was Iranian.
01:18Today it was not a leadership.
01:21The question is that we have not asked
01:24to answer our questions.
01:26foreign
01:32foreign
01:40foreign
01:50foreign
01:54People content.
01:54We can't call it an individual.
01:57We can't call it an academic, cultural, trade,
02:03so we can't call it.
02:07I need to call it.
02:11This is the convention of Gopalpur, Shanty, Sadbhav, Prem, Bhai Chara,
02:19this convention will be done with a declaration of the government.
02:27This is the convention of Gopalpur, Shanty, Sadbhav, Prem, Bhai Chara,
02:33this convention will be done with a declaration of the government.
02:38This is the convention of Gopalpur, Shanty, Sadbhav.
02:42this is the convention of Gopalpur, Shanty, Sadbhav, Prem, Bhai Chara,
02:47and Robert Shanty, the convention of Gopalpur, Shanty, Sadbhav, Prem, Bhai Chara,
02:52I do not have to work for this organization.
02:55Especially when there are calamities and crises.
02:59We have to work for this organization.
03:01We are doing this in the world and we are doing this in the world.
03:06We are doing this in the world as well as our vision.
03:13We are doing this in the world and our society is trying to work.
03:17The government has been very difficult to do with South Asian fraternities.
03:28So we have been able to do with South Asian fraternities.
03:35We have been very difficult to do with Gandhi Gandhi the government.
03:40We have been very difficult to do with the foundation of our founding.
03:46.
03:53.
04:04.
04:09.
04:14.
04:15The first thing that we do not do is to do the first thing that we do not do.
04:22We do not do the same thing because we have to do the same thing with South Asia.
04:28We have to do the same thing with South Africa, Bangladesh, Pakistan, Pakistan.
04:35We have seen that many countries have been very difficult.
04:41And then they got the time to give up.
04:49They Gegner, that's like the first time they said,
04:53they just put a lot of money.
04:55They took a lot of money to get money to the same country.
04:57And they took a lot of money.
05:03Here they took a lot of money.
05:05I have been able to study the experience from Kashmir and Konyakumar.
05:16average of 10,000 people.
Be the first to comment
Add your comment

Recommended