Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ଆଜିଠୁ ମା' ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା
ETVBHARAT
Follow
4 months ago
ଯାଜପୁର: ଆଜିଠୁ ଆରମ୍ଭ ହୋଇଛି ନବରାତ୍ରି । ଚଳଚଞ୍ଚଳ ହୋଇପଡ଼ିଛି ଦେଶ ତଥା ରାଜ୍ୟର ସବୁ ଶକ୍ତିପୀଠ । ରାଜ୍ୟର ପ୍ରସିଦ୍ଧ ଯାଜପୁର ମା' ବିରଜାଙ୍କ ପୀଠରେ ଅନନ୍ୟ ପରମ୍ପରା ସ୍ୱରୂପ ରଥଯାତ୍ରା ଆରମ୍ଭ ହେବ । ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ଶେଷ ହୋଇଛି । ସନ୍ଧ୍ୟାରେ ରଥରେ ବିରାଜ କରି ବେଢା ପରିକ୍ରମା କରିବେ ମା' ବିରଜା । 9 ଦିନ ଧରି ଚାଲିବ ମା'ଙ୍କ ରଥଯାତ୍ରା ପର୍ବ।ମା'ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ:ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଆଜି ପ୍ରଥମ ଦିନରେ ସକାଳୁ ସିଂହାସନରେ ମା'ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା'ଙ୍କ ପାଦସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିରଜାଙ୍କ କ୍ଷେତ୍ର ରଥଯାତ୍ରା: ଯାଜପୁର ମା' ବିରଜାଙ୍କ କ୍ଷେତ୍ରରେ ରହିଛି ଅନନ୍ୟ ପରମ୍ପରା । ଦେଶ କିମ୍ବା ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେ ନାହଁ ଏଭଳି ରୀତିନୀତି । କାରଣ ମା' ବିରଜାଙ୍କ ପୀଠରେ ପ୍ରତିବର୍ଷ ନବରାତ୍ରିର ପ୍ରଥମ ଦିନରୁ 9 ଦିନ ଧରି ନବଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ମା'ଙ୍କ ସ୍ବତନ୍ତ୍ର ପୂଜା ପରେ ମା' ମନ୍ଦିରରୁ ବାହାରି ଥାଆନ୍ତି । 9 ଦିନ ଯାକ ମନ୍ଦିରରୁ ବାହାରି ରଥରେ ବିରାଜ କରି ପରିକ୍ରମା କରନ୍ତି ମା' ବିରଜା । ଆଜି ମନ୍ଦିରରେ ସ୍ବତନ୍ତ୍ର ପୂଜା ପରେ ମା' ମନ୍ଦିରରୁ ବାହାରିବେ । ସନ୍ଧ୍ୟା ପାଖାପାଖି 6 ବେଳକୁ ରଥଯାତ୍ରା ପର୍ବ ହେବ । 9 ଦିନ ମା'ଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୁଏ । ତେବେ ସୁରକ୍ଷା ଦୃଷ୍ଟରୁ ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...କଟକର ପ୍ରଥମ ଓ ପୁରୁଣା ଦୁର୍ଗାପୂଜା ମଣ୍ଡପ, ୫୦୦ ବର୍ଷ ଧରି ସମାନ ପଦ୍ଧତିରେ ମା'ଙ୍କ ଆରାଧନାମହାଳୟାରେ ମା'ଙ୍କୁ ଲାଗି ହେଲା ଖଡ଼ି ରଙ୍ଗସେପଟେ ଗତକାଲି ମହାଳୟାରେ ହଜାର ହଜାର ଶ୍ରଦ୍ଧାଳୁ ବିରଜା କ୍ଷେତ୍ରର ନଭିଗୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଦୂରଦୁରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । କାହିଁ କେଉଁ ଆବହମାନ କାଳରୁ ଏଠାରେ ଥିବା ନାଭିଗୟାରେ ପିତୃପୁରୁଷଙ୍କ ପିଣ୍ଡଦାନର ପରମ୍ପରା ରହିଆସିଛି । ବିଶେଷକରି ପିତୃପକ୍ଷ ଅର୍ଥାତ ଇନ୍ଦୁ ପୂର୍ଣ୍ଣିମା ଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଇଥାଏ । କିନ୍ତୁ ମହାଳୟା ତିଥିରେ ନାଭିଗୟାରେ ପିଣ୍ଡଦାନ ନେଇ ରହିଛି ଅନେକ ପୌରାଣିକ ମତ । ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ କାହିଁ କେତେ ଦୂରରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ପିଣ୍ଡଦାନ ପରେ ମା' ବିରଜାଙ୍କୁ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ଇଟିଭି ଭାରତ, ଯାଜପୁର
Category
🗞
News
Transcript
Display full video transcript
00:00
In the 19th century the country said that it was very difficult for the country to stay in the country.
00:14
We are now in 19th century and we have to take the country to stay in the country and we are now in the country.
00:20
We are now in the country and there are no people who are not here.
00:24
no
00:29
no
00:38
yes
00:43
thank you
00:51
Thank you for joining us.
01:21
foreign
01:33
foreign
01:37
foreign
01:41
foreign
01:43
foreign
01:49
Thank you very much.
02:19
Thank you very much.
02:49
Thank you very much.
Be the first to comment
Add your comment
Recommended
3:37
|
Up next
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
3 months ago
3:28
ମା' ବିରଜାଙ୍କ କ୍ଷେତ୍ରରେ ନବରାତ୍ର ପୂଜା, ଆଜିଠୁ ମନ୍ଦିରରେ ନବଦିନାତ୍ମକ ରଥଯାତ୍ରା
ETVBHARAT
4 months ago
8:01
ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା
ETVBHARAT
3 months ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
2 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
2 months ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
7 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6 months ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
3 months ago
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
5 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
6 weeks ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
3 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
2 months ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1 year ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
7 months ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
7 months ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
3 months ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
3 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
4 weeks ago
2:53
ବମିଖାଲରେ ଆକର୍ଷଣୀୟ ସାଜିଛି 'ରାମୋଜୀ ଫିଲ୍ମ ସିଟି'ର ମହାଭାରତ ସେଟ ତୋରଣ
ETVBHARAT
3 months ago
2:59
ମହାଷ୍ଟମୀରେ କାହିଁକି ମହାମାୟାଙ୍କୁ କୁସ୍ମାଣ୍ଡ ବଳି ଦିଆଯାଏ ? ଜାଣନ୍ତି କି
ETVBHARAT
3 months ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1 year ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
5 weeks ago
1:46
ఇరుసుమండ బ్లో అవుట్ ఎఫెక్ట్ - 4 గ్రామాలకు ఇబ్బందులు, ఇంటింటా సర్వే
ETVBHARAT
8 minutes ago
1:22
गुना में सरपंच पुत्र की दबंगई! पहले ट्रैक्टर से खोदी क्रिकेट पिच फिर दी अजब-गजब सफाई
ETVBHARAT
15 minutes ago
4:10
সিঙ্গুরের সভায় কি প্রধানমন্ত্রী মোদি বঙ্গের শিল্প-সম্ভাবনায় দিশা দেখাবেন, অপেক্ষায় কৃষকরা
ETVBHARAT
18 minutes ago
Be the first to comment