Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
10 months ago
ଅନୁଗୋଳ: ମେଲାଣି ନେଲେ ମା' ଧନଦାତ୍ରୀ, ଶେଷ ହେଲା ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଗତକାଲି ମା' ଲକ୍ଷ୍ମୀଙ୍କୁ ବିଦାୟୀ ଦେଇଛନ୍ତି ଅନୁଗୋଳବାସୀ । ବାଜା,ବାଣ ଏବଂ ଅତ୍ୟାଧୁନିକ ଲାଇଟ୍ ସାଙ୍ଗକୁ ଭଳିକି ଭଲି ପାରମ୍ପାରିକ ନୃତ୍ୟ ଗୀତରେ କମ୍ପିଲା ସହର । ଗତ 6 ତାରିଖରେ ମା'ଙ୍କୁ ଆବାହନ କରାଯାଇଥିବା ବେଳେ ଗତକାଲି ବିସର୍ଜନ କରାଯାଇଛି । ତେବେ ଅନୁଗୋଳରେ ମା' ଗଜଲକ୍ଷ୍ମୀଙ୍କ ଭସାଣି ଶୋଭାଯାତ୍ରାର ରହିଛି ସ୍ୱତନ୍ତ୍ରତା । ମା'ଙ୍କ ମେଢ଼ ଗୁଡିକ ମେଳଣ ଶୋଭାଯାତ୍ରାରେ ଏକାଠି ହେବା ପରେ ଭସାଣ ପର୍ବ ଆରମ୍ଭ ହୋଇଥିଲା। ଅପରାହ୍ନରୁ ଆରମ୍ଭ ହୋଇଥିଲା ଏହି ମେଳଣ ଉତ୍ସବ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସହରର ଥାନା ଛକରେ ମେଢ଼ ଗୁଡିକ ଏକାଠି ହେବା ପରେ ଆରମ୍ଭ ହୋଇଥିଲା ଭସାଣି ଶୋଭାଯାତ୍ରା । ଯାହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।
ଚଳିତଥର ସହରରେ 45ଟି ମଣ୍ଡପରେ ମା'ଙ୍କୁ ପୂଜା କରାଯାଇଥିବା ବେଳେ ଭସାଣି ଶୋଭାଯାତ୍ରାରେ 14ଟି ମେଢ଼ ସାମିଲ ହୋଇଥିଲେ । ବସଷ୍ଟାଣ୍ଡ, ଲକ୍ଷ୍ମୀବଜାର, ବଜାର ଛକ, ସଞ୍ଜିବନୀ ମାର୍କେଟ, ଶାନ୍ତି ବଜାର, ଡେଲି ମାର୍କେଟ, ନନଭେଜ ମାର୍କେଟ, ହରିମହୁରୀ ଛକ, ଅମାଲପଡା, ଶିକ୍ଷକପଡା ଆଦି ସ୍ଥାନରେ ପ୍ରାୟ ୪୫ଟି ମଣ୍ଡପରେ ମା'ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ସହର ସାରା ଅତ୍ୟାଧୁନିକ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସୁ ଥିଲା । ସେପଟେ କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା ଓ ଭସାଣି ସମ୍ପନ୍ନ ହେବ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।ଏହା ମଧ୍ୟ ପଢନ୍ତୁ...ଧରାପୃଷ୍ଠରୁ ମା' ଧନଦାତ୍ରୀଙ୍କୁ ମେଲାଣି ଦେଲେ ଢେଙ୍କାନାଳବାସୀ ଏହା ମଧ୍ୟ ପଢନ୍ତୁ...ଦେଶୀ ଦୀପ ଅପେକ୍ଷା କାହିଁକି ବଢୁଛି କୋଲକାତା ଦୀପର ଚାହିଦା ? ପ୍ରଭାବିତ କାରିଗର ଏହା ମଧ୍ୟ ପଢନ୍ତୁ... ପୁଣି ଇସ୍କନର ମନମାନି; ବିବାଦ ସତ୍ତ୍ୱେ ପାଳିଲା ଅଦିନିଆ ରଥଯାତ୍ରା, ସେବାୟତଙ୍କ କାର୍ଯ୍ୟାନୁଷ୍ଠାନ ଦାବିଇଟିଭି ଭାରତ, ଅନୁଗୋଳ
Category
🗞
News
Transcript
Display full video transcript
00:00
This is a production of the U.S. Department of Education.
Show less
Comments
Log in to post a comment
Recommended
2:51
|
Up next
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
5 days ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
6 days ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
1 week ago
3:42
ଅଗଷ୍ଟ 12ରେ ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ
ETVBHARAT
2 weeks ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
5 weeks ago
8:39
ভাঙচুরের পর ফের যাদবপুরের গেটে ফিরল লোগো, অশান্তির ঘটনায় কর্তৃপক্ষের ভূমিকায় প্রশ্ন পড়ুয়াদের
ETVBHARAT
1 hour ago
2:09
कानपुर में एनकाउंटर, बदमाश के पैर में लगी गोली, लिफ्ट देने के बहाने वकील की मां से की थी लूट
ETVBHARAT
2 hours ago
5:09
ਹਾਏ ਮਹਿੰਗਾਈ, ਅੱਕੇ ਲੋਕਾਂ ਦਾ ਸਰਕਾਰ ’ਤੇ ਫੁੱਟਿਆ ਗੁੱਸਾ, ਸਰਕਾਰਾਂ ਨੂੰ ਸੁਣਾਈਆਂ ਖਰੀਆਂ-ਖਰੀਆਂ !
ETVBHARAT
2 hours ago
7:22
हरिद्वार में चार दिवसीय हिमालयन एक्सपो का शुभारंभ, हॉर्टिकल्चर एंड एग्रीकल्चर का लगा बाजार
ETVBHARAT
2 hours ago
3:31
ભાવનગર લઠ્ઠાકાંડથી ગુજરાતમાં રાજકીય ભડકો, ગૃહમંત્રીના રાજીનામાની માંગ સાથે વિપક્ષ રસ્તા પર, બુટલેગરોને ફાંસી આપવાની માંગ
ETVBHARAT
2 hours ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
2 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
2 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
3 months ago
3:15
ଫେମିନା ମିସ୍ ଇଣ୍ଡିଆ ନିକିତା ପରୱାଲ: "କୌଣସି ସ୍ବପ୍ନ ଛୋଟ ବଡ଼ ନଥାଏ.. ଆଗକୁ ଦେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବି"- ନିକିତା
ETVBHARAT
4 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
5 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
6 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
6 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
7 months ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
8 months ago
2:13
ମାଲ୍ୟବନ୍ତ ମହୋତ୍ସବ-୨୦୨୫, ଉନ୍ମୋଚନ ହେଲା ପୋଷ୍ଟର
ETVBHARAT
9 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
10 months ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
11 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
2 years ago
Comments